ଗଣନା ପୁସ୍ତକ 26:2 · ଓଡ଼ିଆ ବାଇବେଲ
ଇଶ୍ରାୟେଲର ପୁରୁଷ ଲୋକମାନଙ୍କ ମଧ୍ଯରୁ ନିଜ ନିଜ ପିତୃଗୃହାନୁସା ରେ କୋଡିଏ ବର୍ଷରୁ ଉର୍ଦ୍ଧ ଲୋକମାନଙ୍କୁ ସୈନ୍ଯ ଶ୍ ରଣେୀଭୁକ୍ତ କରିବାକୁ ଗଣନା କର।
Cross references
ଯାତ୍ରା ପୁସ୍ତକ 30:11
ସଦାପ୍ରଭୁ ମାଶାଙ୍କେୁ କହିଲେ,
ଯାତ୍ରା ପୁସ୍ତକ 38:25
ଯେତେ ଲୋକ ଗଣିତ ହାଇେଥିଲେ, ସମାନେେ 100 ଶକେଲ ସୁବର୍ଣ୍ଣ ଓ 1 ,775 ଶକେଲ ରୂପା କାର୍ୟ୍ଯାଳଯ ମାପ ଦ୍ବାରା ପବିତ୍ର ସ୍ଥାନ ପାଇଁ ଓଜନ କରାଗଲା।
ଗଣନା ପୁସ୍ତକ 1:2
ତୁମ୍ଭମାନେେ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ଗଣନା କର। ସମସ୍ତ ମଣ୍ତଳୀର ଅନୁସାରେ ଓ ପରିବାରବର୍ଗ ଅନୁସାରେ ପ୍ରେତ୍ୟକକ ପୁରୁଷ ଲୋକର ନାମ ତାଲିକା କର।