ଲାବନ ଉତ୍ତର ଦଲୋ, ତୁମ୍ଭେ ଯାହା କହିଲ ଆମ୍ଭେ ତାହା କରିବା ପାଇଁ ମୁଁ ତୁମ୍ଭ ସହିତ ଏକମତ।
Cross references
ତହୁଁ ବିଲିଯମ ଗଧକୁ କହିଲା, କାରଣ ତୁମ୍ଭେ ମାେତେ ଦେଖିବାକୁ ନିର୍ବୋଧପରି କଲ। ଯଦି ମାେ ହାତ ରେ ଖଣ୍ତା ଥାନ୍ତା ମୁଁ ତୋତେ ବର୍ତ୍ତମାନ ହତ୍ଯା କରିଥାନ୍ତି।
ମୁଁ ଇଚ୍ଛା କରେ ଯେ, ସମସ୍ତେ ମାେ ଭଳି ରୁହନ୍ତୁ। କିନ୍ତୁ ପ୍ରେତ୍ୟକକ ଲୋକକୁ ପରମେଶ୍ବରଙ୍କଠାରୁ ଏକ ବିଶଷେ ଅନୁଗ୍ରହ ମିଳିଛି। ଯଦି ଜଣକର ଗୋଟିଏ ପ୍ରକାର ଅନୁଗ୍ରହଦାନ ତା' ହେଲେ ଅନ୍ୟ ଜଣକ ନିମନ୍ତେ ଅନ୍ୟ ପ୍ରକାରର ଅନୁଗ୍ରହଦାନ ଅଛି।
ତୁମ୍ଭମାନେେ ସମସ୍ତେ ଅନକେ ଗୁଡ଼ିଏ ଭାଷା କୁହ, ଏହା ମୁଁ ଇଚ୍ଛା କରେ, କିନ୍ତୁ ତୁମ୍ଭମାନେେ ଯେ ଭାବବାଣୀ କୁହ, ଏହା ମାହେର ଅଧିକ ଇଚ୍ଛା। ଯେଉଁଲୋକ ଭାବବାଣୀ କ ହେ, ସେ ବିଭିନ୍ନ ଭାଷା କହି ପାରିବା ଲୋକଠାରୁ ଶ୍ ରେଷ୍ଠ। କିନ୍ତୁ ସେ ଯଦି ସହେି ଭାଷାଗୁଡ଼ିକର ଅର୍ଥ କରିପାରୁଥିବ ତବେେ ସେ ଭାବବାଣୀ କହୁଥିବା ଲୋକ ସହିତ ସମାନ। ଏହାଦ୍ବାରା ମଣ୍ଡଳୀକୁ ସାହାୟ୍ଯ ହବେ।
ମୁଁ କାମନା କରେ ଯେ, ଯେଉଁମାନେ ତୁମ୍ଭମାନଙ୍କୁ ଉତ୍ତଜେିତ କରୁଛନ୍ତି, ସମାନେେ ନିଜର ସୁନ୍ନତ କରିବା ସହିତ ଚକ୍ଷୁକୁ ଇନ୍ଦ୍ରିୟହୀନ କରୁ ନାହାଁନ୍ତି କାହିଁକି ?