Home Bibles ☰ Books ଗୀତସଂହିତା 38:7 · ଓଡ଼ିଆ ବାଇବେଲ
ଗୀତସଂହିତା 38:7 · ଓଡ଼ିଆ ବାଇବେଲ

ମାରେ ଶରୀର ଜ୍ବାଳାରେ ପରିପୂର୍ଣ୍ଣ ଥିଲା। ମାରେ ସମସ୍ତ ଶରୀର ୟନ୍ତ୍ରଣାରେ ଛଟପଟ ହେଉଥିଲା।

Cross references

ଦିତୀୟ ବଂଶାବଳୀ 21:18

ଏହି ସମସ୍ତ ଘଟଣା ଘଟିବା ପରେ, ସଦାପ୍ରଭୁ ଯିହାରୋମ୍ଙ୍କୁ ଏକ ଭୟଙ୍କର ଆନ୍ତ୍ରିକ ରୋଗ ରେ ପୀଡ଼ିତ କଲେ, ଯାହାକି ସୁସ୍ଥ ହାଇେ ପାରିଲା ନାହିଁ।

ନିହିମିୟା 2:3

ଯଦିଓ ମୁଁ ଭୟ କଲି, ତଥାପି ମୁଁ ରାଜାଙ୍କୁ କହିଲି, ମହାରାଜ ଚିରଜୀବୀ ହୁଅନ୍ତୁ। ଯେଉଁ ନଗର ମାରେ ପୂର୍ବପୁରୁଷଗଣର କବର ସ୍ଥାନ ତାହା ଯେତବେେଳେ ଉଜାଡି ହାଇେ ପଡିଛି ଓ ତହିଁର ଦ୍ବାରସବୁ ଦଗ୍ଧ ହାଇେ ପଡିଛି ସେତବେେଳେ କାହିଁକି ମାରେ ମୁଖ ଦୁଃଖିତ ହବେ ନାହିଁ।

ଆୟୁବ ପୁସ୍ତକ 7:5

ଯଦିଓ ମାରେ ଶରୀର ପୋଷାକ ଆଚ୍ଛାଦିତ ଏକ କୀଟ ଓ ଧୂଳିର ସମାହାର। ମାରେ ଚର୍ମ ଫାଟିୟାଏ ଏବଂ ବହୁଥିବା ଘା ରେ ଢ଼ାଙ୍କି ହାଇେଛି।

ଆୟୁବ ପୁସ୍ତକ 30:18

ଅତ୍ଯଧିକ ଶକ୍ତି ରେ ମାରେ ଲୁଗା ମାେଡ଼ିମାଡ଼ି ହାଇେ ଆକାର ବିହୀନ ହାଇୟୋଇଛି, ମାରେଲୁଗାର ଗଳାବନ୍ଧା ମାରେ ଶ୍ବାସରୋଧ କରୁଛି।

ଗୀତସଂହିତା 41:8

ସମାନେେ କହନ୍ତି, ସେ ବୋଧହୁଏ କିଛି ଖରାପ କାର୍ୟ୍ଯ କରିଛି ଓ ସେଥିପାଇଁ ବମାରେ ଅଛି। ମୁଁ ଆଶା କରୁଛି ସେ ଆଉ ଭଲ ହବେ ନାହିଁ।

ଗୀତସଂହିତା 102:3

ମାରେ ଜୀବନ ଧୂଆଁ ପରି କ୍ଷଯ ପାଉଅଛି। ମାରେ ଅସ୍ଥି ନିଆଁ ଖୁଣ୍ଟାପରି ଜଳେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 12:23

େ ହରୋଦ ନିଜର ଏହି ପ୍ରଶଂସା ଶୁଣିଲେ, କିନ୍ତୁ ସେ ପରମେଶ୍ବରଙ୍କୁ ତାହାଙ୍କର ସମ୍ମାନ ଜଣାଇଲେ ନାହିଁ। ତେଣୁ ପ୍ରଭୁଙ୍କର ଜଣେ ଦୂତ ହଠାତ୍ ତାହାଙ୍କୁ ଆଘାତ କଲେ ଓ ତାହାଙ୍କ ଶରୀରକୁ କୀଟମାନେ ଖାଇଲେ। ଶଷେ ରେ ସେ ମୃତ୍ଯୁବରଣ କଲେ।

Interlinear

Choose Theme