Home Bibles ☰ Books ନିହିମିୟା 1:3 · ଓଡ଼ିଆ ବାଇବେଲ
ନିହିମିୟା 1:3 · ଓଡ଼ିଆ ବାଇବେଲ

ସେତବେେଳେ ସମାନେେ ମାେତେ କହିଲେ, ଯେଉଁମାନେ ବନ୍ଦୀତ୍ବରୁ ଫରେି ଆସିଥିଲେ ସହେି ପ୍ରଦେଶସ୍ଥ ଅବଶିଷ୍ଟ ଲୋକେ ମହା ଦୁଃଖ ଓ ଅପମାନ ରେ ଅଛନ୍ତି, କାରଣ ୟିରୁଶାଲମର ପ୍ରାଚୀର ଭାଙ୍ଗି ଅଛି ଏବଂ ଏହାର ଫାଟକକୁ ପୋଡି଼ ଦିଆୟାଇଛି।

Cross references

ଲେବୀୟ ପୁସ୍ତକ 26:31

ଆମ୍ଭେ ତୁମ୍ଭର ନଗର ସକଳ ମରୁଭୂମି କରିବା ଓ ତୁମ୍ଭମାନଙ୍କ ପବିତ୍ରସ୍ଥାନ ସକଳ ଶୂନ୍ଯ କରିବା। ଆଉ ଆମ୍ଭେ ତୁମ୍ଭମାନଙ୍କର ଦତ୍ତ ତୁଷ୍ଟିଜନକ ସୁଗନ୍ଧି ଆଘ୍ରାଣ କରିବା ନାହିଁ।

ଲେବୀୟ ପୁସ୍ତକ 26:33

ଆଉ ଆମ୍ଭେ ନାନାଦେଶୀଯ ଲୋକମାନଙ୍କ ମଧିଅରେ ତୁମ୍ଭମାନଙ୍କୁ ଚ୍ଛିନ୍ନଭିନ୍ନ କରିବା ଓ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଖଡ୍ଗ ଉତ୍ତୋଳନ କରିବା। ତହିଁରେ ତୁମ୍ଭମାନଙ୍କ ଦେଶ ଶୂନ୍ଯସ୍ଥାନ ହବେ ଓ ତୁମ୍ଭମାନଙ୍କ ନଗର ସକଳ ମରୁଭୂମି ହବେ।

ପ୍ରଥମ ରାଜାବଳୀ 9:7

ଯାହା ଆମ୍ଭେ ସମାନଙ୍କେୁ ଦଇେଥିଲୁ ଏବଂ ଆପଣା ନାମ ନିମନ୍ତେ ଯେଉଁ ମନ୍ଦିର ଆମ୍ଭେ ପବିତ୍ର କଲୁ, ତାହା ଆମ୍ଭେ ପ୍ରତ୍ଯାଖ୍ଯାନ କରିବା ଏବଂ ଉଚ୍ଛିନ୍ନ କରିବା ଓ ଏହା ଇଶ୍ରାୟେଲ ସମସ୍ତ ଗୋଷ୍ଠୀ ସମ୍ମୁଖ ରେ ଉପହାସର ଉଦାହରଣ ହବେ।

ଦିତୀୟ ରାଜାବଳୀ 25:10

ନବୂସରଦନ୍ଙ୍କ ସହିତ ଥିବା ସମସ୍ତ ସୈନ୍ଯ ୟିରୁଶାଲମ୍ର ଚତୁର୍ଦ୍ଦିଗ ରେ ଥିବା ପ୍ରାଚୀରକୁ ଭାଙ୍ଗି ପକାଇଲେ।

ଦିତୀୟ ବଂଶାବଳୀ 36:19

ନବୂଖଦ୍ନିତ୍ସର ଓ ତାଙ୍କର ସୈନ୍ଯଦଳ ମନ୍ଦିରକୁ ଜ୍ବଳାଇ ଦେଲେ। ସମାନେେ ୟିରୁଶାଲମ ପ୍ରାଚୀରକୁ ଭାଙ୍ଗି ପକାଇଲେ ଓ ରାଜା ଓ ତାଙ୍କର ପଦାଧିକାରୀମାନଙ୍କର ସବୁ ଗୃହ ଜ୍ବଳାଇ ଦେଲେ। ସମାନେେ ୟିରୁଶାଲମ ରେ ଥିବା ପ୍ରେତ୍ୟକକ ବହୁମୂଲ୍ଯ ଦ୍ରବ୍ଯକୁ ନଇଗେଲେ ନଚେତ୍ ଧ୍ବଂସ କରି ଦେଲେ।

ଏଜ୍ରା 2:1

ପ୍ରଦେଶର ଏହି ଲୋକମାନେ ୟୁଦ୍ଧ ବନ୍ଦୀରୁ ମୁକ୍ତିପାଇ ଫରେି ଆସିଲେ। ଅତୀତ ରେ ବାବିଲର ରାଜା ନବୂଖଦ୍ନିତ୍ସର ବନ୍ଦୀ ଭାବରେ ବାବିଲୋନକୁ ନଇୟୋଇଥିଲେ। ସହେି ଲୋକମାନେ ୟିରୁଶାଲମ ଓ ଯିହୁଦାକୁ ଫରେି ଆସିଲେ। ପ୍ରେତ୍ୟକକ ଲୋକେ ସମାନଙ୍କେର ନିଜ ନିଜ ସହରକୁ ଫରେି ଆସିଲେ।

ଏଜ୍ରା 5:8

ଆମ୍ଭମାନେେ ରାଜାଙ୍କୁ ଏହା ଜଣାଇବାକୁ ଗ୍ଭହୁଁ ଯେ, ଆମ୍ଭମାନେେ ଯିହୁଦା ପ୍ରଦେଶ ରେ ମହାନ୍ ପରମେଶ୍ବରଙ୍କ ମନ୍ଦିରକୁ ୟାଇଥିଲୁ, ତାହା ବଡ ବଡ ପ୍ରସ୍ତର ରେ ନିର୍ମିତ ହେଉଅଛି ଓ କାନ୍ଥ ରେ କଡି ବସା ଯାଉଅଛି। ଆଉ ଏହି କାର୍ୟ୍ଯ ଯତ୍ନ ସହକା ରେ ଗ୍ଭଳୁଅଛି ଓ ସମାନଙ୍କେ ହସ୍ତ ରେ ଏହା ସଫଳ ହେଉ ଅଛି। ଏହା ମଧ୍ଯ ଶୀଘ୍ର ସରିବ।

ନିହିମିୟା 2:3

ଯଦିଓ ମୁଁ ଭୟ କଲି, ତଥାପି ମୁଁ ରାଜାଙ୍କୁ କହିଲି, ମହାରାଜ ଚିରଜୀବୀ ହୁଅନ୍ତୁ। ଯେଉଁ ନଗର ମାରେ ପୂର୍ବପୁରୁଷଗଣର କବର ସ୍ଥାନ ତାହା ଯେତବେେଳେ ଉଜାଡି ହାଇେ ପଡିଛି ଓ ତହିଁର ଦ୍ବାରସବୁ ଦଗ୍ଧ ହାଇେ ପଡିଛି ସେତବେେଳେ କାହିଁକି ମାରେ ମୁଖ ଦୁଃଖିତ ହବେ ନାହିଁ।

ନିହିମିୟା 2:13

ଅନ୍ଧାର ହବୋ ମାତ୍ ରେ ମୁଁ ଉପତ୍ୟକାର ଧାରଦଇେ ନାଗକୂପ ଓ ଖତଦ୍ବାର ପର୍ୟ୍ଯନ୍ତ ଗଲି ଓ ୟିରୁଶାଲମର ଭଗ୍ନ ପ୍ରାଚୀର ଓ ତହିଁର ଅଗ୍ନିଦଗ୍ଧ ଦ୍ବାରସବୁ ଦେଖିଲି।

ନିହିମିୟା 2:17

ଏହାପରେ ମୁଁ ସମାନଙ୍କେୁ କହିଲି, ତୁମ୍ଭମାନେେ ଦେଖି ପାରୁଛ ଆମ୍ଭମାନେେ ଖରାପ ଅବସ୍ଥା ରେ ଅଛୁ। ୟିରୁଶାଲମ କିପରି ଉଜାଡ ହାଇେ ପଡିଛି ଏବଂ ଦ୍ବାରସବୁ ଅଗ୍ନି ରେ ଦଗ୍ଧ ହାଇେଅଛି। ନିନ୍ଦିତ ନ ହବୋ ଆସ, ଆସ ପୁଣି ଥରେ ୟିରୁଶାଲମର ପ୍ରାଚୀରକୁ ପୁନଃନିର୍ମାଣ କରିବା।

ନିହିମିୟା 7:6

ଯେଉଁମାନେ ବନ୍ଦୀରୂପେ ଥିଲେ, ସମାନଙ୍କେ ମଧ୍ଯରୁ ପ୍ରଦେଶୀଯ ଏହି ସନ୍ତାନଗଣ ପ୍ରେତ୍ୟକକ ୟିରୁଶାଲମ ଓ ଯିହୁଦାସ୍ଥିତ ନିଜ ନିଜ ନଗରକୁ ଫରେି ଆସିଲେ। ବାବିଲର ରାଜା ନବୂଖଦ୍ନିତ୍ସର ୟିହୁଦୀଯମାନଙ୍କୁ କରାଯତ କରିଥିଲେ।

ନିହିମିୟା 9:36

ଆଜି ଆମ୍ଭମାନେେ ଦାସ ହାଇେଅଛୁ। ପୁଣି ତୁମ୍ଭେ ଆମ୍ଭମାନଙ୍କ ପିତୃପୁରୁଷଗଣକୁ ଯେଉଁ ଦେଶର ଫଳ ଓ ଉତ୍ତମ ଦ୍ରବ୍ଯ ଭୋଗ କରିବାକୁ ଦଇେଥିଲେ। ସହେି ଦେଶ ରେ ଆମ୍ଭମାନେେ ଦାସ ହାଇେଅଛୁ।

ନିହିମିୟା 11:3

ପ୍ରଦେଶର ଏହି ପ୍ରଧାନବର୍ଗ ୟିରୁଶାଲମ ରେ ବାସ କଲେ। କିନ୍ତୁ ଯିହୁଦାର ଏବଂ ଇଶ୍ରାୟେଲର ଅନ୍ୟ ନଗର ରେ ଲୋକମାନେ, ଯାଜକମାନେ, ଲବେୀୟମାନେ, ନଥୀନୀଯମାନେ ଓ ଶଲୋମନଙ୍କର ଦାସଗଣର ସନ୍ତାନମାନେ ପ୍ରେତ୍ୟକକ ନିଜ ନିଜ ନଗର ରେ ବାସ କଲେ।

ଏଷ୍ଟର ବିବରଣ 1:1

ଅକ୍ଷଶ୍ବରେଶ ରାଜାଙ୍କ ସମୟରେ ଏପରି ଘଟିଥିଲା ଯେ ସେ ହିନ୍ଦୁସ୍ଥାନରୁ କୁଶଦେଶ ପର୍ୟ୍ଯନ୍ତ 127 ପ୍ରଦେଶ ଉପରେ ରାଜତ୍ବ କଲେ।

ଗୀତସଂହିତା 44:11

ତୁମ୍ଭେ ଆମ୍ଭକୁ ମେଣ୍ଢା ତୁଲ୍ଯ ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟ ନିମନ୍ତେ ସମର୍ପଣ କରିଅଛ। ତୁମ୍ଭେ ଆମ୍ଭକୁ ବିଦେଶୀମାନଙ୍କ ମଧ୍ୟରେ ଛିନ୍ନଭିନ୍ନ କରିଛ।

Interlinear

Choose Theme