Home Bibles ☰ Books ନିହିମିୟା 12:45 · ଓଡ଼ିଆ ବାଇବେଲ
ନିହିମିୟା 12:45 · ଓଡ଼ିଆ ବାଇବେଲ

ପୁଣି ସମାନେେ ଦାଉଦ ଓ ତାଙ୍କର ପୁତ୍ର ଶଲୋମନଙ୍କର ଆଜ୍ଞା ଅନୁସାରେ ଆପଣାମାନଙ୍କ ପରମେଶ୍ବରଙ୍କ ରକ୍ଷଣୀଯ ଓ ଶୌଚର ରକ୍ଷଣୀଯ ରକ୍ଷା କଲେ, ଆଉ ଗାଯକମାନେ ଓ ଦ୍ବାରପାଳମାନେ ସହେିପରି କଲେ।

Cross references

ପ୍ରଥମ ବଂଶାବଳୀ 23:28

ସଦାପ୍ରଭୁଙ୍କ ମନ୍ଦିରର ସବୋକାର୍ୟ୍ଯ ରେ ହାରୋଣଙ୍କ ବଂଶଧରମାନଙ୍କୁ ସାହାୟ୍ଯ କରିବା ଲବେୀୟମାନଙ୍କ କାର୍ୟ୍ଯ ଥିଲା। ଲବେୀୟମାନେ ଆହୁରି ମଧ୍ଯ ମନ୍ଦିରର ପ୍ରାଙ୍ଗଣ ଓ ପାଶର୍‌ବବର୍ତ୍ତୀ କଠାେରୀଗୁଡ଼ିକର ଯତ୍ନ ନେଉଥିଲେ। ସମସ୍ତ ପବିତ୍ର ସାମଗ୍ରୀକୁ ଶୁଚି କରିବା ସମାନଙ୍କେର କାର୍ୟ୍ଯ ଥିଲା। ପରମେଶ୍ବରଙ୍କ ମନ୍ଦିରର ସବୋ କରିବା କାର୍ୟ୍ଯ ସମାନଙ୍କେର ଥିଲା।

ପ୍ରଥମ ବଂଶାବଳୀ 25:1

ଦାଉଦ ଓ ସନୋଧ୍ଯକ୍ଷମାନେ ଆସଫର ପୁତ୍ରମାନଙ୍କୁ ଏକ ବିଶଷେ ସବୋକାର୍ୟ୍ଯ କରିବା ନିମନ୍ତେ ପୃଥକ୍ କଲେ। ଆସଫଙ୍କର ପୁତ୍ରମାନେ ଥିଲେ ହମେନ ଓ ୟିହୂଥୂନ। ବୀଣା, ସାରଙ୍ଗ ଓ ଗିନି ବଜାଇ ପରମେଶ୍ବରଙ୍କ ବାର୍ତ୍ତା ଘାଷେଣା କରିବା ହିଁ ସମାନଙ୍କେର ବିଶଷେ କାର୍ୟ୍ଯ ଥିଲା। ଯେଉଁମାନେ ଏହି ପ୍ରକାର ଭାବରେ ସବୋକାର୍ୟ୍ଯ କରୁଥିଲେ, ସମାନଙ୍କେର ତାଲିକା ଏହି :

ପ୍ରଥମ ବଂଶାବଳୀ 25:25

ଅଷ୍ଟଦଶ ରେ, ହନାନିଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ

ପ୍ରଥମ ବଂଶାବଳୀ 26:26

ଦାଉଦ ଯେଉଁ ସମସ୍ତ ବସ୍ତୁ ମନ୍ଦିର ନିମନ୍ତେ ସଂଗ୍ରହ କରିଥିଲେ, ଶ ଲୋମୀତ୍ ଓ ତାଙ୍କର ଆତ୍ମୀଯମାନେ ତାହାର ଦାଯିତ୍ବ ରେ ଥିଲେ।

ଦିତୀୟ ବଂଶାବଳୀ 23:6

ସଦାପ୍ରଭୁଙ୍କ ମନ୍ଦିର ମଧ୍ଯକୁ କୌଣସି ବ୍ଯକ୍ତିକୁ ଆସିବାକୁ ଦବେ ନାହିଁ। କବଳେ ସବୋକାର୍ୟ୍ଯ କରୁଥିବା ଯାଜକ ଓ ଲବେୀୟମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିର ମଧ୍ଯକୁ ଆସିବାକୁ ଅନୁମତି ଦବେ, କାରଣ ସମାନେେ ପବିତ୍ର ଅଟନ୍ତି। କିନ୍ତୁ ଅନ୍ୟ ସମସ୍ତ ଲୋକଙ୍କୁ ସଦାପ୍ରଭୁ ଯେଉଁ କର୍ମ ଦଇେଛନ୍ତି, ତାହା ସମାନଙ୍କେୁ କରିବାକୁ ପଡ଼ିବ।

Interlinear

Choose Theme