Home Bibles ହିତୋପଦେଶ 12:16 · ଓଡ଼ିଆ ବାଇବେଲ
ହିତୋପଦେଶ 12:16 · ଓଡ଼ିଆ ବାଇବେଲ

ଅଜ୍ଞାନର ବିରକ୍ତି ହଠାତ୍ ପ୍ରକାଶ ପାଏ ; କିନ୍ତୁ ବିଜ୍ଞ ମନୁଷ୍ଯ ଅପମାନକୁ ଉପେକ୍ଷା କରେ।

Cross references

ପ୍ରଥମ ଶାମୁୟେଲ 20:30

ଶାଉଲ ଯୋନାଥନ ଉପରେ ଭୟଙ୍କର ରାଗିଲେ। ସେ ଯୋନାଥନଙ୍କକ୍ସ୍ଟ କହିଲେ, ତକ୍ସ୍ଟ ହେଉଛକ୍ସ୍ଟ ଜଣେ ଦାସୀ ସ୍ତ୍ରୀ ଲୋକର ପକ୍ସ୍ଟତ୍ର। ୟିଏକି ମାନିବା ପାଇଁ ମନାକରେ। ତକ୍ସ୍ଟବି ଠିକ୍ ତା'ପରି, ମୁ ଜାଣେ ତକ୍ସ୍ଟ ଦାଉଦର ପକ୍ଷ ନଇେଛକ୍ସ୍ଟ। ତକ୍ସ୍ଟ ନିଜ ପାଇଁ ଓ ତୋର ମାଆ ପାଇଁ ଅପମାନ ଆଣକ୍ସ୍ଟଛକ୍ସ୍ଟ।

ପ୍ରଥମ ରାଜାବଳୀ 19:1

ଆହାବ୍ ଏଲିଯଙ୍କର ସମସ୍ତ କୃତ କର୍ମର ବୃତ୍ତାନ୍ତ ଓ ସେ କିପରି ଖଡ୍ଗ ରେ ସମସ୍ତ ଭବିଷ୍ଯଦ୍ବକ୍ତାଗଣଙ୍କୁ ହତ୍ଯା କରିଥିଲେ, ସେ ସମସ୍ତ ଈଷବଲକେୁ ଜଣାଇଲେ।

ହିତୋପଦେଶ 10:12

ହିଂସା କଳି ଆଣେ। କିନ୍ତୁ ପ୍ ରମେ ସବୁ ଅଧର୍ମକୁ କ୍ଷମା କରେ।

ହିତୋପଦେଶ 14:33

ଜ୍ଞାନ ବୁଦ୍ଧମାନର ହୃଦଯ ରେ ଥାଏ। ମାତ୍ର ମୂର୍ଖମାନଙ୍କ ମଧିଅରେ ଏହା ନ ଥାଏ।

ହିତୋପଦେଶ 16:22

ସଦବୁଦ୍ଧି ପାଇଥିବା ଲୋକ ଜୀବନର ଝର ସ୍ବରୂପ ଅଟେ। ମାତ୍ର ଅଜ୍ଞାନତା ଅଜ୍ଞାନମାନଙ୍କର ଶାସ୍ତି।

ହିତୋପଦେଶ 17:9

ଯଦି ତୁମ୍ଭେ ଦୋଷୀକୁ କ୍ଷମା କର, ତବେେ ସେ ତୁମ୍ଭର ବନ୍ଧୁ ହବେ। ମାତ୍ର ତା'ର ଦୋଷକୁ ଯବେେ ତୁମ୍ଭେ ମନେ ପକାଇବ, ତବେେ ତୁମ୍ଭର ବନ୍ଧୁତ୍ବ ନଷ୍ଟ ହବେ।

ହିତୋପଦେଶ 25:28

ଜଣେ ୟିଏ ନିଜକୁ ଆଯତ୍ତ କରିବାକୁ ଅସମର୍ଥ, ସେ ବିନା ପ୍ରାଚୀରର ନଗର ତୁଲ୍ଯ ଅଟେ।

ହିତୋପଦେଶ 29:11

ମୂର୍ଖ ଆପଣାର ସବୁ କୋରଧ ପ୍ରକାଶ କରେ। ମାତ୍ର ଜ୍ଞାନୀ ତାହା ସମ୍ଭାଳି କ୍ଷାନ୍ତକରେ।

ଯାକୁବଙ୍କ ପତ୍ 1:19

ମାେ ପ୍ରିୟ ଭାଇ ଓ ଭଉଣୀମାନେ, କହିବା ଅପେକ୍ଷା ଶୁଣିବା ରେ ବେଶି ଇଚ୍ଛୁକ ହୁଅ। ସଜହଜ ରେ ରାଗି ଯାଅ ନାହିଁ।

Interlinear

Choose Theme