Home Bibles ଗଣନା ପୁସ୍ତକ 11:10 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 11:10 · ଓଡ଼ିଆ ବାଇବେଲ

ଏହାପରେ ଲୋକମାନେ ସମୁଦାଯ ପରିବାର ସହିତ ନିଜନିଜ ତମ୍ବୁଦ୍ବାରା ନିକଟରେ ରୋଦନ କରିବାର ମାଶାେ ଶୁଣିଲେ; ତହିଁରେ ସଦାପ୍ରଭୁଙ୍କର କୋରଧ ଅତିଶଯ ପ୍ରଜ୍ବଳିତ ହେଲା। ଆଉ ମଧ୍ଯ ମାଶାେ ଅସନ୍ତୁଷ୍ଟ ହେଲେ।

Cross references

ଗଣନା ପୁସ୍ତକ 11:1

ତା'ପରେ ଲୋକମାନେ ସଦାପ୍ରଭୁଙ୍କଠା ରେ ଅଭିଯୋଗ କରିବାକୁ ଆରମ୍ଭ କଲେ। ସଦାପ୍ରଭୁ ତାହା ଶୁଣିବାରୁ ତାଙ୍କର କୋରଧ ପ୍ରଜ୍ବଳିତ ହେଲା। ତହିଁରେ ସଦାପ୍ରଭୁଙ୍କର ଅଗ୍ନି ସମାନଙ୍କେ ମଧିଅରେ ପ୍ରଜ୍ବଳିତ ହାଇେ ଛାଉଣୀର ପ୍ରାନ୍ତଭାଗ ଗ୍ରାସ କଲା।

ଗଣନା ପୁସ୍ତକ 12:3

ମାଶାେ ପୃଥିବୀସ୍ଥ ସମସ୍ତ ଲୋକମାନଙ୍କ ମଧିଅରେ ଅତି ନମ୍ର ଥିଲେ।

ଗଣନା ପୁସ୍ତକ 12:9

ଏହିରୂପେ ସମାନଙ୍କେ ପ୍ରତି ସଦାପ୍ରଭୁଙ୍କ କୋରଧ ପ୍ରଜ୍ବଳିତ ହେଲା; ତହୁଁ ସେ ପ୍ରସ୍ଥାନ କଲେ।

ଗଣନା ପୁସ୍ତକ 14:1

ସମସ୍ତ ମଣ୍ତଳୀ ସହେି ରାତ୍ରି ରେ ଛାଉଣୀ ରେ ଉଚ୍ଚସ୍ବର ରେ ରୋଦନ କଲେ।

ଗଣନା ପୁସ୍ତକ 16:27

ଏଥି ରେ ଲୋକମାନେ କୋରହ, ଦାଥନ ଓ ଅବୀରାମର ପବିତ୍ର ତମ୍ବୁ ଠାରୁ ଚାଲିଗଲେ। ଦାଥନ ଓ ଅବୀରାମ ବାହାରକୁ ଆସି ନିଜ ନିଜ ସ୍ତ୍ରୀ, ପୁତ୍ର ଓ ପାଲାମାନଙ୍କ ସହିତ ନିଜ ନିଜ ତମ୍ବୁର ଫାଟକରେ ଠିଆ ହେଲେ।

ଗଣନା ପୁସ୍ତକ 20:10

ପୁଣି ମାଶାେ ଓ ହାରୋଣ ସହେି ଶୈଳ ସମ୍ମୁଖ ରେ ସମଗ୍ର ମଣ୍ତଳୀକୁ ଏକତ୍ର କଲେ। ସମାନଙ୍କେୁ କହିଲେ, ହେ ବିଦ୍ରୋହୀଗଣ, ଦେଖ, ଆମ୍ଭମାନେେ ତୁମ୍ଭମାନଙ୍କ ପାଇଁ ଏହି ଶୈଳରୁ ଜଳ ବାହାର କରିବୁ।

ଗଣନା ପୁସ୍ତକ 21:5

ତହିଁରେ ଲୋକମାନେ ପରମେଶ୍ବର ଓ ମାଶାଙ୍କେ ବିରୁଦ୍ଧ ରେ ଅଭିଯୋଗ କଲେ ଏବଂ କହିଲେ, କାହିଁକି ତୁମ୍ଭମାନେେ ଆମ୍ଭମାନଙ୍କୁ ଏହି ମରୁଭୂମିରେ ମାରିବାକୁ ମିଶର ଦେଶରୁ ବାହାର କରି ଆଣିଲ? ଏଠା ରେ ରୋଟୀ ନାହିଁ କି ଜଳ ନାହିଁ। ଆମ୍ଭମାନେେ ଏହି ଅଖାଦ୍ୟକୁ ଘୃଣା କରୁ।

ଦିତୀୟ ବିବରଣ 32:22

ମାେ କୋର୍ଧ ରେ ଅଗ୍ନି ପ୍ରଜ୍ବଳିତ ହବେ, ଯାହା ପାତାଳ ପର୍ୟ୍ଯନ୍ତ ଜଳକ୍ସ୍ଟଛି। ପୃଥିବୀର ଏହା ସମସ୍ତ ଦେଶକକ୍ସ୍ଟ ଓ ସମସ୍ତ ଉତ୍ପନ ବସ୍ତକ୍ସ୍ଟକକ୍ସ୍ଟ ଗ୍ରାସ କରିବ। ଏହା ପର୍ବତର ମୂଳଦକ୍ସ୍ଟଆକକ୍ସ୍ଟ ମଧ୍ଯ ପୋଡି଼ ପକାଇବ।

ଗୀତସଂହିତା 78:21

ସହେି ଲୋକଙ୍କର କଥା ସଦାପ୍ରଭୁ ଶୁଣିଲେ, ପରମେଶ୍ବର ୟାକୁବ ଉପରେ ବହୁତ କୋର୍ଧ ହେଲେ ଓ ପରମେଶ୍ବର ଇଶ୍ରାୟେଲ ବିରୁଦ୍ଧରେ ବହୁତ କୋର୍ଧାନ୍ବିତ ହେଲେ।

ଗୀତସଂହିତା 78:59

ପରମେଶ୍ବର ଏହା ଶୁଣିଲେ ଓ କୋର୍ଧ ହେଲେ। ଏବଂ ସେ ସଂପୂର୍ଣ୍ଣଭାବେ ଇଶ୍ରାୟେଲବାସୀଙ୍କୁ ପ୍ରତ୍ଯାଖ୍ଯାନ କଲେ।

ଗୀତସଂହିତା 106:25

ଆମ୍ଭର ପୂର୍ବପୁରୁଷଗଣ ପରମେଶ୍ବରଙ୍କୁ ମାନିବାକୁ ମନା କଲେ ଏବଂ ସମାନଙ୍କେ ଗୃହରେ ସମାନେେ ଅଭିଯୋଗ କଲେ।

ଗୀତସଂହିତା 106:32

ଲୋକମାନେ ମିରୀବାଃ ଜଳଠାରେ ସଦାପ୍ରଭୁଙ୍କୁ ବହୁତ କ୍ରୁଦ୍ଧ କଲେ, ତଣେୁ ସମାନଙ୍କେ ସକାଶୁ ମାଶାଙ୍କେୁ ବହୁତ ବିପଦ ଘଟିଲା।

ଗୀତସଂହିତା 139:21

ହେ ସଦାପ୍ରଭୁ, ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ମୁଁ ସହେି ଲୋକମାନଙ୍କୁ ଘୃଣା କରେ। ଯେଉଁମାନେ ତୁମ୍ଭ ବିରୁଦ୍ଧରେ ୟାଆନ୍ତି, ସହେି ଲୋକମାନେ ମାରେ ଶତ୍ରୁ।

ଯିଶାଇୟ 5:25

ସତଣୁ ସଦାପ୍ରଭୁସସମାନଙ୍କ ଉପସର ଅତ୍ଯନ୍ତ କ୍ରୋଧାନ୍ବିତସହାଇଛନ୍ତି।ସସ ତାଙ୍କର ହସ୍ତ ଉତ୍ତୋଳନ କରିସସମାନଙ୍କୁ ଦଣ୍ଡସଦଲବ। ଏପରିକି ପର୍ବତଗଣ ଭୟଭୀତସହଲବ ଓ ମୃତଶରୀର ଗୁଡ଼ିକ ଅଳିଆ ପରି ରାସ୍ତାକଡ଼ସର ପଡ଼ିରହିବ। ଏପରିକି ପରଲମଶ୍ବରଙ୍କସକାର୍ଧ ହ୍ରାସ ପାଇବ ନାହିଁ ଓ ତାଙ୍କ ହସ୍ତସସମାନଙ୍କୁ ଦଣ୍ଡସଦଲବ।

ଯିରିମିୟ 17:4

ପୁଣି ଆମ୍ଭେ ତୁମ୍ଭକୁ ଯେଉଁ ଅଧିକାର ଦଇେଥିଲୁ ତୁମ୍ଭେ ସେଥିରୁ ଆପେ କ୍ଷାନ୍ତ ହବେ। ଆଉ ତୁମ୍ଭକୁ ଏକ ଅଜ୍ଞାତ ଦେଶ ରେ ତୁମ୍ଭ ଶତ୍ରୁଗଣର ସବୋ କରାଇବା। କାରଣ ତୁମ୍ଭେ ଆମ୍ଭର କୋରଧରୂପକ ଅଗ୍ନି ପ୍ରଜ୍ବଳିତ କରିଅଛି। ଆଉ ସହେି ଅଗ୍ନି ରେ ତୁମ୍ଭେ ସଦାକାଳ ଭସ୍ମୀଭୂତ ହବେ। ସହେି ଲୋକମାନଙ୍କ ଉପ ରେ ଏପରି ଘଟିବ ଯେଉଁମାନେ ପରମେଶ୍ବରଙ୍କ ଉପ ରେ ବିଶ୍ବାସ କରି ନାହାଁନ୍ତି।

ମାର୍କଲିଖିତ ସୁସମାଚାର 3:5

ତା'ପରେ ଯୀଶୁ ଲୋକମାନଙ୍କ ଆଡକୁ ରାଗ ରେ ଚାହିଁଲେ; କିନ୍ତୁ ସମାନଙ୍କେ ହୃଦୟର କଠିନତା ଲକ୍ଷ୍ଯ କରି ବହୁତ ଦୁଃଖୀ ହେଲେ। ଯୀଶୁ ସହେି ଲୋକଟିକୁ କହିଲେ, ତୁମ୍ଭ ହାତ ମାେତେ ଦଖାେଅ। ଲୋକଟି ଯୀଶୁଙ୍କ ଆଡକୁ ହାତଟି ବଢାଇ ଦଲୋ ଓ

ମାର୍କଲିଖିତ ସୁସମାଚାର 10:14

ଏହା ଦେଖି ଯୀଶୁ ବହୁତ ରାଗିଗଲେ। ଯୀଶୁ ଶିଷ୍ଯମାନଙ୍କୁ କହିଲେ, େଛାଟ େଛାଟ ପିଲାମାନେ ମାେ ପାଖକୁ ଆସନ୍ତୁ। ସମାନଙ୍କେୁ ଅଟକାଅ ନାହିଁ। କାରଣ ପରମେଶ୍ବରଙ୍କ ରାଜ୍ଯ ଏହି ପିଲାମାନଙ୍କ ଭଳି ସରଳ ଲୋକମାନଙ୍କର ଅଟେ।

Interlinear

Choose Theme