ଗଣନା ପୁସ୍ତକ 28:5 · ଓଡ଼ିଆ ବାଇବେଲ
ଶସ୍ଯ ନବୈେଦ୍ଯ ନିମନ୍ତେ ଏକ ଅର୍ଦ୍ଧ ହିନର ପଷୋ ତୈଳ ମିଶ୍ରିତ ଅର୍ଦ୍ଧ ହିନର ସରୁ ମଇଦା ଦବେ।
Cross references
ଯାତ୍ରା ପୁସ୍ତକ 16:36
ଏକ ଓମର ଐଫାର ଦଶମାଂଶ।
ଯାତ୍ରା ପୁସ୍ତକ 29:38
ପ୍ରେତ୍ୟକକ ଦିନ ସହେି ୟଜ୍ଞବଦେୀ ଉପରେ ତୁମ୍ଭେ ନବୈେଦ୍ଯ ଉତ୍ସର୍ଗ କରିବ। ଏହି ବଳି ପାଇଁ ମଷେଶାବକ ଏକ ବର୍ଷୀଯ ହବେ ଏବଂ ପ୍ରେତ୍ୟକକ ଦିନ ଏହା ଦୁଇଟି ବଳି ହବେ।
ଲେବୀୟ ପୁସ୍ତକ 2:1
ଆଉ କହେି ସଦାପ୍ରଭୁ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ଶସ୍ଯ ନବୈେଦ୍ଯ ଆଣିଲେ, ତାହା ଅତି ସୂକ୍ଷ୍ମ ମଇଦା ରେ ନବୈେଦ୍ଯ ହବେ। ପୁଣି ସେଥି ରେ ସେ ତୈଳ ଢାଳିବ ଓ ତା'ଉପରେ ଲୋବାନି ରଖିବ।
ଗଣନା ପୁସ୍ତକ 7:13
ପ୍ରତି ଅଧିପତି 130 ଶେକଲ ଓଜନ ବିଶିଷ୍ଟ ରୌପ୍ୟ ଏବଂ ସତୁରି ଶେକଲ ଓଜନ ବିଶିଷ୍ଟ ଗିନା ଅଧିକାରୀମାନଙ୍କର ମାପ ଅନୁସାରେ ଦେଲେ।
ଗଣନା ପୁସ୍ତକ 15:4
ଯେଉଁ ଲୋକ ଶସ୍ଯ ନବୈେଦ୍ଯ ଉତ୍ସର୍ଗ କରୁଛ, ଏକ ଐଫାର ଦଶମାଂଶ ସରୁ ମଇଦା ଏକ ହିନର ଚତୁର୍ଥାଂଶ ତୈଳ ସହିତ ମିଶ୍ରିତ କରି ଆଣିବ।