ଏହାପରେ ମୁଁ ସମାନଙ୍କେୁ କହିଲି, ତୁମ୍ଭମାନେେ ଦେଖି ପାରୁଛ ଆମ୍ଭମାନେେ ଖରାପ ଅବସ୍ଥା ରେ ଅଛୁ। ୟିରୁଶାଲମ କିପରି ଉଜାଡ ହାଇେ ପଡିଛି ଏବଂ ଦ୍ବାରସବୁ ଅଗ୍ନି ରେ ଦଗ୍ଧ ହାଇେଅଛି। ନିନ୍ଦିତ ନ ହବୋ ଆସ, ଆସ ପୁଣି ଥରେ ୟିରୁଶାଲମର ପ୍ରାଚୀରକୁ ପୁନଃନିର୍ମାଣ କରିବା।
Cross references
ଅେମ୍ମାନୀୟ ନାହଶ ତାଙ୍କୁ ଉତ୍ତର କଲା, ତକ୍ସ୍ଟମ୍ଭ ସମସ୍ତଙ୍କର ଦକ୍ଷିଣଚକ୍ଷକ୍ସ୍ଟ ଉପକ୍ସ୍ଟଡା ଗଲେ ମୁ ତା'ପରେ ନିଯମ ସ୍ଥିର କରିବି। ତଦ୍ଦ୍ବାରା ସମସ୍ତ ଇଶ୍ରାୟେଲୀୟ ଲଜ୍ଜିତ ହବେେ।
ଏହି ସମୟରେ ଭବିଷ୍ଯଦ୍ବକ୍ତା ହାଗଯ ଓ ଇଦ୍ଦୋର ପୁତ୍ର ଜିଖରିଯ, ଏହି ଭବିଷ୍ଯଦ୍ବକ୍ତାମାନେ ଯିହୁଦା ଓ ୟିରୁଶାଲମସ୍ଥିତ ୟିହୁଦୀଯମାନଙ୍କ ନିକଟରେ ଭବିଷ୍ଯଦ୍ବାକ୍ଯ ପ୍ରଗ୍ଭର କଲେ। ସମାନେେ ପରମେଶ୍ବରଙ୍କ ନାମ ରେ ସମାନଙ୍କେ ନିକଟରେ ଭବିଷ୍ଯଦ୍ବାକ୍ଯ ପ୍ରଗ୍ଭର କଲେ।
ହଁ, ଆମ୍ଭମାନେେ ବନ୍ଦୀ ଥିଲୁ। କିନ୍ତୁ ତୁମ୍ଭେ ଆମ୍ଭକୁ ବେଶିଦିନ ନିର୍ବାସିତ କରି ରଖି ନଥିଲ। ତୁମ୍ଭେ ଆମ୍ଭପ୍ରତି ଦୟା କରିଥିଲ। ତୁମ୍ଭ ୟୋଗୁ ପାରସ୍ଯର ରାଜା ଆମ୍ଭପ୍ରତି ଦୟା ଦଖାଇେ ଥିଲେ। ତୁମ୍ଭର ମନ୍ଦିର ଧ୍ବଂସ ହାଇେ ୟାଇଥିଲା। ଏବଂ ଆମ୍ଭେ ଏହାକୁ ପୁନଃନିର୍ମାଣ କରି ଏହାକୁ ନୂତନ ଜୀବନ ଦଲେୁ। ପରମେଶ୍ବର, ତୁମ୍ଭେ ଯିହୁଦା ଓ ୟିରୁଶାଲମ ରେ ପ୍ରାଚୀର ଦବୋପାଇଁ ଆମ୍ଭର ସହାୟ ହେଲ।
ଏହାପରେ ଏଲାମର ବଂଶଧରମାନଙ୍କ ମଧ୍ଯରୁ ୟିହୀଯଲରେ ପୁତ୍ର ଶଖନିଯ ଏଜ୍ରାଙ୍କୁ କହିଲା, ଆମ୍ଭେ ଆମ୍ଭର ପରମେଶ୍ବରଙ୍କୁ ବିଶ୍ବାସଘାତ କରୁଛୁ। ଆମ୍ଭେ ଅନ୍ୟ ଦେଶୀଯମାନଙ୍କୁ ବିବାହ କରିଛୁ। କିନ୍ତୁ ଆମ୍ଭେ ଏପରି କଲେ ମଧ୍ଯ ଆମ୍ଭମାନଙ୍କର ଇଶ୍ରାୟେଲଙ୍କ ପ୍ରତି ଭରସା ଅଛି।
ସେତବେେଳେ ସମାନେେ ମାେତେ କହିଲେ, ଯେଉଁମାନେ ବନ୍ଦୀତ୍ବରୁ ଫରେି ଆସିଥିଲେ ସହେି ପ୍ରଦେଶସ୍ଥ ଅବଶିଷ୍ଟ ଲୋକେ ମହା ଦୁଃଖ ଓ ଅପମାନ ରେ ଅଛନ୍ତି, କାରଣ ୟିରୁଶାଲମର ପ୍ରାଚୀର ଭାଙ୍ଗି ଅଛି ଏବଂ ଏହାର ଫାଟକକୁ ପୋଡି଼ ଦିଆୟାଇଛି।
ତୁମ୍ଭେ ଆମ୍ଭମାନଙ୍କୁ ଆମ୍ଭର ପଡ଼ୋଶୀମାନଙ୍କ ନିକଟରେ ପରିହାସର ପାତ୍ର କରିଛ। ସମାନେେ ଆମ୍ଭକୁ ଦେଖି ହସନ୍ତି ଓ ଥଟ୍ଟା କରନ୍ତି।
ତୁମ୍ଭେ ଆମ୍ଭକୁ ଏକ ବିପର୍ୟ୍ଯଯର କାହାଣୀରେ ପରିଣତ କରିଛ, ୟାହା ଲୋକମାନେ କହୁଛନ୍ତି। ଯେଉଁ ଲୋକଙ୍କର ନିଜର ରାଜ୍ଯ ମଧ୍ଯ ନାହିଁ, ସମାନେେ ଆମ୍ଭକୁ ଦେଖି ହସୁଛନ୍ତି ଓ ମୁଣ୍ଡ ହଲାଉଛନ୍ତି।
ଆମ୍ଭ ପଡ଼ୋଶୀ ଦବଗେଣ ଆମ୍ଭମାନଙ୍କୁ ଅପମାନିତ କଲେ। ଆମ୍ଭର ସବୁ ଚତୁପାଶର୍ବରେ ଥିବା ଲୋକମାନେ ଆମ୍ଭମାନଙ୍କୁ ପରିହାସ କଲେ।
ହେ ପରମେଶ୍ବର, ଆମ୍ଭମାନଙ୍କ ପ୍ରତିବାସୀଗଣ ତୁମ୍ଭଙ୍କୁ ଯେଉଁ ନିନ୍ଦା କରିଛନ୍ତି, ସମାନଙ୍କେୁ ସାତଗୁଣ ପ୍ରତିଫଳ ଦଣ୍ଡ ଦିଅ।
ହେ ପ୍ରଭୁ, ସ୍ମରଣ କର କିପରି ସମସ୍ତ ଜାତିଗଣ, ତୁମ୍ଭର ଦାସ ମାେତେ ଅପମାନିତ ଦେଉଛନ୍ତି।
ଜାତିଗୁଡ଼ିକ ସଦାପ୍ରଭୁଙ୍କ ନାମରେ ଉପାସନା କରିବେ। ହେ ସଦାପ୍ରଭୁ, ପୃଥିବୀର ସମସ୍ତ ରାଜାଗଣ ତୁମ୍ଭର ମହିମାକୁ ଭୟ କରିବେ।
ତୁମ୍ଭମାନେେ ଦୁର୍ବଳ ହାତକୁ ସବଳ କର ଓ କମିତ ଆଣ୍ଠୁକୁ ସୁସ୍ଥିର କର।
ମୁଁ ସମାନଙ୍କେ ଉପ ରେ ଏମିତି ବିପର୍ୟ୍ଯଯ ଆଣିବି ଯେ ପୃଥିବୀର ସମସ୍ତ ରାଜ୍ଯ ଆତଙ୍କିତ ହବେେ। ସମସ୍ତେ ସମାନଙ୍କେୁ ଦୁର୍ନାମ ଓ ଉପହାସ କରିବେ। ଆମ୍ଭେ ଯେଉଁ ସ୍ଥାନ ରେ ସମାନଙ୍କେୁ ବିକ୍ଷିପ୍ତ କରିବା, ସହେି ସ୍ଥାନର ଲୋକମାନେ ସମାନଙ୍କେୁ ଅଭିଶାପ ଦବେେ।
ସଦାପ୍ରଭୁ ଯାକୁବର ସକଳ ବାସସ୍ଥାନ ଧ୍ବଂସ କରିଛନ୍ତି। ସେ ତାହାପ୍ରତି ଦୟା କରି ନାହାଁନ୍ତି। ସେ ଆପଣା କୋରଧ ରେ ଯିହୁଦା କନ୍ଯାର ଦୃଢ଼ ଦୁର୍ଗଗୁଡ଼ିକୁ ଉତ୍ପାଟନ କରିଛନ୍ତି। ସଦାପ୍ରଭୁ ତାହାର ରାଜ୍ଯ ଓ ତା'ର ଅଧିପତିମାନଙ୍କୁ ଭୂମିସାତ୍ କରିଛନ୍ତି।
ସଦାପ୍ରଭୁ ସିୟୋନ କନ୍ଯାର ପ୍ରାଚୀର ନଷ୍ଟ କରିବାକୁ ସଂକଳ୍ପ କରିଛନ୍ତି। ସେ ମାପସୂତା ଧରିଛନ୍ତି ଓ ବିନାଶ କାରଣରୁ ତାଙ୍କ ହସ୍ତ ନିବୃତ୍ତ କରି ନାହାଁନ୍ତି। ମାତ୍ର ସେ ପରିଖା ଓ ପ୍ରାଚୀରକୁ ବିଳାପ କରାଇ ଅଛନ୍ତି। ସମାନେେ ଏକାବଳେକେ ନିସ୍ତଜେ ହାଇେଛନ୍ତି।