Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 23:19 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 23:19 · ଓଡ଼ିଆ ବାଇବେଲ

ସନୋଧ୍ଯକ୍ଷ ୟୁବକର ହାତ ଧରି ନିରୋଳା ସ୍ଥାନକୁ ନଇେ ପଚ଼ାରିଲେ, ତୁମ୍ଭେ ମାେତେ କଣ କହିବାକୁ ଚ଼ାହଁ?

Cross references

ନିହିମିୟା 2:4

ଏହାପରେ ରାଜା ମାେତେ କହିଲେ, ମାେ ନିକଟରୁ କ'ଣ ସାହାୟ୍ଯ ତୁମ୍ଭେ ଗ୍ଭହଁ।

ଏଷ୍ଟର ବିବରଣ 5:3

ରାଜା ତାଙ୍କୁ ପଚାରିଲେ, ରାଣୀ ଏଷ୍ଟର, ମୁଁ ତୁମ୍ଭ ପାଇଁ କ'ଣ କରିପା ରେ? ତୁମ୍ଭର କଣ ପ୍ରାର୍ଥନା ଅଛି? ମାରେ ଅର୍ଦ୍ଧକେ ରାଜ୍ଯ ପର୍ୟ୍ଯନ୍ତ ହେଲେ ହେଁ ତାହା ତୁମ୍ଭକୁ ଦିଆୟିବା।

ଏଷ୍ଟର ବିବରଣ 7:2

ସହେି ଦ୍ବିତୀୟ ଦିନ ରାଜା ଦ୍ରାକ୍ଷାରସ ପାନକରିବା ବେଳେ ଏଷ୍ଟରକୁ ପୁନର୍ବାର କହିଲେ, ରାଣୀ ଏଷ୍ଟର! ତୁମ୍ଭର ନିବଦନେ କ'ଣ? ତାହା ତୁମ୍ଭକୁ ଦିଆୟିବ। ତୁମ୍ଭର ଇଚ୍ଛା କ'ଣ? ତହା ମାରେ ଅର୍ଦ୍ଧକେ ରାଜ୍ଯ ହେଲେ ହେଁ ମୁଁ ତାହା ତୁମ୍ଭକୁ ଦବେି।

ଏଷ୍ଟର ବିବରଣ 9:12

ତେଣୁ ରାଜା ରାଣୀ ଏଷ୍ଟରଙ୍କୁ କହିଲେ, ୟିହୁଦୀଯମାନେ 500 ଲୋକଙ୍କୁ ଶୂଶନ ରେ ହତ୍ଯା କରିଛନ୍ତି, ସମାନଙ୍କେ ମଧିଅରେ ହାମନର ଦଶପୁତ୍ର ଅନ୍ତଭୁର୍କ୍ତ। ସମାନେେ ଅନ୍ୟ ପ୍ରଦେଶ ରେ ଯାହା କରିଛନ୍ତି ଟିକେ ଚିନ୍ତା କର! ବର୍ତ୍ତମାନ ମାେତେ କଣ କରିବାକୁ ହବେ ବୋଲି ତୁମ୍ଭମାନେେ ଗ୍ଭହୁଁଛ? ମାେତେ କୁହ ଏବଂ ମୁଁ ତାହା କରିବି।

ଯିରିମିୟ 31:32

ଏହି ନିଯମ ସମାନଙ୍କେ ପୂର୍ବପୁରୁଷଗଣଙ୍କ ସହ ହାଇେଥିବା ନିଯମ ପରି ହବେ ନାହିଁ। ସେତବେେଳେ ଆମ୍ଭେ ସମାନଙ୍କେୁ ହସ୍ତ ଧରି ମିଶର ଦେଶରୁ ବାହାର କରି ଆଣିବା ବେଳେ ସେ ନିଯମ ସ୍ଥାପନ କରିଥିଲୁ। ସଦାପ୍ରଭୁ କହିଥିଲେ, ଆମ୍ଭେ ସମାନଙ୍କେ ସ୍ବାମୀ ହେଲେ ହେଁ ସମାନେେ ଆମ୍ଭର ସହେି ନିଯମ ଲଙ୍ଘନ କଲେ।

ମାର୍କଲିଖିତ ସୁସମାଚାର 8:23

ଯୀଶୁ ଅନ୍ଧ ଲୋକଟିର ହାତ ଧରି ତାକୁ ଗାଁ ବାହାରକୁ କଢାଇ ନଇଗେଲେ। ସେ ଅନ୍ଧଟିର ଆଖି ରେ ଛପେ ପକାଇଲେ। ତା ଉପରେ ହାତ ରଖି ତାକୁ ପଚାରିଲେ, ତୁମ୍ଭେ କିଛି ଦେଖି ପାରୁଛ କି?

ମାର୍କଲିଖିତ ସୁସମାଚାର 9:27

କିନ୍ତୁ ଯୀଶୁ ପିଲାର ହାତ ଧରି ତାହାକୁ ଉଠାଇ ଠିଆ କରାଇଲେ। ସହେି ପିଲା ଠିଆ ହେଲା।

ମାର୍କଲିଖିତ ସୁସମାଚାର 10:51

ଯୀଶୁ ଅନ୍ଧ ଲୋକଟିକୁ ପଚାରିଲେ, ମୁଁ ତୁମ୍ଭ ପାଇଁ କ'ଣ କରିବି ବୋଲି ତୁମ୍ଭେ ଚାହୁଁଛ? ଅନ୍ଧଟି ଉତ୍ତର ଦଲୋ, ଗୁରୁ, ମୁଁ ଦେଖିବାକୁ ଚାହୁଁଛି।

Interlinear

Choose Theme