Home Bibles ☰ Books ନିହିମିୟା 12:38 · ଓଡ଼ିଆ ବାଇବେଲ
ନିହିମିୟା 12:38 · ଓଡ଼ିଆ ବାଇବେଲ

ତାପରେ ଅନ୍ୟ ଦଳ ଧନ୍ଯବାଦ ଉତ୍ସର୍ଗ କରିବାକୁ ବାମ ପାଶର୍‌ବକୁ ଗଲେ। ଲୋକମାନଙ୍କର ଅର୍ଦ୍ଧକେ ଓ ମୁଁ ସମାନଙ୍କେ ପେଛ ପେଛ ପ୍ରାଚୀର ଉପରେ ତୁନ୍ଦୁରୁ ଦୁର୍ଗଦଇେ ପ୍ରଶସ୍ତ ପ୍ରାଚୀର ପର୍ୟ୍ଯନ୍ତ ଗଲୁ।

Cross references

ନିହିମିୟା 3:8

ହର୍ହଯର ପୁତ୍ର ସ୍ବର୍ଣ୍ଣକାର ଉଷୀଯଲେ ସମାନଙ୍କେ ପରେ ଥିବା ପ୍ରାଚୀରର ଅଂଶ ମରାମତି କଲେ। ହନାନୀଯ ୟିଏ କି ସୁଗନ୍ଧ ବ୍ଯାପାରୀ ତାଙ୍କ ପରେ ଥିବା ପ୍ରାଚୀରର ଅଂଶ ମରାମତି କଲେ। ସମାନେେ ପ୍ରଶସ୍ତ ପ୍ରାଚୀର ପର୍ୟ୍ଯନ୍ତ ୟିରୁଶାଲମ ଦୃଢ କଲେ।

ନିହିମିୟା 3:11

ହାରିମର ପୁତ୍ର ମଲ୍କିଯ ଓ ପହତ୍ ମାୟୋବର ପୁତ୍ର ହଶୂବ୍ ଅନ୍ୟ ଏକ ଅଂଶ ଓ ତୁନ୍ଦୁରୁ ଦୁର୍ଗ ଗଠନ କଲା।

ନିହିମିୟା 12:31

ଏହାପରେ ମୁଁ ଯିହୁଦାର ଅଧିପତିମାନଙ୍କୁ ପ୍ରାଚୀର ଉପରକୁ ଆଣିଲି। ଧନ୍ଯବାଦ ଓ ସଂକୀର୍ତ୍ତନ କରିବା ପାଇଁ ଦୁଇ ମହାଦଳ ନିୟୁକ୍ତି କଲି। ତହିଁରେ ଏକଦଳ ଦକ୍ଷିଣ ପାଶର୍‌ବ ରେ ପ୍ରାଚୀର ଉପରଦଇେ ଖତଦ୍ବାର ଆଡକୁ ଗଲେ।

Interlinear

Choose Theme