Home Bibles ଗଣନା ପୁସ୍ତକ 21:5 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 21:5 · ଓଡ଼ିଆ ବାଇବେଲ

ତହିଁରେ ଲୋକମାନେ ପରମେଶ୍ବର ଓ ମାଶାଙ୍କେ ବିରୁଦ୍ଧ ରେ ଅଭିଯୋଗ କଲେ ଏବଂ କହିଲେ, କାହିଁକି ତୁମ୍ଭମାନେେ ଆମ୍ଭମାନଙ୍କୁ ଏହି ମରୁଭୂମିରେ ମାରିବାକୁ ମିଶର ଦେଶରୁ ବାହାର କରି ଆଣିଲ? ଏଠା ରେ ରୋଟୀ ନାହିଁ କି ଜଳ ନାହିଁ। ଆମ୍ଭମାନେେ ଏହି ଅଖାଦ୍ୟକୁ ଘୃଣା କରୁ।

Cross references

ଯାତ୍ରା ପୁସ୍ତକ 14:11

ସମାନେେ ମାଶାଙ୍କେୁ କହିଲେ, କାହିଁକି ତୁମ୍ଭେ ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲ? ଆମ୍ଭକୁ ଏହି ମରୁଭୂମିକୁ କ'ଣ ମରିବାକୁ ଆଣିଲ? ଆମ୍ଭମାନେେ ମିଶର ରେ ଶାନ୍ତି ରେ ମରିପାରିଥାନ୍ତୁ। ଯେ ହତେୁ ମିଶର ରେ ବହୁ ପରିମାଣର କବର ଅଛି।

ଯାତ୍ରା ପୁସ୍ତକ 15:24

ଲୋକମାନେ ମାଶାଙ୍କେ ନିକଟରେ ଅଭିଯୋଗ କଲେ। ଲୋକମାନେ କହିଲେ, ଆମ୍ଭେ କ'ଣ ପିଇବୁ?

ଯାତ୍ରା ପୁସ୍ତକ 16:2

ଏହାପରେ ସମଗ୍ର ଇଶ୍ରାୟେଲୀୟ ସମାଜ ମରୁଭୂମିଠା ରେ ମାଶାେ ଓ ହାରୋଣଙ୍କ ଉପରେ ଅସନ୍ତାଷେ ପ୍ରକାଶ କଲେ।

ଯାତ୍ରା ପୁସ୍ତକ 16:3

ଲୋକମାନେ କହିଲେ, ଏହା ବହୁତ ଭଲ ହାଇେଥାନ୍ତା, ଯଦି ସଦାପ୍ରଭୁ ଆମ୍ଭମାନଙ୍କୁ ମିଶର ରେ ହତ୍ଯା କରିଥାନ୍ତେ। ସଠାେରେ ଆମ୍ଭର ପ୍ରଚୁର ଖାଦ୍ୟ ଥିଲା। ଆମ୍ଭେ ଆବଶ୍ଯକ ପରିମାଣର ଖାଦ୍ୟ ସଠାେରେ ପାଉଥିଲୁ। କିନ୍ତୁ ତୁମ୍ଭେ ଆମ୍ଭଙ୍କୁ ଏଠାକୁ ଆଣିଲ। ତୁମ୍ଭେ ଏଠା ରେ ଆମ୍ଭକୁ ଭୋକରେ ମାରିବାକୁ ଚାହଁ କି?

ଯାତ୍ରା ପୁସ୍ତକ 16:7

ଆସନ୍ତାକାଲି ପ୍ରଭାତ ରେ ତୁମ୍ଭମାନେେ ପରମେଶ୍ବରଙ୍କର ମହିମା ଦେଖିବ। ସଦାପ୍ରଭୁ ତୁମ୍ଭମାନଙ୍କର ଅଭିଯୋଗ ଶୁଣିଛନ୍ତି, ଯାହା ତୁମ୍ଭମାନେେ ଆମ୍ଭ ବିରୁଦ୍ଧ ରେ କଲ। କିନ୍ତୁ ଆମ୍ଭମାନେେ କିଏ? ପ୍ରକୃତ ରେ ତୁମ୍ଭେ ଆମ୍ଭମାନଙ୍କ ବିରୁଦ୍ଧ ରେ ଆପତ୍ତି କରୁନାହଁ, ମାତ୍ର ସଦାପ୍ରଭୁଙ୍କ ବିରୁଦ୍ଧ ରେ ଆପତ୍ତି କରୁଅଛ।

ଯାତ୍ରା ପୁସ୍ତକ 16:15

ଇଶ୍ରାୟେଲର ଲୋକମାନେ ଏହାକୁ ଦେଖି କଥାବର୍ତ୍ତା ହେଲେ। ଏଗୁଡିକ କ'ଣ? ସମାନେେ ଏପରି କହିଲେ କାରଣ ସମାନେେ ଜାଣି ନଥିଲେ ଏଗୁଡିକ କ'ଣ ଥଲା। ତେଣୁ ସମାନେେ ମାଶାଙ୍କେୁ ପଚାରିଲେ, ତେଣୁ ମାଶାେ ସମାନଙ୍କେୁ କହିଲେ, ଏଗୁଡିକ ଖାଦ୍ୟ, ତୁମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କର ଦାନ।

ଯାତ୍ରା ପୁସ୍ତକ 16:31

ତେଣୁ ଇଶ୍ରାୟେଲର ଲୋକମାନେ ସହେି ଖାଦ୍ୟର ନାମ ମାନ୍ନା ଦେଲେ। ତାହା ଧନିଆ ପରି ଶୁକ୍ଲବର୍ଣ୍ଣ ଓ ତାହାର ସ୍ବାଦ ମଧୁ ମିଶ୍ରିତ ପିଷ୍ଟକ ତୁଲ୍ଯ ଥିଲା।

ଯାତ୍ରା ପୁସ୍ତକ 17:2

ତେଣୁ ଲୋକମାନେ ମାଶାଙ୍କେ ନିକଟକୁ ଗଲେ ଓ ଅଭିଯୋଗ କଲେ। ଆମ୍ଭକୁ ପିଇବାକୁ ପାଣି ଦିଅ।

ଗଣନା ପୁସ୍ତକ 11:1

ତା'ପରେ ଲୋକମାନେ ସଦାପ୍ରଭୁଙ୍କଠା ରେ ଅଭିଯୋଗ କରିବାକୁ ଆରମ୍ଭ କଲେ। ସଦାପ୍ରଭୁ ତାହା ଶୁଣିବାରୁ ତାଙ୍କର କୋରଧ ପ୍ରଜ୍ବଳିତ ହେଲା। ତହିଁରେ ସଦାପ୍ରଭୁଙ୍କର ଅଗ୍ନି ସମାନଙ୍କେ ମଧିଅରେ ପ୍ରଜ୍ବଳିତ ହାଇେ ଛାଉଣୀର ପ୍ରାନ୍ତଭାଗ ଗ୍ରାସ କଲା।

ଗଣନା ପୁସ୍ତକ 11:6

ମାତ୍ର ଏବେ ଆମ୍ଭମାନେେ ଦୁର୍ବଳ ହାଇେ ଯାଉଅଛୁ, ଏଠି ଖାଇବାକୁ କିଛି ନାହିଁ, ଏହି ମାନ୍ନା ଛଡା ଆଉ ଦେଖିବାକୁ କିଛି ନାହିଁ,।

ଗଣନା ପୁସ୍ତକ 11:20

ତୁମ୍ଭେ ସମ୍ପୂର୍ଣ୍ଣ ଏକମାସ ମାଂସ ଭକ୍ଷଣ କରିବ। ତୁମ୍ଭେ ମାଂସକୁ ଭକ୍ଷଣ କରିବ, ଘୃଣା ଯୋଗ୍ଯ ନ ହବୋ ପର୍ୟ୍ଯନ୍ତ। ଆଉ ଯେ ପର୍ୟ୍ଯନ୍ତ ତାହା ତୁମ୍ଭମାନଙ୍କ ନାସିକାରୁ ନିର୍ଗତ ନହୁଏ। କାରଣ ତୁମ୍ଭମାନେେ ସଦାପ୍ରଭୁଙ୍କୁ ପ୍ରତ୍ଯାଖ୍ଯାନ କରିଛ, ୟିଏ ତୁମ୍ଭ ସହିତ ଅଛନ୍ତି ଏବଂ ତୁମ୍ଭମାନେେ ତାଙ୍କଠା ରେ ଆପତ୍ତି କରିବ ଏହା କହି, 'ଆମ୍ଭମାନେେ କାହିଁକି ମିଶରରୁ ବାହାରି ଆସିଲୁ?'

ଗଣନା ପୁସ୍ତକ 14:1

ସମସ୍ତ ମଣ୍ତଳୀ ସହେି ରାତ୍ରି ରେ ଛାଉଣୀ ରେ ଉଚ୍ଚସ୍ବର ରେ ରୋଦନ କଲେ।

ଗଣନା ପୁସ୍ତକ 16:13

ତୁମ୍ଭେ ଆମ୍ଭମାନଙ୍କୁ ଦୁଗ୍ଧମଧୁ ପ୍ରବାହୀ ଦେଶରୁ ବାହାର କରି ଏହି ପ୍ରାନ୍ତର ରେ ମାରିବାକୁ ଆଣିଅଛ। ଏହା କ'ଣ କ୍ଷୁଦ୍ର ବିଷଯ? ଆହୁରି ତୁମ୍ଭେ ନିଜକୁ ଆମ୍ଭମାନଙ୍କ ଉପରେ ଶାସକ ହବୋକୁ ଚାହୁଁଛ।

ଗଣନା ପୁସ୍ତକ 16:41

ତା' ପରଦିନ ଇଶ୍ରାୟେଲ ସମସ୍ତ ଲୋକମାନେ ମାଶାେ ଓ ହାରୋଣଙ୍କ ବିରୁଦ୍ଧ ରେ ଅଭିଯୋଗ କରି କହିଲେ ଯେ , ସମାନେେ ସଦାପ୍ରଭୁଙ୍କ ଲୋକମାନଙ୍କୁ ହତ୍ଯା କଲେ।

ଗଣନା ପୁସ୍ତକ 17:12

ଏହାପରେ ଇଶ୍ରାୟେଲର ଲୋକମାନେ ମାଶାଙ୍କେୁ କହିଲେ, ଆମ୍ଭେ ଜାଣୁ ଆମ୍ଭମାନେେ ମରିବୁ। ଆମ୍ଭମାନେେ ବିନଷ୍ଟ ହାଇେଅଛୁ, ଆମ୍ଭମାନେେ ବିନଷ୍ଟ ହବେୁ।

ଗୀତସଂହିତା 68:6

ୟିଏ ପରିବାରରେ ଏକାକୀ ଥାଏ, ପରମେଶ୍ବର ଲୋକ ପଠାନ୍ତି, ଏପରିକି ଏକାକୀ ଲୋକଙ୍କୁ ପରମେଶ୍ବର ଆନନ୍ଦ ଦିଅନ୍ତି ଓ ବନ୍ଦୀମାନଙ୍କୁ ବନ୍ଧନରୁ ମୁକ୍ତ କରନ୍ତି। କିନ୍ତୁ ୟିଏ ପରମେଶ୍ବରଙ୍କର ବି ରୋଧ ହୁଏ, ସମାନଙ୍କେୁ ଶୁଷ୍କ ଭୂମିରେ ରହିବାକୁ ପଡ଼େ।

ଗୀତସଂହିତା 78:19

ସମାନେେ ପରମେଶ୍ବରଙ୍କୁ ଅଭିଯୋଗ କଲେ ଏବଂ କହିଲେ, କ'ଣ ପରମେଶ୍ବର ମରୁଭୂମିରେ ଆମ୍ଭମାନଙ୍କୁ ଖାଦ୍ୟ ଦଇେ ପାରିବେ?

ଗୀତସଂହିତା 78:24

ଭୋଜନର୍ଥେ ସମାନଙ୍କେ ଉପରେ ମାନ୍ନା ବର୍ଷା କରାଇଲେ ଏବଂ ସେ ସମାନଙ୍କେୁ ସ୍ବର୍ଗର ଶସ୍ଯ ପ୍ରଦାନ କଲେ।

ହିତୋପଦେଶ 27:7

ତୃପ୍ତ ପ୍ରାଣୀ ମହୁକୁ ଘୃଣା କରେ। ମାତ୍ର କ୍ଷୁଧାର୍ତ୍ତ ମନୁଷ୍ଯକୁ କୌଣସି ତିକ୍ତ ଦ୍ରବ୍ଯସବୁ ମିଷ୍ଟ ଲାଗେ।

Interlinear

Choose Theme