Home Bibles ଗଣନା ପୁସ୍ତକ 26:3 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 26:3 · ଓଡ଼ିଆ ବାଇବେଲ

ମାଶାେ ଓ ଇଲିଯାସର ଯାଜକ ଯିରିହାରେ ନିକଟସ୍ଥିତ ୟର୍ଦ୍ଦନ ସମୀପର ଇଶ୍ରାୟେଲର ଲୋକମାନଙ୍କୁ ମାଯାେବ ପଦା ରେ ଏହା କହିଲେ।

Cross references

ଗଣନା ପୁସ୍ତକ 22:1

ତା'ପରେ ଇଶ୍ରାୟେଲର ଲୋକମାନେ ମାୟୋବର ୟର୍ବ୍ଦନର ସମତଳ ଭୂମିକୁ ୟାତ୍ରା କଲେ। ସମାନେେ ୟର୍ବ୍ଦନ ନିକଟସ୍ଥ ଯିରୀହାଠାେ ରେ ସମାନଙ୍କେର ଛାଉଣୀ ସ୍ଥାପନ କଲେ।

ଗଣନା ପୁସ୍ତକ 26:63

ଯିରୀହାେ ନିକଟସ୍ଥ ୟର୍ଦ୍ଦନ ସୀମାର ମାୟୋବ ପଦା ରେ ଇଶ୍ରାୟେଲର ଲୋକମାନଙ୍କୁ ମାଶାେ ଓ ଯାଜକ ଇଲିଯାସର ଗଣନା କଲେ।

ଗଣନା ପୁସ୍ତକ 31:12

ପୁଣି ସମାନେେ ଯିରୀହାେ ନିକଟବର୍ତ୍ତୀ ୟର୍ଦ୍ଦନତୀରସ୍ଥ ମାୟୋବ ପଦା ରେ ସ୍ଥାପିତ ଛାଉଣୀକୁ ଆଣିଲେ। ସମାନେେ ସମାନଙ୍କେୁ ମାଶାଙ୍କେ ନିକଟକୁ, ଯାଜକ ଇଲିଯାସର ନିକଟକୁ ଓ ଇଶ୍ରାୟେଲର ସମସ୍ତ ଲୋକମାନଙ୍କ ନିକଟକୁ ଆଣିଲେ।

ଗଣନା ପୁସ୍ତକ 33:48

ପୁଣି ସମାନେେ ଅବାରୀମ ପର୍ବତରୁ ବାହାରି ଯିରୀହାେ ସପୋରି ରେ ୟର୍ଦ୍ଦନ ନିକଟବର୍ତ୍ତୀ ମାୟୋବ ପଦା ରେ ଛାଉଣୀ ସ୍ଥାପନ କଲେ।

ଗଣନା ପୁସ୍ତକ 35:1

ଅନନ୍ତର ସଦାପ୍ରଭୁ ମାଯାେବ ପଦା ରେ ଯିରୀହାେ ନିକଟସ୍ଥ ୟର୍ଦ୍ଦନ ନଦୀ ଆରପାରି ରେ ମାଶାଙ୍କେୁ କହିଲେ,

ଦିତୀୟ ବିବରଣ 4:46

ସିୟୋନ ଦେଶ ରେ ଇ ମାରେୀଯମାନଙ୍କର ରାଜା ୟିଏକି ୟର୍ଦ୍ଦନ ନଦୀର ବିପରିତ ପାଶର୍‌ବ ରେ ଥିବା ବୈତପିୟୋର ସମ୍ମକ୍ସ୍ଟଖ ରେ ହିଷ୍ବୋନ୍ ଇପତ୍ଯକା ରେ ଶାସନ କରୁଥିଲେ। କାରଣ ମିଶରରକ୍ସ୍ଟ ବାହାରି ଆସିବା ବେଳେ ମାଶାେ ଓ ଇଶ୍ରାୟେଲର ଲୋକମାନେ ତାଙ୍କୁ ପରାସ୍ତ କଲେ।

ଦିତୀୟ ବିବରଣ 34:1

ମାଶାେ ନବୋ ପର୍ବତ ଉପରକକ୍ସ୍ଟ ଚଢି଼ଲେ। ମାଯାେବର ପାଦ ଦେଶରକ୍ସ୍ଟ ପିସଗା ପର୍ବତର ଶିର୍ଷ ପର୍ୟ୍ଯନ୍ତ ଆରୋହଣ କଲେ, ଯାହା ୟିରିହୋ ସମ୍ମକ୍ସ୍ଟଖ ରେ ଥିଲା। ସଦାପ୍ରଭୁ ମାଶାଙ୍କେକ୍ସ୍ଟ ଗିଲିଯଦରକ୍ସ୍ଟ ଦାନ୍ ପର୍ୟ୍ଯନ୍ତ ସମସ୍ତ ଦେଶ ତାଙ୍କୁ ଦଖାଇେଲେ।

ଦିତୀୟ ବିବରଣ 34:6

ସଦାପ୍ରଭୁ ମାୟୋବ ଦେଶ ରେ ବୈତ୍ପିଯୋର ସମ୍ମକ୍ସ୍ଟଖସ୍ଥ ଉପତ୍ୟକା ରେ ତାହାଙ୍କକ୍ସ୍ଟ କରବ ଦେଲେ। ମାତ୍ର ତାଙ୍କର କବର ସ୍ଥାନ ଆଜି ପର୍ୟ୍ଯନ୍ତ କହେି ଜାଣି ନାହାଁନ୍ତି।

ଦିତୀୟ ବିବରଣ 34:8

ଇଶ୍ରାୟେଲ ଲୋକମାନେ ମାଶାଙ୍କେ ପାଇଁ ତିରିଶ ଦିନ ଧରି କାନ୍ଦିଲେ। ସମାନେେ ତାଙ୍କର ସମସ୍ତ ଦକ୍ସ୍ଟଃଖଦ ଦିନସବୁ ମାଯାେବର ସମତଳ ଭୂମିରେ କଟାଇଲେ।

Interlinear

Choose Theme