Home Bibles ଏଜ୍ରା 3:4 · ଓଡ଼ିଆ ବାଇବେଲ
ଏଜ୍ରା 3:4 · ଓଡ଼ିଆ ବାଇବେଲ

ଏହାପରେ ସମାନେେ ପତ୍ରକୁଟୀର ପର୍ବ ପାଳନ କଲେ। ସମାନେେ ପ୍ରତିଦିନର ବ୍ଯବସ୍ଥା ରେ ଲଖାୟୋଇଥିବା ପ୍ରେତ୍ୟକକ ଦିନର ଆବଶ୍ଯକ ସଂଖ୍ଯା ଅନୁସାରେ ସମାନେେ ହାମବେଳି ଉତ୍ସର୍ଗ କଲେ।

Cross references

ଯାତ୍ରା ପୁସ୍ତକ 5:13

କ୍ରୀତଦାସମାନଙ୍କର ମୁନିବମାନେ ସମାନଙ୍କେର କାର୍ୟ୍ଯକୁ କଠିନ କରାଇଲେ ଏବଂ ସମାନଙ୍କେୁ ବାଧ୍ଯ କରାଇଲେ କଠିନ ପରିଶ୍ରମ କରିବା ପାଇଁ ଏବଂ ପୂର୍ବପରି ଇଟା ନିର୍ମାଣ କରିବା ପାଇଁ।

ଯାତ୍ରା ପୁସ୍ତକ 23:16

ପ୍ରଥମ ଫସଲର ଫଳ ସଂଗ୍ରହ ଉତ୍ସବ ହେଉଛି ଦ୍ବିତୀୟ ଉତ୍ସବ। ତୁମ୍ଭମାନେେ ଏହାକୁ ଗ୍ରୀଷ୍ମ ସମୟର ଆରମ୍ଭ ରେ ପାଳନ କରିବ।

ଯାତ୍ରା ପୁସ୍ତକ 29:38

ପ୍ରେତ୍ୟକକ ଦିନ ସହେି ୟଜ୍ଞବଦେୀ ଉପରେ ତୁମ୍ଭେ ନବୈେଦ୍ଯ ଉତ୍ସର୍ଗ କରିବ। ଏହି ବଳି ପାଇଁ ମଷେଶାବକ ଏକ ବର୍ଷୀଯ ହବେ ଏବଂ ପ୍ରେତ୍ୟକକ ଦିନ ଏହା ଦୁଇଟି ବଳି ହବେ।

ଲେବୀୟ ପୁସ୍ତକ 23:33

ପୁମି ସଦାପ୍ରଭୁ ମାଶାଙ୍କେୁ କହିଲେ,

ଲେବୀୟ ପୁସ୍ତକ 23:34

ତୁମ୍ଭେ ଇଶ୍ରାୟେଲର ସନ୍ତାନଗଣଙ୍କୁ କୁହ, ସପ୍ତମ ମାସର ପଞ୍ଚଦଶ ଦିନଠାରୁ ସାତଦିନ ୟାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପତ୍ରକୁଟୀର ପର୍ବ ପାଳିତ ହବେ।

ଗଣନା ପୁସ୍ତକ 29:12

ଆଉ ସମସ୍ତ ମାସର ପଞ୍ଚଦଶ ଦିନ ରେ ତୁମ୍ଭମାନଙ୍କର ଗୋଟିଏ ପବିତ୍ର ସଭା ହବୋ ଉଚିତ୍। ସହେି ଦିନ ତୁମ୍ଭମାନେେ କୌଣସି ପ୍ରକାର କାର୍ୟ୍ଯ କରିବା ଉଚିତ୍ ନୁହଁ। ପୁଣି ସାତ ଦାନ ୟାଏ ଉତ୍ସବ ପାଳନ କରିବା ଉଚିତ୍।

ଗଣନା ପୁସ୍ତକ 29:39

ତୁମ୍ଭମାନେେ ତୁମ୍ଭମାନଙ୍କର ପର୍ବଦିନ ରେ ସଦାପ୍ରଭୁଙ୍କୁ ଏହିସବୁ ବଳିଦାନ ଦିଅ। ତୁମ୍ଭମାନଙ୍କ ହାମବେଳି ତୁମ୍ଭମାନଙ୍କ ଶସ୍ଯ ନବୈେଦ୍ଯ, ତୁମ୍ଭମାନଙ୍କ ପଯେ ନବୈେଦ୍ଯ ଓ ତୁମ୍ଭମାନଙ୍କ ମଙ୍ଗଳାର୍ଥକ ବଳି। ତୁମ୍ଭମାନଙ୍କ ସଂୟୋଗ ବିଶଷେ ପ୍ରତିଜ୍ଞା ନବୈେଦ୍ଯ ଓ ସ୍ବେଚ୍ଛାମୂଳକ ନବୈେଦ୍ଯ ଉତ୍ସର୍ଗ କର।

ନିହିମିୟା 8:14

ସମାନେେ ମାଶାଙ୍କେର ବ୍ଯବସ୍ଥା ପୁସ୍ତକ ପଢିଲେ ଏବଂ ତାଙ୍କର ନିର୍ଦ୍ଧେଶ ସବୁ ପାଇଲେ। ସଦାପ୍ରଭୁ ମାଶାଙ୍କେ ମାଧ୍ଯମ ରେ ତାଙ୍କର ନିର୍ଦ୍ଦେଶ ଜଣାଇଥିଲେ। ବର୍ଷର ସପ୍ତମ ମାସ ରେ ଇଶ୍ରାୟେଲୀୟ ବାସୀମାନେ କ୍ଷଣସ୍ଥାଯୀ କୁଟୀରପର୍ବ ପାଳନ କରିବା ଉଚିତ୍।

ଯିରିମିୟ 52:34

ଏହାପ ରେ ଯିହାୟୋଦାରଖୀନ୍ ବାବିଲର ରାଜାମାନଙ୍କଠାରୁ ପ୍ରତିଦିନ ସୁବିଧା ପାଇଲେ। ଏହା ତାଙ୍କର ମୃତ୍ଯୁ ପର୍ୟ୍ଯନ୍ତ ଦିଆଗଲା।

ଯିଖରିୟ 14:16

ପ୍ରେତ୍ୟକକ ବ୍ଯକ୍ତି ୟିଏ ଦେଶ ଛାଡି ୟିରୁଶାଲମ ବିରୁଦ୍ଧ ରେ ଆସିଛନ୍ତି, ପ୍ରେତ୍ୟକକ ବର୍ଷ ଉପାସନା କରିବା ପାଇଁ ଆସିବେ। ପ୍ରତିବର୍ଷ ସମାନଙ୍କେର ରାଜା ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କୁ ଉପାସନା କରିବାକୁ ଏବଂ ପତ୍ରକୁଟୀର ପର୍ବ ପାଳନ କରିବାକୁ ଆସିବେ।

ଯୋହନଲିଖିତ ସୁସମାଚାର 7:2

ଯିହୂଦୀମାନଙ୍କର ବାର୍ଷିକ କୁଟୀରବାସ ପର୍ବର ସମୟ ଆସିଲା।

ଯୋହନଲିଖିତ ସୁସମାଚାର 7:37

ପର୍ବର ଶଷେ ଦିନ ଆସିଲା। ସହେି ପ୍ରଧାନ ଦିନ ରେ ଯୀଶୁ ଠିଆ ହାଇେ ଉଚ୍ଚ ସ୍ବର ରେ କହିଲେ, ଯଦି କୌଣସି ଲୋକ ତୃଷାର୍ତ୍ତ, ତବେେ ସେ ମାେ ନିକଟକୁ ଆସି ପାନକରୁ।

Interlinear

Choose Theme