ଏହାପରେ ମୁଁ ରାଜାଙ୍କୁ ଉତ୍ତର ଦଲେି, ଯଦି ମହାରାଜାଙ୍କର ସନ୍ତାଷେ ହୁଏ ଓ ଆପଣଙ୍କ ଦାସ ଯବେେ ଆପଣଙ୍କ ଦୃଷ୍ଟି ରେ ଅନୁଗ୍ରହ ପାଇଥାଏ, ତବେେ ଯିହୁଦା ଦେଶକୁ ମାରେପିତୃ ଲୋକଙ୍କ କବର ନଗରକୁ ମାେତେ ପଠାଇବାକୁ ଆଜ୍ଞା କରନ୍ତୁ। ମୁଁ ସଠାେକୁ ୟିବାକୁ ଗ୍ଭ ହେଁ। ଏବଂ ସଠାେରେ ମୁଁ ନଗର ପୁନର୍ବାର ପ୍ରତିଷ୍ଠା କରିବାକୁ ଗ୍ଭ ହେଁ।
Cross references
ଏହାପରେ ଋତ ତାଙ୍କୁ କହିଲେ, ତୁମ୍ଭେ ମାେ ଉପରେ ବହକ୍ସ୍ଟତ ଦୟା ଦଖାଇେ ଅଛ। ମହାଶୟ, ମୁ ଆପଣଙ୍କର ଦାସୀ। ଏପରିକି ମୁ ଆପଣଙ୍କର ଏକ ଦାସୀ ସହିତ ସମାନ ନକ୍ସ୍ଟ ହେଁ, ତଥାପି ଆପଣ ମାେପ୍ରତି ବହକ୍ସ୍ଟତ ଦୟା ଓ କରୁଣା ଦଖାଇେଛନ୍ତି ଏବଂ ଆପଣ ଦୟାର କଥା ମାେତେ କହିଛନ୍ତି।
ଯୋୟାବ ମକ୍ସ୍ଟଣ୍ତ ନୂଆଁଇ ରାଜାଙ୍କକ୍ସ୍ଟ ପ୍ରଣାମ କଲା ଓ ରାଜାଙ୍କ ନାମ ରେ ଜଯଗାନ କଲା। ସେ କହିଲା, ହେ ରାଜା! ମୁ ଜାଣେ ଯେ, ଆଜି ଆରଣଙ୍କ ଦୃଷ୍ଟି ରେ ମୁ ଅନକ୍ସ୍ଟଗ୍ରହ ପାଇଛି। ଏହା ଆଜି ମୁ ଜାଣେ କାରଣ ଆପଣଙ୍କର ଦାସର କଥାନକ୍ସ୍ଟସା ରେ କାର୍ୟ୍ଯ କଲେ।
ଏଣୁ ଯବେେ ମହାରାଜାଙ୍କୁ ଉତ୍ତମ ଦଖାୟୋଏ, ତବେେ କୋରସ ରାଜା ୟିରୁଶାଲମ ରେ ପରମେଶ୍ବରଙ୍କ ଏହି ମନ୍ଦିର ନିର୍ମାଣ କରିବାର ଆଜ୍ଞା ଦଇେଥିଲେ କି ନାହିଁ ତାହା ବାବିଲସ୍ଥ ମହାରାଜାଙ୍କ ଭଣ୍ତାର ଗୃହ ରେ ଅନୁସନ୍ଧାନ କରନ୍ତୁ। ପୁଣି ଏହି ବିଷଯ ରେ ମହାରାଜ ଆମ୍ଭମାନଙ୍କ ନିକଟକୁ ଆପଣାର ଅଭିମତ ପ୍ ରରଣେ କରନ୍ତୁ।
ଏଥିପାଇଁ ଯଦି ମହାରାଜା ସନ୍ତୁଷ୍ଟ ହୁଅନ୍ତି, ତବେେ ବଷ୍ଟୀ ଅକ୍ଷଶ୍ବରେଶ ରାଜା ନିକଟକୁ ଆଉ ନ ଆସିବାକୁ ରାଜାଜ୍ଞା ଶ୍ରୀଛାମୁରୁ ପ୍ରକାଶିତ ହେଉ। ଏବଂ ଏହା ପାରସିକ ଓ ମାଦୀଯ ବ୍ଯବସ୍ଥା ମଧିଅରେ ଲିଖିତ ହେଉ, ଯାହା ପରିବର୍ତ୍ତନ କରାୟାଇ ପାରିବ ନାହିଁ। ପୁଣି ମହାରାଜା ତାଙ୍କର ରାଣୀପଦ ତାହାଠାରୁ ଉତ୍ତମା ଏକ ସ୍ତ୍ରୀକୁ ଦିଅନ୍ତୁ।
ମୁଁ ଯବେେ ମାରେ ଇଚ୍ଛା ପୂରଣ କରିବା ପାଇଁ ମହାରାଜାଙ୍କ ଦୃଷ୍ଟି ରେ ଅନୁଗ୍ରହ ପାଇଅଛି, ଏବଂ ଏହା ଯବେେ ରାଜାଙ୍କୁ ଆନନ୍ଦ କରୁଥାଏ, ରାଜା ଓ ହାମନ ଆସନ୍ତାକାଲି ରାତ୍ରି ଭୋଜନକୁ ଆସନ୍ତୁ ଯାହା ମୁଁ ପ୍ରସ୍ତୁତ କରିବି। ସହେି ସମୟରେ ମୁଁ ରାଜାଙ୍କର ପ୍ରଶ୍ନର ଉତ୍ତର ଦବେି।
ଏହାପରେ ରାଣୀ ଏଷ୍ଟର କହିଲେ, ହେ ମହାରାଜ, ମୁଁ ଯଦି ଆପଣଙ୍କ ଦୁଷ୍ଟି ରେ ଅନୁଗ୍ରହ ପାଇଅଛି, ଆଉ ଯବେେ ମହାରାଜ ସନ୍ତୁଷ୍ଟ ହାଇେଛନ୍ତି, ତବେେ ମାହେର ନିବଦନେ ଅନୁସାରେ ମାେ ପ୍ରାଣ ଓ ମାରେ ପ୍ରାର୍ଥନାନୁସା ରେ ମାେ ଲୋକମାନଙ୍କୁ ମାେତେ ଦିଆଯାଉ।
ଏବଂ କହିଲା, ଯବେେ ମହାରାଜ ସନ୍ତୁଷ୍ଟ ହୁଅନ୍ତି ଯବେେ ରାଜାଙ୍କ ଦୁଷ୍ଟି ରେ ମୁଁ ଅନୁଗ୍ରହ ପାଇଅଛି, ଦୟାକରି ମାେ ପାଇଁ ଏହା କରନ୍ତୁ। ଆଉ ଯଦି ଏହା ରାଜାଙ୍କୁ ସନ୍ତୁଷ୍ଟ କରେ, ତବେେ ମହାରାଜାଙ୍କର ସମୁଦାଯ ପ୍ରଦେଶସ୍ଥ ୟିହୁଦୀଯମାନଙ୍କୁ ବିନାଶ କରିବା ପାଇଁ ଅଗାଗୀଯ ହମ୍ମାଦାଥାର ପୁତ୍ର ହାମନ ଯେ ସକଳ ପତ୍ର ଲେଖିବାକୁ ପରାମର୍ଶ ଦଇେଥିଲା, ତାହା ପ୍ରତ୍ଯାହୃତ କରାଯାଉ।
ଯଦି ତୁମ୍ଭେ ଏହା କର, ତୁମ୍ଭେ ଜ୍ଞାନୀ ହବେ, ପରମେଶ୍ବର ଓ ମନୁଷ୍ଯମାନଙ୍କଠାରୁ ସୁବିବଚେନା ଲାଭ କରିବ।
ଏହା ଜାଣ ଏବଂ ଏହା ବୁଝ, ଆଦେଶ ହବୋଠାରୁ ଫରୋଇବାକୁ ଏବଂ ୟିରୁଶାଲମ ନିର୍ମିତ କର, ଯେପର୍ୟ୍ଯନ୍ତ ଗୋଟିଏ ଅଭିଷିକ୍ତ ରାଜକୁମାର ସାତ ସପ୍ତାହ ଓ ବାଷଠି ସପ୍ତାହ ରେ, ସହର ପୂର୍ଣ୍ଣ ନିର୍ମିତ ହବେ। କିନ୍ତୁ ଏହାର ମୁଖ୍ଯ ରାସ୍ତା ଓ କାନ୍ଥ, ଅସୁବାଧା ସମୟରେ ହବେ।