ଗଣନା ପୁସ୍ତକ 26:4 · ଓଡ଼ିଆ ବାଇବେଲ
ସମାନେେ କହିଲେ, ଯେଉଁ ପୁରୁଷମାନେ କୋଡିଏ ବର୍ଷ କିମ୍ବା ଅଧିକ ତୁମ୍ଭେ ସହେି ସମସ୍ତଙ୍କୁ ଗଣନା କର, ଠିକ୍ ଯେପରି ସଦାପ୍ରଭୁ ମାଶାଙ୍କେୁ ଆଦେଶ କରିଥିଲେ, ଯେତବେେଳେ ଲୋକମାନେ ମିଶରଠାରୁ ବାହାରି ଆସିଲେ।
Cross references
ଯାତ୍ରା ପୁସ୍ତକ 12:51
ତେଣୁ ଠିକ୍ ସହେିଦିନ, ସଦାପ୍ରଭୁ ସମସ୍ତ ଇଶ୍ରାୟେଲ ଲୋକମାନଙ୍କୁ ମିଶରରୁ ଆଗଇେ ନେଲେ। ସୈନ୍ଯ ଶ୍ ରଣେୀବଦ୍ଧ ଲୋକମାନେ ମିଶର ପରିତ୍ଯାଗ କଲେ।
ଗଣନା ପୁସ୍ତକ 1:1
ଦ୍ବିତୀୟ ବର୍ଷର ଦ୍ବିତୀୟ ମାସ ପ୍ରଥମ ଦିନ ରେ ଇଶ୍ରାୟେଲର ଲୋକମାନେ ମିଶର ଛାଡିଲାପରେ, ସଦାପ୍ରଭୁ ସୀନଯ ମରୁଭୂମିରେ ସମାଗମ ତମ୍ବୁ ମଧିଅରେ ମଶାଙ୍କେୁ କହିଲେ,
ପ୍ରଥମ ବଂଶାବଳୀ 21:1
ଶଯତାନ ଇଶ୍ରାୟେଲର ବିରୁଦ୍ଧ ରେ ଛିଡ଼ା ହେଲା। ଶଯତାନ ଇଶ୍ରାୟେଲ ଲୋକମାନଙ୍କୁ ଗଣନା କରିବା ନିମନ୍ତେ ସେ ଦାଉଦଙ୍କୁ ପ୍ରବର୍ତ୍ତାଇଲା।