Home Bibles ☰ Books ଯିରିମିୟଙ୍କ ବିଳାପ 3:51 · ଓଡ଼ିଆ ବାଇବେଲ
ଯିରିମିୟଙ୍କ ବିଳାପ 3:51 · ଓଡ଼ିଆ ବାଇବେଲ

ମାରେ ସମସ୍ତ କନ୍ଯାଙ୍କର ଦୁର୍ଦ୍ଦଶା ଦେଖି ମାରେ ଚକ୍ଷୁ ମାରେ ପ୍ରାଣକୁ ଦୁଃଖ ଦିଏ।

Cross references

ଆଦି ପୁସ୍ତକ 44:34

ମୁଁ ମାରେ ପିତାଙ୍କ ନିକଟକୁ ଫରେିୟାଇପାରିବି ନାହିଁ। ଯଦି ବିନ୍ଯାମୀନ ମାେ ସହିତ ନୟାଏ। ମାେତେ ଡ଼ର ଲାଗୁଛି ମାରେ ପିତାଙ୍କର କ'ଣ ହବେ।

ପ୍ରଥମ ଶାମୁୟେଲ 30:3

ଯେତବେେଳେ ଦାଉଦ ଓ ତା'ର ଲୋକମାନେ ସିକ୍ଲଗ୍କକ୍ସ୍ଟ ଆସିଲେ। ସମାନେେ ଦେଖିବାକକ୍ସ୍ଟ ପାଇଲେ, ସହର ଜଳକ୍ସ୍ଟଅଛି। ସମାନଙ୍କେର ସ୍ତ୍ରୀ, ପିଲା, ଭଉଣୀ, ଝିଅ, ସମସ୍ତଙ୍କକ୍ସ୍ଟ ବନ୍ଦୀକରି ନଇୟୋଇଛନ୍ତି। ଅମାଲକେୀଯମାନେ ସମାନଙ୍କେୁ ନଇେ ୟାଇଛନ୍ତି।

ଯିରିମିୟ 4:19

ହାୟ, ହାୟ, ମାରେ ଦୁଃଖ ଓ ମାରେ ବ୍ଯସ୍ତତା ମାରେ ଅନ୍ତନାଡ଼ିକୁ ବ୍ଯଥିତ କରୁଛି। ମୁଁ ହୃଦଯ ରେ ଅସ୍ଥିରତା ଅନୁଭବ କରୁଛି। ମୁଁ ସ୍ଥିର ରହିପାରୁ ନାହିଁ, କାରଣ ମୁଁ ସହେି ତୂରୀ ଶବ୍ଦ ଓ ୟୁଦ୍ଧର ନାଦ ଶୁଣିପାରୁଛି।

ଯିରିମିୟ 11:22

ତେଣୁ ସୈନ୍ଯାଧିପତି ସଦାପ୍ରଭୁ କହିଲେ, ଖୁବ୍ ଶୀଘ୍ର ଆମ୍ଭେ ସମାନଙ୍କେୁ ଶାସ୍ତି ଦବୋ। ସମାନଙ୍କେର ୟୁବାଗଣ ଖଡ୍ଗ ରେ ନିହିତ ହବେେ ଓ ସମାନଙ୍କେର ପୁତ୍ରକନ୍ଯାଗଣ ଦୁର୍ଭିକ୍ଷ ରେ ମରିବେ।

ଯିରିମିୟ 14:16

ପୁଣି ଯେଉଁ ଲୋକମାନଙ୍କ ନିକଟରେ ସମାନେେ ଭବିଷ୍ଯତ୍ ବାକ୍ଯ ପ୍ରଚାର କରନ୍ତି। ସମାନେେ ଦୁର୍ଭିକ୍ଷ ଓ ଖଡ୍ଗ ହତେୁରୁ ୟିରୁଶାଲମର ସଡ଼କରେ ପକାଯିବେ। ଆଉ ସମାନଙ୍କେୁ ସମାନଙ୍କେର ସ୍ତ୍ରୀ ଏବଂ ସମାନଙ୍କେର ପୁତ୍ର କନ୍ଯାମାନଙ୍କୁ କବର ଦବୋକୁ କହେି ନ ଥିବେ। କାରଣ ଆମ୍ଭେ ସମାନଙ୍କେର ଦୁଷ୍ଟତା ସମାନଙ୍କେର ଉପ ରେ ଢ଼ାଳିଦବୋ।

ଯିରିମିୟ 14:18

ଆମ୍ଭେ ଯବେେ ବାହାର ହାଇେ କ୍ଷେତ୍ରକୁ ୟାଉଁ, ତବେେ ସଠାେ ରେ ଖଡ୍ଗାହତ ଲୋକଙ୍କୁ ଦେଖୁ। ପୁଣି ଯବେେ ନଗର ରେ ପ୍ରବେଶ କରୁ ତବେେ ସଠାେ ରେ ଦୁର୍ଭିକ୍ଷ ପୀଡ଼ିତ ଲୋକ ଦେଖୁ। କାରଣ ଭବିଷ୍ଯତ୍ ବକ୍ତା ଓ ଯାଜକ ଉଭୟ ଯଦିଓ ଦେଶ ରେ ଭ୍ରମଣ କରନ୍ତି, ସମାନେେ କିଛି ଜାଣନ୍ତି ନାହିଁ।'

ଯିରିମିୟ 19:9

ଶତ୍ରୁଗଣ ସମାନଙ୍କେ ନଗରକୁ ଅବରୋଧ କରିବେ ଓ ସମାନଙ୍କେୁ ଖାଦ୍ୟ ପାଇଁ ବାହାରକୁ ୟିବାକୁ ଦବେେ ନାହିଁ। ତେଣୁ ଲୋକମାନେ ଉପବାସ ରେ ରହିବେ ଓ କ୍ଷୁଧା ରେ ଆତୁର ହାଇେ ସଙ୍କଟ ସମୟରେ ପୁତ୍ର କନ୍ଯାର ମାଂସ ଭୋଜନ କରିବେ। ଆଉ ମଧ୍ଯ ଶଷେ ରେ ପରସ୍ପରକୁ ଭୋଜନ କରିବେ।'

ଯିରିମିୟଙ୍କ ବିଳାପ 1:18

ବର୍ତ୍ତମାନ ୟିରୁଶାଲମ କ ହେ, ସଦାପ୍ରଭୁ ଧାର୍ମିକ ଅଟନ୍ତି ଓ ମୁଁ ତାଙ୍କ ଆଜ୍ଞାକୁ ଅବଜ୍ଞା କରିଅଛି। ହେ ଗୋଷ୍ଠୀସକଳ, ମୁଁ ବିନଯ କରୁଛି, ତୁମ୍ଭମାନେେ ଶୁଣ ଓ ମାରେ ଦୁଃଖ ଦେଖ। ମାରେ ୟୁବକ, ୟୁବତୀମାନେ ନିର୍ବାସିତ ଅବସ୍ଥା ପାଇଛନ୍ତି।

ଯିରିମିୟଙ୍କ ବିଳାପ 2:21

ୟୁବକ ଓ ବୃଦ୍ଧ ନଗରର ରାସ୍ତା ରେ ପତିତ ହାଇେଛନ୍ତି। ୟୁବକ, ୟୁବତୀ ଖଡ୍ଗ ରେ ହତ ହାଇେ ପଡ଼ିଛନ୍ତି। ସଦାପ୍ରଭୁ ସମାନଙ୍କେୁ ଆପଣା କୋର୍ଧ ଦିନ ରେ ବଧ କରିଛନ୍ତି ଓ ସମାନଙ୍କେ ପ୍ରତି ନିର୍ଦ୍ଦଯ ହାଇେଛନ୍ତି।

ଯିରିମିୟଙ୍କ ବିଳାପ 5:11

ଶତ୍ରୁମାନେ ସିୟୋନ ଓ ଯିହୁଦା ନଗର ସମୂହର ସ୍ତ୍ରୀ ଲୋକମାନଙ୍କୁ ଧର୍ଷଣ କଲେ।

ଲୂକଲିଖିତ ସୁସମାଚାର 19:41

ଯୀଶୁ ୟିରୁଶାଲମ ପାଖ ରେ ପହନ୍ଚିଲେ। ଯୀଶୁ ୟିରୁଶାଲମ ନଗରକୁ ଦେଖି ତା'ପାଇଁ କାନ୍ଦି ପକାଇଲେ।

Interlinear

Choose Theme