Home Bibles ☰ Books ନିହିମିୟା 2:3 · ଓଡ଼ିଆ ବାଇବେଲ
ନିହିମିୟା 2:3 · ଓଡ଼ିଆ ବାଇବେଲ

ଯଦିଓ ମୁଁ ଭୟ କଲି, ତଥାପି ମୁଁ ରାଜାଙ୍କୁ କହିଲି, ମହାରାଜ ଚିରଜୀବୀ ହୁଅନ୍ତୁ। ଯେଉଁ ନଗର ମାରେ ପୂର୍ବପୁରୁଷଗଣର କବର ସ୍ଥାନ ତାହା ଯେତବେେଳେ ଉଜାଡି ହାଇେ ପଡିଛି ଓ ତହିଁର ଦ୍ବାରସବୁ ଦଗ୍ଧ ହାଇେ ପଡିଛି ସେତବେେଳେ କାହିଁକି ମାରେ ମୁଖ ଦୁଃଖିତ ହବେ ନାହିଁ।

Cross references

ପ୍ରଥମ ରାଜାବଳୀ 1:31

ତା'ପରେ ବତ୍ଶବୋ ରାଜାଙ୍କୁ ଭୂମିଷ୍ଠ ପ୍ରଣାମ କରି କହିଲେ, ମାେ ମହାରାଜ ଦାଉଦ, ଦୀର୍ଘଜୀବି ହୁଅନ୍ତୁ!

ଦିତୀୟ ବଂଶାବଳୀ 21:20

ଯିହାରୋମ୍ ରାଜା ହବୋ ସମୟରେ ବତିଶ ବର୍ଷ ବଯସ୍କ ଥିଲେ। ସେ ୟିରୁଶାଲମ ରେ ଆଠବର୍ଷ ରଜତ୍ବ କଲେ। ଯିହାରୋମ୍ଙ୍କ ମୃତ୍ଯୁ ରେ କୌଣସି ବ୍ଯକ୍ତି ଦୁଃଖ କଲେ ନାହିଁ। ଲୋକମାନେ ଯିହାରୋମ୍ଙ୍କୁ ଦାଉଦଙ୍କ ନଗର ରେ କବର ଦେଲେ ସତ, କିନ୍ତୁ ଯେଉଁଠା ରେ ରାଜାମାନଙ୍କୁ କବର ଦିଆୟାଏ, ସଠାେରେ କବର ଦେଲେ ନାହିଁ।

ଦିତୀୟ ବଂଶାବଳୀ 28:27

ଆହସ୍ ମୃତ୍ଯୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଲୋକମାନେ ଆହସ୍ଙ୍କୁ ୟିରୁଶାଲମ ନଗର ରେ କବର ଦେଲେ। କିନ୍ତୁ ସମାନେେ ଆହସ୍ଙ୍କୁ ଇଶ୍ରାୟେଲର ରାଜାମାନଙ୍କର କବର ସ୍ଥାନ ରେ କବର ଦେଲେ ନାହିଁ। ହିଜକିଯ ଆହସ୍ଙ୍କ ସ୍ଥାନ ରେ ନୂତନ ରାଜା ହେଲେ ହିଜକିଯ ଆହସ୍ଙ୍କ ପୁତ୍ର ଥିଲେ।

ଦିତୀୟ ବଂଶାବଳୀ 32:33

ହିଜକିଯ ମୃତ୍ଯୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଦାଉଦଙ୍କ ପୁତ୍ରମାନଙ୍କର କବର ଯେଉଁ ପର୍ବତ ଉପରେ ଥିଲା, ଲୋକମାନେ ହିଜକିଯଙ୍କୁ ସହେିଠା ରେ କବର ଦେଲେ। ହିଜକିଯ ମୃତ୍ଯୁବରଣ କଲାପରେ ଯିହୁଦା ଓ ୟିରୁଶାଲମ ରେ ବାସ କରୁଥିବା ସମସ୍ତ ଲୋକ ତାହାଙ୍କୁ ସମ୍ମାନ ଦଖାଇେଲେ। ମନଃଶି ହିଜକିଯଙ୍କ ସ୍ଥାନ ରେ ନୂତନ ରାଜା ହେଲେ। ମନଃଶି ହିଜକିଯଙ୍କ ପୁତ୍ର ଥିଲେ।

ନିହିମିୟା 1:3

ସେତବେେଳେ ସମାନେେ ମାେତେ କହିଲେ, ଯେଉଁମାନେ ବନ୍ଦୀତ୍ବରୁ ଫରେି ଆସିଥିଲେ ସହେି ପ୍ରଦେଶସ୍ଥ ଅବଶିଷ୍ଟ ଲୋକେ ମହା ଦୁଃଖ ଓ ଅପମାନ ରେ ଅଛନ୍ତି, କାରଣ ୟିରୁଶାଲମର ପ୍ରାଚୀର ଭାଙ୍ଗି ଅଛି ଏବଂ ଏହାର ଫାଟକକୁ ପୋଡି଼ ଦିଆୟାଇଛି।

ଏଷ୍ଟର ବିବରଣ 8:6

ଯେ ହତେୁ ମାେ ଲୋକଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟିବ ତାହା ଦେଖି ମୁଁ କିପରି ସହିପାରିବି? ପୁଣି ଆପଣା କୁଟୁମ୍ବମାନଙ୍କ ବିନାଶ ଦେଖି କିପରି ସହିପାରିବି?

ଗୀତସଂହିତା 38:7

ମାରେ ଶରୀର ଜ୍ବାଳାରେ ପରିପୂର୍ଣ୍ଣ ଥିଲା। ମାରେ ସମସ୍ତ ଶରୀର ୟନ୍ତ୍ରଣାରେ ଛଟପଟ ହେଉଥିଲା।

ଗୀତସଂହିତା 102:14

ତୁମ୍ଭର ଦାସଗଣ ସିୟୋନର ଶୈଳକୁ ପ୍ରମେ କରନ୍ତି। ସମାନେେ ଏପରିକି ସହରର ଧୂଳିକି ମଧ୍ଯ ପ୍ରମେ କରନ୍ତି।

ଗୀତସଂହିତା 102:15

ଜାତିଗୁଡ଼ିକ ସଦାପ୍ରଭୁଙ୍କ ନାମରେ ଉପାସନା କରିବେ। ହେ ସଦାପ୍ରଭୁ, ପୃଥିବୀର ସମସ୍ତ ରାଜାଗଣ ତୁମ୍ଭର ମହିମାକୁ ଭୟ କରିବେ।

ଗୀତସଂହିତା 137:6

ହେ ୟିରୁଶାଲମ, ୟଦି ମୁଁ ତୁମ୍ଭକୁ କବେେ ଭୁଲେ, ତବେେ ମାରେ କାମନା କି ମୁଁ ଆଉ କୌଣସି ଗୀତ ଗାଇ ପାରିବି ନାହିଁ।

ଯିରିମିୟଙ୍କ ବିଳାପ 2:9

ତାହାର ନଗରଦ୍ବାର ସବୁ ଭୂମିସାତ୍ ହାଇେଅଛି, ତାହାର ଅର୍ଗଳ ସବୁ ନଷ୍ଟ ସ ଖଣ୍ଡ ଖଣ୍ଡ ହାଇଗେଲା। ତା'ର ରାଜାମାନେ ଓ ରାଜକୁମାରୀମାନେ ଅନ୍ୟ ଗୋଷ୍ଠୀ ମଧିଅରେ ଅଛନ୍ତି, ତା'ର ସନ୍ତାନମାନଙ୍କ ପାଇଁ ଶିକ୍ଷା ନାହିଁ। ତା'ର ଭବିଷ୍ଯଦ୍ ବକ୍ତାଗଣ କୌଣସି ଦର୍ଶନ। ସଦାପ୍ରଭୁଙ୍କଠାରୁ ପାଇନାହାନ୍ତି।

ଦାନିଏଲ 2:4

ତା'ପ ରେ କଲଦୀଯମାନେ ଅରାମୀଯ ଭାଷା ରେ ରାଜାଙ୍କୁ କହିଲେ, ହେ ମହାରାଜ, ଚିରଜୀବି ହୁଅନ୍ତୁ, ଆପଣ ଏ ଦାସମାନଙ୍କୁ ସ୍ବପ୍ନଟି କୁହନ୍ତୁ। ଆମ୍ଭେ ତାହାର ଅର୍ଥ ପ୍ରକାଶ କରିବୁ।

ଦାନିଏଲ 3:9

ସମାନେେ ନବୂଖଦ୍ନିତ୍ସରଙ୍କୁ ଆଶୀର୍ବାଦ କରି କହିଲେ, ହେ ମହାରାଜ, ଚିରଜୀବି ହୁଅନ୍ତୁ।

Interlinear

Choose Theme