Home Bibles ☰ Books ଦିତୀୟ ବଂଶାବଳୀ 31:3 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 31:3 · ଓଡ଼ିଆ ବାଇବେଲ

ହିଜକିଯ ତାଙ୍କର ନିଜର ପଶୁପଲ ମଧ୍ଯରୁ କତେୋଟିକୁ ହାମବେଳି ଉପହାର ସ୍ବରୂପେ ଉତ୍ସର୍ଗ କରିବାକୁ ଦେଲେ। ଏହିସବୁ ପଶୁଗୁଡ଼ିକୁ ପ୍ରତିଦିନ ସକାଳେ ଓ ସନ୍ଧ୍ଯା ସମୟରେ ହାମବେଳି ଉପହାର ସ୍ବରୂପେ ବ୍ଯବହାର କରାଯାଉଥିଲା। ଏହି ପଶୁଗୁଡ଼ିକୁ ବିଶ୍ରାମର ବିଶଷେ ଦିନ, ଅମାବାସ୍ଯା ଉତ୍ସବ ଓ ଅନ୍ଯାନ୍ଯ ବିଶଷେ ସଭାମାନଙ୍କ ରେ ଉତ୍ସର୍ଗ କରାଯାଉଥିଲା। ସଦାପ୍ରଭୁଙ୍କ ବ୍ଯବସ୍ଥା ନିଯମ ରେ ଯେଉଁପରି ଲଖାଯାେଉଥିଲା, ଏହା ସହେିପରି କରାଯାଉଥିଲା।

Cross references

ଯାତ୍ରା ପୁସ୍ତକ 29:38

ପ୍ରେତ୍ୟକକ ଦିନ ସହେି ୟଜ୍ଞବଦେୀ ଉପରେ ତୁମ୍ଭେ ନବୈେଦ୍ଯ ଉତ୍ସର୍ଗ କରିବ। ଏହି ବଳି ପାଇଁ ମଷେଶାବକ ଏକ ବର୍ଷୀଯ ହବେ ଏବଂ ପ୍ରେତ୍ୟକକ ଦିନ ଏହା ଦୁଇଟି ବଳି ହବେ।

ଲେବୀୟ ପୁସ୍ତକ 23:2

ତୁମ୍ଭେ ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, ତୁମ୍ଭମାନେେ ସଦାପ୍ରଭୁଙ୍କର ଯେଉଁସବୁ ନିରୂପିତ ପର୍ବ ପବିତ୍ର ସଭା ବୋଲି ଘାଷେଣା କରିବ, ଆମ୍ଭର ସେସମସ୍ତ ପର୍ବ ଏହି।

ଗଣନା ପୁସ୍ତକ 28:1

ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,

ଗଣନା ପୁସ୍ତକ 28:2

ଇଶ୍ରାୟେଲର ଲୋକମାନଙ୍କୁ ଆଜ୍ଞା ଦିଅ ଓ ସମାନଙ୍କେୁ କୁହ, ସମାନେେ ମାରେ ନବୈେଦ୍ଯ ମାରେ ଖାଦ୍ୟ ଠିକ୍ ସମୟରେ ସୁବାସିତ ଉପହାରରୂପେ ମାେ ନିକଟକୁ ଆଣିବେ।

ଗଣନା ପୁସ୍ତକ 28:28

ପୁଣି ଏକ ଗୋବତ୍ସ ନିମନ୍ତେ ତିନି ଦଶମାଂଶ ଓ ଏକ ମଷେ ନିମନ୍ତେ ଦୁଇ ଦଶମାଂଶ ଐଫା ତୈଳ ମିଶ୍ରିତ ସରୁ ମଇଦା ଭକ୍ଷ୍ଯ ନବୈେଦ୍ଯ,

ଗଣନା ପୁସ୍ତକ 29:29

ଆଉ ପର୍ବର ଷଷ୍ଠ ଦିନ ରେ ଆଠଟି ଷଣ୍ତ, ଦୁଇଟି ଅଣ୍ତିରା ମଷେ ଓ ଏକବର୍ଷୀଯ ଚଉଦଟି ମଷେଶାବକ ଉତ୍ସର୍ଗ କରିବା ଉଚିତ୍। ଏହି ପଶୁଗୁଡିକର କୌଣସି କ୍ଷୁଣ ନଥିବା ଉଚିତ୍।

ଦିତୀୟ ବିବରଣ 16:1

ଆବୀବ ମାସର ପର୍ବକକ୍ସ୍ଟ ରଖ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶଓରଙ୍କୁ ସମ୍ମାନ ଦବୋ ପାଇଁ ନିସ୍ତାର ପର୍ବ ପାଳନ କର। କାରଣ ଆବୀବ ମାସ ରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ରାତ୍ରିକାଳ ରେ ମିଶରରକ୍ସ୍ଟ ବାହାର କରିଆଣିଲେ।

ପ୍ରଥମ ବଂଶାବଳୀ 26:26

ଦାଉଦ ଯେଉଁ ସମସ୍ତ ବସ୍ତୁ ମନ୍ଦିର ନିମନ୍ତେ ସଂଗ୍ରହ କରିଥିଲେ, ଶ ଲୋମୀତ୍ ଓ ତାଙ୍କର ଆତ୍ମୀଯମାନେ ତାହାର ଦାଯିତ୍ବ ରେ ଥିଲେ।

ଦିତୀୟ ବଂଶାବଳୀ 30:24

ଯିହୁଦାର ରାଜା ହିଜକିଯ ସମ୍ମିଳିତ ଜନତାକୁ 1 ,000 ବଳଦ ଓ 7,000 ମଷେକୁ ହତ୍ଯାକରି ଭୋଜନ କରିବା ନିମନ୍ତେ ପ୍ରଦାନ କଲେ। ନେତାମାନେ ସମ୍ମିଳିତ ଜନତାକୁ 1,000 ବଳଦ ଓ 10 ,000 ମଷେ ଦେଲେ। ଅନକେ ଯାଜକମାନେ ପବିତ୍ର ସବୋକାର୍ୟ୍ଯ ନିମନ୍ତେ ନିଜକୁ ପ୍ରସ୍ତୁତ କଲେ।

ଦିତୀୟ ବଂଶାବଳୀ 35:7

ଯୋଶିୟ ଇଶ୍ରାୟେଲର ଲୋକମାନଙ୍କୁ 30,000 ମଷେ ଓ ଛାଗ ନିସ୍ତାରପର୍ବ ବଳି ନିମନ୍ତେ ହତ୍ଯା କରିବାକୁ ଦେଲେ। ସେ ଆହୁରି ମଧ୍ଯ ଲୋକମାନଙ୍କୁ 3,000 ପଶୁପଲ ଦେଲେ। ଏହି ସମସ୍ତ ପଶୁ ରାଜା ଯୋଶିୟଙ୍କ ନିଜସ୍ବ ପଶୁପଲର ଥିଲା।

ଗୀତସଂହିତା 81:1

ଆମ୍ଭମାନଙ୍କ ବଳସ୍ବରୂପ ପରମେଶ୍ବରଙ୍କର ଉଦ୍ଦେଶ୍ଯରେ ଉଚ୍ଚ ସ୍ବରରେ ଜଯଗାନ କର। ୟାକୁବର ପରମେଶ୍ବରଙ୍କ ଉଦ୍ଦେଶ୍ଯରେ ଜଯଧ୍ବନି କର।

ଯିହିଜିକଲ 45:17

ପୁଣି ପର୍ବ ଦିନ ରେ ; ଅମାବାସ୍ଯା ରେ ଓ ବିଶ୍ରାମବାରଗୁଡ଼ିକରେ ଇଶ୍ରାୟେଲ ବଂଶର ସକଳ ନିରୂପିତ ପର୍ବ ସମୟରେ ହାମବେଳି, ଶସ୍ଯବଳି ଓ ପଯେ ନବୈେଦ୍ଯ ଓ ସହଭାଗିତାର ନବୈେଦ୍ଯ ଅଧିପତି ଦବେେ। ଅଧିପତି ଇଶ୍ରାୟେଲକୁ ପବିତ୍ର କରିବା ପାଇଁ ସମସ୍ତ ପାପାର୍ଥକ ବଳି, ଶସ୍ଯ ନବୈେଦ୍ଯ, ହାମବେଳି, ସହଭାଗିତାର ନବୈେଦ୍ଯ ଉତ୍ସର୍ଗ କରିବେ।

ଯିହିଜିକଲ 46:4

ପୁଣି ଅଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଯେଉଁ ହାମବେଳି ଉତ୍ସର୍ଗ କରିବେ, ତାହା ବିଶ୍ରାମ ଦିନ ରେ ନିଖୁଣ ଛଅ ଗୋଟି ମଷେଶାବକ ଓ ନିଖୁଣ ଏକ ମଷେ ହବେ।

ଯିହିଜିକଲ 46:12

ପୁଣି ଅଧିପତି ଯେତବେେଳେ ସ୍ବେଚ୍ଛାଦତ୍ତ ଉପହାର ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହାମବେଳି ଅବା ମଙ୍ଗଳାର୍ଥକ ବଳି ସ୍ବେଚ୍ଛାଦତ୍ତ ଉପହାର ରୂପେ ଉତ୍ସର୍ଗ କରିବେ, ସେତବେେଳେ ତାଙ୍କ ପାଇଁ ପୂର୍ବଦ୍ବାର ଫିଟାୟିବ। ଏବଂ ସେ ବିଶ୍ରାମ ଦିନ ରେ ଯେପରି କରନ୍ତି ସହେିପରି ଆପଣା ହାମବେଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ। ତା'ପ ରେ ସେ ବାହାରି ଯିବେ ଓ ବାହାରି ଗଲାପ ରେ ଦ୍ବାର ବନ୍ଦ କରାୟିବ।

କଲସୀୟଙ୍କ ପ୍ରତି ପତ୍ର 2:16

ତେଣୁ ୟିହୁଦୀମାନଙ୍କର ଖାଇବା ଓ ପିଇବା କିଅବା ବିଧିବିଧାନ, (ଅର୍ଥାତ୍ ଉତ୍ସବଗୁଡ଼ିକ ମାସର ପ୍ରତିପଦାଗୁଡ଼ିକ, ବା ବିଶ୍ରାମବାରଗୁଡ଼ିକ)289 ବିଷୟ ରେ କୌଣସି ଲୋକ ଯେପରି ନିୟମ ତିଆରି ନ କରୁ।

Interlinear

Choose Theme