Home Bibles ଗଣନା ପୁସ୍ତକ 12:3 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 12:3 · ଓଡ଼ିଆ ବାଇବେଲ

ମାଶାେ ପୃଥିବୀସ୍ଥ ସମସ୍ତ ଲୋକମାନଙ୍କ ମଧିଅରେ ଅତି ନମ୍ର ଥିଲେ।

Cross references

ଗଣନା ପୁସ୍ତକ 11:10

ଏହାପରେ ଲୋକମାନେ ସମୁଦାଯ ପରିବାର ସହିତ ନିଜନିଜ ତମ୍ବୁଦ୍ବାରା ନିକଟରେ ରୋଦନ କରିବାର ମାଶାେ ଶୁଣିଲେ; ତହିଁରେ ସଦାପ୍ରଭୁଙ୍କର କୋରଧ ଅତିଶଯ ପ୍ରଜ୍ବଳିତ ହେଲା। ଆଉ ମଧ୍ଯ ମାଶାେ ଅସନ୍ତୁଷ୍ଟ ହେଲେ।

ଗଣନା ପୁସ୍ତକ 20:10

ପୁଣି ମାଶାେ ଓ ହାରୋଣ ସହେି ଶୈଳ ସମ୍ମୁଖ ରେ ସମଗ୍ର ମଣ୍ତଳୀକୁ ଏକତ୍ର କଲେ। ସମାନଙ୍କେୁ କହିଲେ, ହେ ବିଦ୍ରୋହୀଗଣ, ଦେଖ, ଆମ୍ଭମାନେେ ତୁମ୍ଭମାନଙ୍କ ପାଇଁ ଏହି ଶୈଳରୁ ଜଳ ବାହାର କରିବୁ।

ଗୀତସଂହିତା 106:32

ଲୋକମାନେ ମିରୀବାଃ ଜଳଠାରେ ସଦାପ୍ରଭୁଙ୍କୁ ବହୁତ କ୍ରୁଦ୍ଧ କଲେ, ତଣେୁ ସମାନଙ୍କେ ସକାଶୁ ମାଶାଙ୍କେୁ ବହୁତ ବିପଦ ଘଟିଲା।

ଗୀତସଂହିତା 147:6

ସଦାପ୍ରଭୁ ନମ୍ର ଲୋକମାନଙ୍କ ସପକ୍ଷରେ ଥାଆନ୍ତି। ଏବଂ ସେ ଦୁଷ୍ଟମାନଙ୍କୁ ବିଚଳିତ କରନ୍ତି।

ଗୀତସଂହିତା 149:4

ସଦାପ୍ରଭୁ ଆପଣା ଲୋକମାନଙ୍କ ଉପରେ ଆନନ୍ଦିତ ହୁଅନ୍ତି। ସେ ନମ୍ର ଲୋକମାନଙ୍କ ପାଇଁ ଆଶ୍ଚର୍ୟ୍ଯ କ୍ରିଯାମାନ କରିଛନ୍ତି। ସେ ସମାନଙ୍କେୁ ରକ୍ଷା କଲେ।

ମାଥିଉଲିଖିତ ସୁସମାଚାର 5:5

ନମ୍ର ଓ ସୁଶୀଳ ଲୋକମାନେ ଧନ୍ଯ; କାରଣ ଏ ପୃଥିବୀ ସହେିମାନଙ୍କର ହବେ।

ମାଥିଉଲିଖିତ ସୁସମାଚାର 11:29

ମାରେ କାର୍ୟ୍ଯଭାର ତୁମ୍ଭେ ଗ୍ରହଣ କର। ମାଠାରୁେ ଶିଖ। କାରଣ ମୁଁ ଆତ୍ମା ରେ ସରଳ ଓ ନମ୍ର ତାଣୁ ତୁମ୍ଭେ ନିଜ ଅତ୍ମା ରେ ବିଶ୍ରାମ ପାଇବ।

ମାଥିଉଲିଖିତ ସୁସମାଚାର 21:5

ସିୟୋନ ନଗରୀକୁ କୁହ: ' ଦେଖ, ତୁମ୍ଭର ରାଜା ତୁମ୍ଭ ପାଖକୁ ଆସୁଛନ୍ତି। ସେ ନମ୍ର ଓ ସେ ଗୋଟିଏ ଗଧ ଉପରେ ଚ଼ଢ଼ି ଆସୁଛନ୍ତି। ହଁ, ଗୋଟିଏ ଗଧଛୁଆ ଉପରେ ଚ଼ଢ଼ିଛନ୍ତି, ସହେି ଛୁଆ ଏକ ସ୍ତନ୍ଯପାଯୀ ଗଧରୁ ଜନ୍ମ ହାଇେଛି।'ଜିଖରିୟ 9:9

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 10:1

ମୁଁ ପାଉଲ, ଖ୍ରୀଷ୍ଟଙ୍କ ପରି ମୁଁ ମୃଦୁଭାବରେ ତୁମ୍ଭମାନଙ୍କୁ ନିବଦନେ କରେ। କେତକେ ଲୋକ କୁହନ୍ତି, ମୁଁ ତୁମ୍ଭ ମଧିଅରେ ଥିଲା ବେଳେ ନମ୍ର ଥାଏ କିନ୍ତୁ ଦୂର ରେ ଥିଲା ବେଳେ ସାହସୀ ବା ନିର୍ଭୟ ଅଟେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 11:5

ମୁଁ ଭାବୁ ନାହିଁ ଯେ, ସହେି ମହାନ ପ୍ ରରେିତମାନେ ମାେ ଠାରୁ କୌଣସି ଗୁଣ ରେ ଅଧିକ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 12:11

ମୁଁ ମୂର୍ଖଙ୍କ ଭଳି କହିଚାଲି ଥିଲି। କିନ୍ତୁ ଏପରି କହିବା ପାଇଁ ତୁମ୍ଭମାନେେ ମାେତେ ବାଧ୍ଯ କରିଥିଲ। ତୁମ୍ଭମାନେେ ହେଉଛ ସହେିଲୋକ, ଯେଉଁମାନେ ମାେ ସପକ୍ଷ ରେ ଭଲକଥା କହିବ। ମୁଁ କିଛି ନୁହେଁ, କିନ୍ତୁ ତଥାକଥିତ ସହେି ମହାନ୍ ପ୍ ରରେିତ ମାନେ ମାେ ଠାରୁ ଅଧିକ ମଧ୍ଯ ନୁହଁନ୍ତି।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 2:7

ଆମ୍ଭମାନେେ ଯୀଶୁଖ୍ରୀଷ୍ଟଙ୍କର ପ୍ ରରେିତ। ଅତଏବ ତୁମ୍ଭମାନଙ୍କ ମଧିଅରେ ଥିଲା ବେଳେ ଆମ୍ଭମାନେେ ତୁମ୍ଭମାନଙ୍କ ଦ୍ବାରା କାମ କରାଇବା ପାଇଁ ଆମ୍ଭ ଅଧିକାର ପ୍ରଯୋଗ କରି ପାରିଥାଆନ୍ତୁ। କିନ୍ତୁ ଆମ୍ଭେ ତୁମ୍ଭମାନଙ୍କ ସହିତ ଭଦ୍ର ବ୍ଯବହାର କରୁ। ଜଣେ ମାଆ ନିଜ ଶିଶୁମାନଙ୍କର ଯେପରି ଯତ୍ନ ନିଏ, ଆମ୍ଭେ ଠିକ୍ ସହେିପରି କଲୁ।

ଯାକୁବଙ୍କ ପତ୍ 3:2

ଆମ୍ଭେ ସମସ୍ତେ ଅନକେ ଭୁଲ କରୁ। ଯଦି ଜଣେ ଲୋକ କୌଣସି ଭୁଲ କଥା କହି ନାହିଁ, ତା ହେଲେ ସେ ଜଣେ ସିଦ୍ଧ ମଣିଷ ଅଟେ। ସେ ନିଜ ସମସ୍ତ ଶରୀରକୁ ମଧ୍ଯ ସଂୟତ କରିପାରିବ।

ଯାକୁବଙ୍କ ପତ୍ 3:13

ତୁମ୍ଭମାନଙ୍କ ଭିତ ରେ ପ୍ରକୃତ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି ? ତା ହେଲେ ସେ ଧାର୍ମିକ ଜୀବନଯାପନ କରି ନିଜର ବିଜ୍ଞତା ଦଖାେଉ। ସେ ନମ୍ର ଭାବରେ ଭଲ କାମ କରିବା ଉଚିତ। ଜ୍ଞାନୀ ଲୋକ ଗର୍ବ କରେ ନାହିଁ।

ପିତରଙ୍କ ପ୍ରଥମ ପତ୍ 3:4

ତୁମ୍ଭର ସୌନ୍ଦର୍ୟ୍ଯ ଅନ୍ତରରୁ ବାହାରି ନମ୍ର ଓ ଶାନ୍ତ ଗୁଣର ପରିଚୟ ଦବୋ ଉଚିତ। ଏହି ସୌନ୍ଦର୍ୟ୍ଯ କବେେ ହେଲେ ସମାପ୍ତ ହବେ ନାହିଁ। ପରମେଶ୍ବର ଏହାକୁ ସବୁଠାରୁ ମୂଲ୍ଯବାନ୍ ମନେ କରନ୍ତି।

Interlinear

Choose Theme