Home Bibles ଗଣନା ପୁସ୍ତକ 11:9 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 11:9 · ଓଡ଼ିଆ ବାଇବେଲ

ରାତ୍ରି ରେ ଛାଉଣୀ ଉପରେ କାକର ପଡିଲା ବେଳେ ତା ସହିତ ମାନ୍ନା ଝଡିଲା।

Cross references

ଯାତ୍ରା ପୁସ୍ତକ 16:13

ସହେି ରାତି ରେ ଭାଟୁଇ ପକ୍ଷୀଗଣ ଆସିଲେ ଏବଂ ଛାଉଣୀକୁ ଆଚ୍ଛାଦିତ କଲେ। ଏବଂ ପ୍ରଭାତ ରେ ଛାଉଣୀ ସ୍ଥାନ ରେ ଚାରିଆଡେ କାକରର ଏକ ସ୍ତର ଥିଲା।

ଦିତୀୟ ବିବରଣ 32:2

ମାରେ ଉପଦେଶ ବର୍ଷାପରି ବର୍ଷିବ। ମାରେ ବାଣୀ ଶିଶିରପରି କ୍ଷରିବ। ତାହା କୋମଳ ତୃଣ ଉପରେ ମନ୍ଦ ବୃଷ୍ଟି ତକ୍ସ୍ଟଲ୍ଯ ଓ ଶାକ ଉପରେ ଅସରା ବୃଷ୍ଟି ତକ୍ସ୍ଟଲ୍ଯ ହବେ।

ଗୀତସଂହିତା 78:23

କିନ୍ତୁ ଏହାପରେ ପରମେଶ୍ବର ଉପରିସ୍ଥ ମେଘମାଳାକୁ ଉନ୍ମୋଚନ କଲେ ଓ ଆକାଶର ଦ୍ବାର ଖାଲିେଲେ।

ଗୀତସଂହିତା 105:40

ଯେତବେେଳେ ଲୋକମାନେ ଖାଦ୍ୟ ମାଗନ୍ତେ, ପରମେଶ୍ବର ଭାଟୋଇ ପକ୍ଷୀମାନଙ୍କୁ ଦେଲେ। ପରମେଶ୍ବର ସମାନଙ୍କେୁ ସ୍ବର୍ଗରୁ ପ୍ରଚୁର ମାନ୍ନା ପ୍ରଦାନ କଲେ।

Interlinear

Choose Theme