Home Bibles ନିହିମିୟା 13:8 · ଓଡ଼ିଆ ବାଇବେଲ
ନିହିମିୟା 13:8 · ଓଡ଼ିଆ ବାଇବେଲ

ଏହା ମାେତେ ବ୍ଯତିବ୍ଯସ୍ତ କଲା, ଏଣୁ ମୁଁ ସହେି କଠାେରୀରୁ ଟୋବିୟର ସମସ୍ତ ଗୃହ ସାମଗ୍ରୀ ବାହାର କରି ପକାଇ ଦଲେି।

Cross references

ଏଜ୍ରା 9:3

ଯେତବେେଳେ ମୁଁ ଏହିକଥା ଶୁଣିଲି ମୁଁ ମାରେ ବସ୍ତ୍ର ଓ ଗ୍ଭଗୋ ଚିରି ନିଜ ମସ୍ତକ ଓ ଦାଢିର କେଶ କ୍ଷୌରକରି ଚିନ୍ତିତ ହାଇେ ବସିଲି।

ଏଜ୍ରା 10:1

ଏଜ୍ରା ପରମେଶ୍ବରଙ୍କ ଗୃହ ସମ୍ମୁଖ ରେ ପ୍ରାର୍ଥନା କରୁଥିଲେ ଓ ତାଙ୍କର ଦୋଷ ସ୍ବୀକାର କରୁଥିଲେ। ଏହି ସମୟରେ ସେ ପରମେଶ୍ବରଙ୍କ ମନ୍ଦିର ସମ୍ମୁଖ ରେ ନତମସ୍ତକ ହାଇେ କ୍ରନ୍ଦନ କରୁଥିଲେ। ଏଜ୍ରା ଏପରି କରୁଥିବା ସମୟରେ ଦଳେ ଲୋକ ଇଶ୍ରାୟେଲର ପୁରୁଷମାନେ, ସ୍ତ୍ରୀମାନେ ଓ ପିଲାମାନେ ତାଙ୍କ ଚତୁଃପାଶର୍‌ବ ରେ ଘରେି ରହିଥିଲେ। ସହେି ଇଶ୍ରାୟେଲୀୟମାନେ ମଧ୍ଯ ଅତିଶଯ କ୍ରନ୍ଦନ କରୁଥିଲେ।

ନିହିମିୟା 5:6

ଯେତବେେଳେ ମୁଁ ସମାନଙ୍କେର ଏହି ଅଭିଯୋଗ ସବୁ ଶୁଣିଲି, ମୁଁ ଅତ୍ଯନ୍ତ କୃଦ୍ଧ ହଲିେ।

ଗୀତସଂହିତା 69:9

ମାରେ ମତରେ ତୁମ୍ଭ ମନ୍ଦିର ପାଇଁ ମୁଁ ଧ୍ବଂସ ହାଇେଛି। ଯେଉଁମାନେ ତୁମ୍ଭର ଉପହାସ କରନ୍ତି ତାହା ମାେତେ ବାଧେ।

ମାର୍କଲିଖିତ ସୁସମାଚାର 11:15

ତା'ପରେ ସେ ୟିରୁଶାଲମକୁ ଗଲେ। ଯୀଶୁ ମନ୍ଦିର ରେ ପ୍ରବେଶ କଲାମାତ୍ ରେ ସଠାେରେ କିଣାବିକା କରୁଥିବା ଲୋକମାନଙ୍କୁ ବାହାରକୁ ତଡି ଦବୋକୁ ଲାଗିଲେ। ସେ ବିଭିନ୍ନ ପ୍ରକାର ମୁଦ୍ରା ବିନିମୟ କରୁଥିବା ଲୋକଙ୍କ ମଜେ ଓଲଟଇେ ଦେଲେ। ଯେଉଁମାନେ କପୋତ ବିକୁଥିଲେ ସମାନଙ୍କେର ମଜେସବୁ ମଧ୍ଯ ସେ

ଯୋହନଲିଖିତ ସୁସମାଚାର 2:13

ସେତବେେଳେ ଯିହୂଦୀମାନଙ୍କର ନିସ୍ତାରପର୍ବର ସମୟ ପାଖ ହାଇେଆସୁଥିଲା। ତେଣୁ ଯୀଶୁ ୟିରୂଶାଲମକୁ ଗଲେ।

Interlinear

Choose Theme