Home Bibles ଦିତୀୟ ବିବରଣ 34:1 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 34:1 · ଓଡ଼ିଆ ବାଇବେଲ

ମାଶାେ ନବୋ ପର୍ବତ ଉପରକକ୍ସ୍ଟ ଚଢି଼ଲେ। ମାଯାେବର ପାଦ ଦେଶରକ୍ସ୍ଟ ପିସଗା ପର୍ବତର ଶିର୍ଷ ପର୍ୟ୍ଯନ୍ତ ଆରୋହଣ କଲେ, ଯାହା ୟିରିହୋ ସମ୍ମକ୍ସ୍ଟଖ ରେ ଥିଲା। ସଦାପ୍ରଭୁ ମାଶାଙ୍କେକ୍ସ୍ଟ ଗିଲିଯଦରକ୍ସ୍ଟ ଦାନ୍ ପର୍ୟ୍ଯନ୍ତ ସମସ୍ତ ଦେଶ ତାଙ୍କୁ ଦଖାଇେଲେ।

Cross references

ଆଦି ପୁସ୍ତକ 14:14

ଯେତବେେଳେ ଅବ୍ରାମ ନିଜର ଜ୍ଞାତି ଧରା ହାଇେ ୟିବାର ସମାଚ଼ାର ଶୁଣିଲେ। ଅବ୍ରାମ ତା'ର ସମସ୍ତ ପରିବାରକୁ ଏକତ୍ରିତ କଲେ। ସଠାେରେ 318 ଜଣ ତାଲିମପ୍ରାପ୍ତ ସୈନିକ ଥିଲେ। ଅବ୍ରାମ ସେ ଶତୃମାନଙ୍କ ପେଛ ପେଛ ଗୋଡ଼ଇେ ଗୋଡ଼ଇେ ଦାନ ନଗର ପର୍ୟ୍ଯନ୍ତ ଗଲେ।

ଗଣନା ପୁସ୍ତକ 21:20

ବାମାେତରୁ ମାୟୋବ କ୍ଷେତ୍ରସ୍ଥିତ ଉପତ୍ୟକା ଦଇେ ପିସ୍ଗା ପର୍ବତର ଶୃଗଂକୁ ୟାତ୍ରା କଲେ। ତାହା ମରୁଭୂମି ଆଡକୁ ଥିଲା।

ଗଣନା ପୁସ୍ତକ 23:14

ବାଲାକ୍ ବିଲିଯମକୁ ପିସ୍ଗାର ପୃଷ୍ଠସ୍ଥିତ ସୋଫୀମ୍ କ୍ଷେତ୍ରକୁ ନଇଗେଲେ ଏବଂ ସହେି ସ୍ଥାନ ରେ ସାତଟି ୟଜ୍ଞବଦେୀ ନିର୍ମାଣ କଲେ ଏବଂ ପ୍ରେତ୍ୟକକ ୟଜ୍ଞବଦେୀ ରେ ଗୋଟିଏ ଷଣ୍ତ ଓ ଗୋଟିଏ ଅଣ୍ତିରା ମଷେ ଉତ୍ସର୍ଗ କଲେ।

ଗଣନା ପୁସ୍ତକ 27:12

ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ, ୟର୍ବ୍ଦନ ନଦୀର ପୂର୍ବ ରେ ଥିବା ଏହି ଅବାରୀମ ପର୍ବତ ଆରୋହଣ କର, ଆମ୍ଭେ ଇଶ୍ରାୟେଲ ଲୋକମାନଙ୍କୁ ଯେଉଁ ଦେଶ ଦଇେଅଛୁ ତାହା ନିରୀକ୍ଷଣ କର।

ଗଣନା ପୁସ୍ତକ 32:33

ତେଣୁ ମାଶାେ ଗାଦ ଗୋଷ୍ଠୀଗଣକୁ, ରୁବନେ ଗୋଷ୍ଠୀଗଣକୁ ଓ ଯୋଷଫେର ପୁତ୍ର ମନଃଶି ବଂଶର ଅର୍ଦ୍ଧକେକୁ ଇ ମାରେୀଯମାନଙ୍କ ରାଜା ସୀହାନରେ ରାଜ୍ଯ, ବାଶନର ରାଜା ଓଗର ରାଜ୍ଯ ଅର୍ଥାତ୍ ନିଜ ନିଜ ସୀମା ସହ ନାନା ନଗର ବିଶିଷ୍ଟ ଦେଶ, ଏହିରୂପେ ଚତୁର୍ଦ୍ଦିଗସ୍ଥ ଦେଶର ସମସ୍ତ ନଗର ଦେଲେ।

ଗଣନା ପୁସ୍ତକ 33:47

ତହୁଁ ସମାନେେ ଅଲମାନେ-ଦିବ୍ଲାଥୟିମରୁ ୟାତ୍ରା କରି ନବୋ ନିକଟସ୍ଥ ଅବାରୀମ ପର୍ବତ ରେ ଛାଉଣୀ ସ୍ଥାପନ କଲେ।

ଦିତୀୟ ବିବରଣ 3:27

ପିସ୍ଗାର ଶୃଙ୍ଗକକ୍ସ୍ଟ ଚଢିୟାଅ, ଆଉ ପଶ୍ଚିମ, ଉତ୍ତର, ଦକ୍ଷିଣ ଓ ପୂର୍ବ ଆଡେ ତକ୍ସ୍ଟମ୍ଭ ନିଜ ଆଖି ରେ ସହେି ଦେଶକକ୍ସ୍ଟ ଦେଖ, କାରଣ ତୁମ୍ଭେ କବେେ ୟର୍ଦ୍ଦନ ନଦୀ ପାର ହବେ ନାହିଁ।

ଦିତୀୟ ବିବରଣ 32:49

ତୁମ୍ଭେ ଅବାରୀମ ପର୍ବତ ଉପରକକ୍ସ୍ଟ ୟାଅ। ଯିରୀହାେ ସମ୍ମକ୍ସ୍ଟଖସ୍ଥ ମାଯାେବ ଦେଶସ୍ଥ ନବୋ ପର୍ବତ ଉପରକକ୍ସ୍ଟ ୟାଅ। ଏହାପରେ ଆମ୍ଭେ ଇଶ୍ରାୟେଲ ସନ୍ତାନଗଣଙ୍କକ୍ସ୍ଟ ଦବୋକକ୍ସ୍ଟ ଥିବା ଦେଶ ତୁମ୍ଭେ ଦେଖି ପାରିବ।

ଦିତୀୟ ବିବରଣ 32:52

ତେଣୁ ବର୍ତ୍ତମାନ ତୁମ୍ଭେ ଦେଖି ପାରିବ ସହେି ଦେଶମାନଙ୍କୁ ଯାହା ଆମ୍ଭେ ଇଶ୍ରାୟେଲ ଲୋକମାନଙ୍କୁ ଦବୋକକ୍ସ୍ଟ ଯାଉଅଛକ୍ସ୍ଟ। କିନ୍ତୁ ତୁମ୍ଭେ ସଠାେକକ୍ସ୍ଟ ୟାଇପାରିବ ନାହିଁ।

ଦିତୀୟ ବିବରଣ 34:4

ପକ୍ସ୍ଟଣି ସଦାପ୍ରଭୁ ତାହାଙ୍କକ୍ସ୍ଟ କହିଲେ, ଆମ୍ଭେ ତକ୍ସ୍ଟମ୍ଭ ବଂଶକକ୍ସ୍ଟ ଏହି ଦେଶ ଦବୋବୋଲି ଯେଉଁ ଦେଶ ବିଷଯ ରେ ଅବ୍ରହାମ, ଇସହାକ୍ ଓ ୟାକକ୍ସ୍ଟବ ନିକଟରେ ଶପଥ କରିଥିଲକ୍ସ୍ଟ, ସହେି ଦେଶମାନ ଏହି। 'ଆମ୍ଭେ ତାହା ତୁମ୍ଭକୁ ସ୍ବଚକ୍ଷକ୍ସ୍ଟ ରେ ଦଖାଇେଲକ୍ସ୍ଟ। ମାତ୍ର ତୁମ୍ଭେ ୟର୍ଦ୍ଦନ ପାର ହାଇେ ସଠାେକକ୍ସ୍ଟ ୟିବାନାହିଁ।'

ଯିହୋଶୂୟ 19:47

କିନ୍ତୁ ଦାନ ବଂଶର ଲୋକମାନେ ଏହି ଭୂମିର ଅଧିକାର ପାଇଁ ଅସକ୍ସ୍ଟବିଧାର ସମ୍ମକ୍ସ୍ଟଖିନ ହେଲେ। ସଠାେରେ ତାଙ୍କର ବହକ୍ସ୍ଟତ ଶକ୍ତିଶାଳୀ ଶତୃ ଥିଲେ। ଏବଂ ଦାନ୍ର ଲୋକମାନେ ସମାନଙ୍କେୁ ଏତେ ସହଜ ରେ ପରାସ୍ତ କରିପାରି ନ ଥିଲେ। ଯେଉଁଥିପାଇଁ ଦାନ ବଂଶଧରମାନେ ଇଶ୍ରାୟେଲର ଉତ୍ତର ଦିଗକକ୍ସ୍ଟ ଗଲେ। ଏବଂ ଲେଶମ୍ମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ। ସମାନେେ ଲେଶମ୍ମାନଙ୍କୁ ୟକ୍ସ୍ଟଦ୍ଧ ରେ ପରାସ୍ତ କଲେ। ଏବଂ ସଠାେରେ ବାସ କରୁଥିବା ଲୋକମାନଙ୍କୁ ସମାନେେ ହତ୍ଯା କଲେ। ତେଣୁ ଦାନର ଲୋକମାନେ ଲେଶମ୍ମାନଙ୍କର ସହର ରେ ବାସ କଲେ। ଏବଂ ଦାନର ପୂର୍ବପୁରୁଷଙ୍କ ନାମାନକ୍ସ୍ଟସା ରେ ଲେଶମର ନାମ ଦାନ ରଖିଲେ।

ଯିହୋଶୂୟ 22:9

ତେଣୁ ରୂବନ୍େ, ଗାଦ୍ ଓ ମନଃଶିର ଅର୍ଦ୍ଧକେ ବଂଶଧରର ଲୋକମାନେ ଇଶ୍ରାୟେଲ ବଂଶଧରଙ୍କଠାରକ୍ସ୍ଟ ବିଦାଯ ନେଲେ। କିଣାନ ଦେଶ ଅନ୍ତର୍ଗତ ଶୀଲୋଠା ରେ ସମାନେେ ଥିଲେ। ସମାନେେ ସେ ସ୍ଥାନ ଛାଡି ଗିଲିଯଦକକ୍ସ୍ଟ ଗଲେ। ସମାନେେ ସଠାେରକ୍ସ୍ଟ ତାଙ୍କ ସ୍ବଭୂମିକକ୍ସ୍ଟ ଗଲେ ଯାହାକି ମାଶାେ ସମାନଙ୍କେୁ ଦଇେଥିଲେ। ସଦାପ୍ରଭୁ ମାଶାଙ୍କେକ୍ସ୍ଟ ମଧ୍ଯ ସେ ଭୂମି ଦବୋ ପାଇଁ ନିର୍ଦ୍ଦେଶ ଦଇେଥିଲେ।

ବିଚାରକର୍ତାମାନଙ୍କ ବିବରଣ 18:29

ଯେ ହତେକ୍ସ୍ଟ ସମାନେେ ଇଶ୍ରାୟେଲର ଜଣେ ପକ୍ସ୍ଟତ୍ର ଦାନର ଭବିଷ୍ଯଦ୍ ବଂଶଧର ଥିଲେ, ସମାନେେ ସହେି ନଗରର ନାମ ଦାନ ରଖିଲେ। ମାତ୍ର ବାସ୍ତବ ରେ ସହେି ନଗରର ନାମ ଲଯିଶ ଥିଲା।

ଯିହିଜିକଲ 40:2

ଦର୍ଶନ ୟୋଗେ ପରମେଶ୍ବର ମାେତେ ଇଶ୍ରାୟେଲ ଦେଶକୁ ଆଣି ଅତି ଉଚ୍ଚ ଏକ ପର୍ବତ ରେ ବସାଇଲେ। ସହେି ପର୍ବତ ଉପ ରେ ମାରେ ସମ୍ମୁଖ ରେ ଗୋଟିଏ ନଗର ତୁଲ୍ଯ ଆକୃତି ଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:10

ସେ ଦୂତ ମାେତେ ଆତ୍ମା ଦ୍ବାରା ଗୋଟିଏ ବହୁତ ବଡ଼ ଓ ଉଚ୍ଚ ପର୍ବତକୁ ନଇଗେଲେ। ସେ ମାେତେ ପବିତ୍ର ନଗରୀ ୟିରୁଶାଲମ ଦଖାଇେଲେ। ମୁଁ ସହେି ନଗରୀକୁ ପରମେଶ୍ବରଙ୍କ ପାଖରୁ ସ୍ବର୍ଗରୁ ଆସିବାର ଦେଖିଲି।

Interlinear

Choose Theme