ରାଜା ତାଙ୍କୁ ପଚାରିଲେ, ରାଣୀ ଏଷ୍ଟର, ମୁଁ ତୁମ୍ଭ ପାଇଁ କ'ଣ କରିପା ରେ? ତୁମ୍ଭର କଣ ପ୍ରାର୍ଥନା ଅଛି? ମାରେ ଅର୍ଦ୍ଧକେ ରାଜ୍ଯ ପର୍ୟ୍ଯନ୍ତ ହେଲେ ହେଁ ତାହା ତୁମ୍ଭକୁ ଦିଆୟିବା।
Cross references
ବତ୍ଶବୋ କହିଲେ, ତୁମ୍ଭ ନିକଟରେ ମାରେ ଏକ େଛାଟ ନିବଦନେ ଅଛି, ମାେତେ ନାସ୍ତି କରିବ ନାହିଁ।
ଶଲୋମନ ଗିବିଯୋନ ରେ ଥିଲା ବେଳେ, ସଦାପ୍ରଭୁ ରାତ୍ରି ରେ ସ୍ବପ୍ନ ରେ ତାଙ୍କୁ ଦର୍ଶନ ଦେଲେ। ପରମେଶ୍ବର ସ୍ବପ୍ନ ରେ କହିଲେ, ତୁମ୍ଭେ ଯାହା ଇଚ୍ଛା କରୁଛ ମାଗ, ଆମ୍ଭେ ତାହା ଦବୋ।
ଏହାପରେ ରାଜା ମାେତେ କହିଲେ, ମାେ ନିକଟରୁ କ'ଣ ସାହାୟ୍ଯ ତୁମ୍ଭେ ଗ୍ଭହଁ।
ଏଥି ରେ ରାଜା ଭୋଜି ରେ ଦ୍ରାକ୍ଷାରସ ପାନକରିବା ବେଳେ ଏଷ୍ଟରକୁ କହିଲା, ତୁମ୍ଭର କ'ଣ ନିବଦନେ ଅଛି? ତାହା ତୁମ୍ଭକୁ ଦିଆୟିବ। ତୁମ୍ଭର ପ୍ରାର୍ଥନା କ'ଣ ? ମାେ ଅର୍ଦ୍ଧକେ ରାଜ୍ଯ ପର୍ୟ୍ଯନ୍ତ ହେଲେ ହେଁ ତାହା ଦିଆୟିବ।
ସହେି ଦ୍ବିତୀୟ ଦିନ ରାଜା ଦ୍ରାକ୍ଷାରସ ପାନକରିବା ବେଳେ ଏଷ୍ଟରକୁ ପୁନର୍ବାର କହିଲେ, ରାଣୀ ଏଷ୍ଟର! ତୁମ୍ଭର ନିବଦନେ କ'ଣ? ତାହା ତୁମ୍ଭକୁ ଦିଆୟିବ। ତୁମ୍ଭର ଇଚ୍ଛା କ'ଣ? ତହା ମାରେ ଅର୍ଦ୍ଧକେ ରାଜ୍ଯ ହେଲେ ହେଁ ମୁଁ ତାହା ତୁମ୍ଭକୁ ଦବେି।
ତେଣୁ ରାଜା ରାଣୀ ଏଷ୍ଟରଙ୍କୁ କହିଲେ, ୟିହୁଦୀଯମାନେ 500 ଲୋକଙ୍କୁ ଶୂଶନ ରେ ହତ୍ଯା କରିଛନ୍ତି, ସମାନଙ୍କେ ମଧିଅରେ ହାମନର ଦଶପୁତ୍ର ଅନ୍ତଭୁର୍କ୍ତ। ସମାନେେ ଅନ୍ୟ ପ୍ରଦେଶ ରେ ଯାହା କରିଛନ୍ତି ଟିକେ ଚିନ୍ତା କର! ବର୍ତ୍ତମାନ ମାେତେ କଣ କରିବାକୁ ହବେ ବୋଲି ତୁମ୍ଭମାନେେ ଗ୍ଭହୁଁଛ? ମାେତେ କୁହ ଏବଂ ମୁଁ ତାହା କରିବି।
ତା'ପରେ ଜବଦେୀଙ୍କ ସ୍ତ୍ରୀ ଯୀଶୁଙ୍କ ନିକଟକୁ ଆସିଲେ। ତାହାଙ୍କର ପୁଅମାନେ ତାହାଙ୍କ ସହିତ ଥିଲେ। ସମାନଙ୍କେର ମାଆ ଯୀଶୁଙ୍କୁ ପ୍ରଣାମ କଲେ। ସେ ସମାନଙ୍କେ ପାଇଁ ଯୀଶୁଙ୍କୁ କିଛି ଅନୁରୋଧ କଲେ।
େ ହରୋଦ ଶପଥ ପୂର୍ବକ ମଧ୍ଯ କହିଲେ, ତୁ ଯାହା ମାଗିବୁ ମୁଁ ତୋତେ ତାହା ଦବେି। ଏପରିକି ମୁଁ ମାେ ରାଜ୍ଯର ଅଧା ଭାଗ ତୋତେ ଦଇପୋ ରେ।
ମୁଁ ତୁମ୍ଭ ପାଇଁ କ'ଣ କରିବି ବୋଲି ତୁମ୍ଭେ ଚାହୁଁଛ?
ସନୋଧ୍ଯକ୍ଷ ୟୁବକର ହାତ ଧରି ନିରୋଳା ସ୍ଥାନକୁ ନଇେ ପଚ଼ାରିଲେ, ତୁମ୍ଭେ ମାେତେ କଣ କହିବାକୁ ଚ଼ାହଁ?