Home Bibles ଗୀତସଂହିତା 78:21 · ଓଡ଼ିଆ ବାଇବେଲ
ଗୀତସଂହିତା 78:21 · ଓଡ଼ିଆ ବାଇବେଲ

ସହେି ଲୋକଙ୍କର କଥା ସଦାପ୍ରଭୁ ଶୁଣିଲେ, ପରମେଶ୍ବର ୟାକୁବ ଉପରେ ବହୁତ କୋର୍ଧ ହେଲେ ଓ ପରମେଶ୍ବର ଇଶ୍ରାୟେଲ ବିରୁଦ୍ଧରେ ବହୁତ କୋର୍ଧାନ୍ବିତ ହେଲେ।

Cross references

ଗଣନା ପୁସ୍ତକ 11:1

ତା'ପରେ ଲୋକମାନେ ସଦାପ୍ରଭୁଙ୍କଠା ରେ ଅଭିଯୋଗ କରିବାକୁ ଆରମ୍ଭ କଲେ। ସଦାପ୍ରଭୁ ତାହା ଶୁଣିବାରୁ ତାଙ୍କର କୋରଧ ପ୍ରଜ୍ବଳିତ ହେଲା। ତହିଁରେ ସଦାପ୍ରଭୁଙ୍କର ଅଗ୍ନି ସମାନଙ୍କେ ମଧିଅରେ ପ୍ରଜ୍ବଳିତ ହାଇେ ଛାଉଣୀର ପ୍ରାନ୍ତଭାଗ ଗ୍ରାସ କଲା।

ଗଣନା ପୁସ୍ତକ 11:3

ତେଣୁ ସହେି ସ୍ଥାନର ନାମ ତବିଯରୋ ହେଲା କାରଣ ସଦାପ୍ରଭୁଙ୍କ ଅଗ୍ନି ସମାନଙ୍କେ ମଧିଅରେ ଦହନ କଲା।

ଗଣନା ପୁସ୍ତକ 11:10

ଏହାପରେ ଲୋକମାନେ ସମୁଦାଯ ପରିବାର ସହିତ ନିଜନିଜ ତମ୍ବୁଦ୍ବାରା ନିକଟରେ ରୋଦନ କରିବାର ମାଶାେ ଶୁଣିଲେ; ତହିଁରେ ସଦାପ୍ରଭୁଙ୍କର କୋରଧ ଅତିଶଯ ପ୍ରଜ୍ବଳିତ ହେଲା। ଆଉ ମଧ୍ଯ ମାଶାେ ଅସନ୍ତୁଷ୍ଟ ହେଲେ।

ଦିତୀୟ ବିବରଣ 32:22

ମାେ କୋର୍ଧ ରେ ଅଗ୍ନି ପ୍ରଜ୍ବଳିତ ହବେ, ଯାହା ପାତାଳ ପର୍ୟ୍ଯନ୍ତ ଜଳକ୍ସ୍ଟଛି। ପୃଥିବୀର ଏହା ସମସ୍ତ ଦେଶକକ୍ସ୍ଟ ଓ ସମସ୍ତ ଉତ୍ପନ ବସ୍ତକ୍ସ୍ଟକକ୍ସ୍ଟ ଗ୍ରାସ କରିବ। ଏହା ପର୍ବତର ମୂଳଦକ୍ସ୍ଟଆକକ୍ସ୍ଟ ମଧ୍ଯ ପୋଡି଼ ପକାଇବ।

ଗୀତସଂହିତା 78:31

ପରମେଶ୍ବର ସମସ୍ତ ଲୋକମାନଙ୍କ ଉପରେ ପ୍ରବଳ କୋର୍ଧ ହେଲେ, ଏବଂ ସମାନଙ୍କେ ମଧ୍ଯରୁ ସବୁଠୁଁ ସ୍ବାସ୍ଥ୍ଯବାନ ଲୋକଙ୍କୁ ହତ୍ଯା କଲେ। ସେ ଇଶ୍ରାୟେଲର ଉତ୍ତମ ୟୁବକମାନଙ୍କୁ ତଳକୁ ଖସାଇ ଆଣିଲେ।

ଯିଶାଇୟ 63:10

ମାତ୍ର ସମାନେେ ସଦାପ୍ରଭୁଙ୍କ ବିପକ୍ଷ ରେ ବିଦ୍ରୋହ କଲେ ଓ ତାଙ୍କର ପବିତ୍ର ଆତ୍ମାକୁ ଦୁଃଖିତ କଲେ। ତେଣୁ ସେ ସମାନଙ୍କେର ଶତ୍ରୁ ହାଇଗେଲେ ଓ ସମାନଙ୍କେର ବିପକ୍ଷ ରେ ୟୁଦ୍ଧ କଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:5

କିନ୍ତୁ ସମାଙ୍କେ ଭିତରୁ ଅଧିକଙ୍କ ଉପରେ ପରମେଶ୍ବର ପ୍ରସନ୍ନ ନ ଥିଲେ। ସେଥିପାଇଁ ସମାନେେ ମରୁ ପ୍ରାନ୍ତର ରେ ମରିଗଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:11

ସମାନଙ୍କେ ପ୍ରତି ଯାହା ଘଟିଲା, ତାହା ଆମପାଇଁ ଉଦାହରଣସ୍ବରୂପ। ସମସ୍ତ ପ୍ରାଚୀନ ଇତିହାସ ରେ ଅନ୍ତିମ ସମୟରେ, ଆମ୍ଭେ ଜୀବନଧାରଣ କରୁଛୁ। ଏହା ଆମ୍ଭମାନଙ୍କୁ ଚତନୋ ଦବୋ ଉଦ୍ଦେଶ୍ଯ ରେ ଲଖାେ ଯାଇଛି।

ଏବ୍ରୀ 12:29

କାରଣ ଆମ୍ଭ ପରମେଶ୍ବର ଗ୍ରାସକାରୀ ଅଗ୍ନିଭଳି ଅଟନ୍ତି।

ଯିହୂଦାଙ୍କ ପତ୍ର 1:5

ତୁମ୍ଭେ ଆଗରୁ ଜାଣିଥିବା କେତକେ କଥା ସ୍ମରଣ କରାଇବା ପାଇଁ ମୁଁ ତୁମ୍ଭମାନଙ୍କୁ ସାହାୟ୍ଯ କରିବାକୁ ଚା ହେଁ। ମନରେଖ, ପ୍ରଭୁ ତାହାଙ୍କର ଲୋକଙ୍କୁ ମିସର ଦେଶରୁ ଉଦ୍ଧାର କଲେ। କିନ୍ତୁ ପରେ ପ୍ରଭୁ ସମସ୍ତ ଅବିଶ୍ବାସୀ ଲୋକମାନଙ୍କୁ ଧ୍ବଂସ କରି ଦେଲେ।

Interlinear

Choose Theme