ହେ ୟିରୁଶାଲମ, ୟଦି ମୁଁ ତୁମ୍ଭକୁ କବେେ ଭୁଲେ, ତବେେ ମାରେ କାମନା କି ମୁଁ ଆଉ କୌଣସି ଗୀତ ଗାଇ ପାରିବି ନାହିଁ।
Cross references
ଏପରିକି ଗଣ୍ଯମାନ୍ଯ ବ୍ଯକ୍ତି ମଧ୍ଯ ତାଙ୍କର କଥା କହିଲା ବେଳେ ଆସ୍ତେ କଥା ହେଉଥିଲେ, ଏହା ଦଖାଯାେଉଥିଲା ଯେପରି ତାଙ୍କର ଜିଭ ପାଟି ରେ ଅଟକି ଯାଉଥିଲା।
ମୁଁ ଯଦି କବେେ ତାହା କରିଥାଏ, ତବେେ ମାରେ ବାହୁ ଖଞ୍ଜାରୁ ଭାଙ୍ଗିଯାଉ ଓ ତାହାକୁ କାନ୍ଧ ଉପରୁ ପଡ଼ିଯାଉ।
ମାରେ ପାଟି ଖଣ୍ଡେ ଖପରା ପରି ଶୁଷ୍କ ହାଇେ ଯାଉଛି। ମାରେ ଜିଭ ତାଳୁରେ ଲାଗି ଯାଉଛି, ତୁମ୍ଭେ ମାେତେ ମୃତ୍ଯୁର ଧୂଳିରେ ଫିଙ୍ଗି ଦଇେଛ।
ଅନ୍ୟସ୍ଥାନରେ ଏକ ହଜାର ଦିନଠାରୁ ତୁମ୍ଭ ମନ୍ଦିରରେ ଏକଦିନ ବହୁତ ଭଲ। ଦୁଷ୍ଟ ଲୋକମାନଙ୍କ ଗୃହରେ ବାସ କରିବା ଅପେକ୍ଷା ପରମେଶ୍ବରଙ୍କ ମନ୍ଦିର ସମ୍ମୁଖରେ ଛିଡ଼ା ହବୋ ଭଲ।
ଦରିଦ୍ର ଓ ଦିନହୀନମାନେ ଜଳ ଅନ୍ବଷେଣ କରନ୍ତି, ମାତ୍ର ସମାନେେ ଜଳ ପାଆନ୍ତି ନାହିଁ। ସମାନଙ୍କେର ଜିହ୍ବା ତୃଷ୍ଣା ରେ ଶୁଖିୟାଏ। ଆମ୍ଭେ ସଦାପ୍ରଭୁ ସମାନଙ୍କେୁ ଉତ୍ତର ଦବୋ। ଆମ୍ଭେ ଇଶ୍ରାୟେଲ ପରମେଶ୍ବର ସମାନଙ୍କେୁ ତ୍ଯାଗ କରିବା ନାହିଁ।
ତୃଷା ହତେୁ, ସ୍ତନ୍ଯପାଯୀ ଶିଶୁର ଜିହ୍ବା ତାଳୁ ରେ ଲାଗି ଯାଉଛି। ପିଲାମାନେ ରୋଟୀ ମାଗନ୍ତି, ମାତ୍ର କହେି ସମାନଙ୍କେୁ ରୋଟୀ ଦିଅନ୍ତି ନାହିଁ।
ତା'ପ ରେ ଆମ୍ଭେ ତୁମ୍ଭ ଜିହ୍ବାକୁ ତୁମ୍ଭ ମୁଖର ତାଳୁ ରେ ୟୁକ୍ତ କରିବା, ଫଳ ରେ ତୁମ୍ଭେ ନୀରବ ରହିବ ଓ ସମାନଙ୍କେୁ ଗାଳି ଦବୋକୁ ସମର୍ଥ ହବେ ନାହିଁ। ଯଦିଓ ସମାନେେ ଗୋଟିଏ ବିଦ୍ରୋହୀ ଜାତି ଅଟନ୍ତି।
ଏଣୁ ଆଗ ପରମେଶ୍ବରଙ୍କ ରାଜ୍ଯ ଓ ଉତ୍ତମ କାର୍ୟ୍ଯ ବିଷୟ ରେ ଚିନ୍ତା କର। ତୁମ୍ଭେ ଯେଉଁସବୁ ଭଲ କାମ କରିବା ପରମେଶ୍ବର ଚାହାନ୍ତି, ସଗେୁଡିକ କର। ତା' ହେଲେ ଏହିସବୁ ବିଷୟଗୁଡିକ ତୁମ୍ଭକୁ ଯୋଗାଇ ଦିଆୟିବ।
କିନ୍ତୁ, ମୁଁ ପ୍ରଭୁ ଯୀଶୁଙ୍କଠାରୁ ପରମେଶ୍ବରଙ୍କ ଅନୁଗ୍ରହଜନକ ସୁସମାଚ଼ାର ଘାଷେଣା କରିବାର ଯେଉଁ କାର୍ୟ୍ଯ ଓ ସବୋ ପଦ ପାଇଅଛି, ତାହା ସମ୍ପୂର୍ଣ୍ଣ କରିବା ନିମନ୍ତେ ପ୍ରାଣପଣେ ଚେ଼ଷ୍ଟା କରୁଛି। ଏଥିପାଇଁ ମାେ ନିଜର ଜୀବନକୁ ନିତାନ୍ତ ମୂଲ୍ଯହୀନ ମଣୁଅଛି।
ମାରେ ଦୃଢ଼ ଆଶା ଓ ଭରସା ଯେ ମୁଁ ଖ୍ରୀଷ୍ଟଙ୍କୁ କଦାପି ହରାଇବି ନାହିଁ। ବରଂ, ମୁଁ ନିଶ୍ଚିତ ଯେ ମୁଁ ସାହସୀ ହବେି ଏବଂ ମୁଁ ମୃତ ବା ଜୀବିତ ଥାଏ, ଖ୍ରୀଷ୍ଟଙ୍କ ମହାନତା ମାେ ଶରୀର ରେ ପ୍ରକାଶିତ କରିବି।
ଅତଏବ ଭାଇ ଓ ଭଉଣୀମାନେ! ତୁମ୍ଭମାନଙ୍କ ବିଶ୍ବାସ ୟୋଗୁ ଆମ୍ଭେ ସାନ୍ତ୍ବନା ଲାଭ କଲୁ। ଆମ୍ଭର ଅନକେ କଷ୍ଟ ଓ ଯାତନା ଥିଲେ ମଧ୍ଯ, ଆମ୍ଭେ ସାନ୍ତ୍ବନା ଲାଭ କରିଛୁ।