Home Bibles ନିହିମିୟା 12:37 · ଓଡ଼ିଆ ବାଇବେଲ
ନିହିମିୟା 12:37 · ଓଡ଼ିଆ ବାଇବେଲ

ସମାନେେ ଝର ଫାଟକ ନିକଟରେ ହେଲାପରେ ନିଜ ନିଜ ସମ୍ମୁଖସ୍ଥ ସଳଖ ପଥରେ ଦାଉଦନଗରର ପାହଚ ଉଠିବା ପରେ ଉଠି ଦାଉଦଙ୍କର ଗୃହ ଉପରେ ଦଇେ ପୂର୍ବ ଆଡେ ଜଳଦ୍ବାର ଆଡେ ଗଲେ।

Cross references

ଦିତୀୟ ଶାମୁୟେଲ 5:7

ତଥାପି ଦାଉଦ ସିୟୋନର ଦୃଢ ଗଡ ଅଧିକାର କଲେ। ତାହା ହେଲା ଦାଉଦ ନଗର।

ନିହିମିୟା 2:14

ତା'ପରେ ମୁଁ ନିର୍ଝର ଦ୍ବାର ଓ ରାଜ ପୁଷ୍କରିଣୀ ପର୍ୟ୍ଯନ୍ତ ଗଲି। ମାତ୍ର ସଠାେରେ ମାରେ ବାହାନ ପଶୁ ପାଇଁ ୟିବାର ସ୍ଥାନ ନଥିଲା।

ନିହିମିୟା 3:15

ମିସ୍ପା ପ୍ରଦେଶର ଶାସକ କଲ୍ହୋଷିର ପୁତ୍ର ଶଲ୍ଲୁନ୍ ଝର ଦ୍ବାରର ଭଗ୍ନାଂଶ ଲଗାଇଲେ। ଏବଂ ତାର କବ୍ଜା, ଢାଲ, ଅର୍ଗଳ ସବୁ ଲଗାଇଲା। ଦାଉଦ ନଗରରୁ ତଳକୁ ୟିବା ପାବଛ ପର୍ୟ୍ଯନ୍ତ ସେ ରାଜାଙ୍କର ରାଜୋଦ୍ଯାନ ଓ ଶଲୋ ପୁଷ୍କରୀଣୀ ପ୍ରାଚୀର ମରାମତି କଲେ।

ନିହିମିୟା 3:26

ଏହି ସମୟରେ ନଥୀନୀଯମାନେ ଜଳଦ୍ବାରର ପୂର୍ବଦିଗ ରେ ସମ୍ମୁଖ ପର୍ୟ୍ଯନ୍ତ ଓ ବାହାର ଦୁର୍ଗ ପର୍ୟ୍ଯନ୍ତ ଓ ଫଲ ରେ ବାସ କରୁଥିଲେ।

ନିହିମିୟା 8:1

ତେଣୁ ସମସ୍ତ ଲୋକମାନେ ଜଳଦ୍ବାର ନିକଟରେ ଥିବା ଛକରେ ଏକମନ ରେ ଏକତ୍ରୀତ ହେଲେ। ସଦାପ୍ରଭୁ ଇଶ୍ରାୟେଲକୁ ମାଶାଙ୍କେର ଯେଉଁ ବ୍ଯବସ୍ଥା ପୁସ୍ତକ ଆଜ୍ଞା କରିଥିଲେ, ତାହା ଆଣିବା ପାଇଁ ସମାନେେ ଏଜ୍ରା ଲିପିକାରଙ୍କୁ କହିଲେ।

ନିହିମିୟା 8:3

ସେ ଜଳଦ୍ବାର ସମ୍ମୁଖସ୍ଥ ଛକରେ ପୁରୁଷ ଓ ସ୍ତ୍ରୀ ଆଦି ଯେତେ ଲୋକ ବୁଝି ପାରନ୍ତି, ସେ ସମସ୍ତଙ୍କ ଆଗ ରେ ପ୍ରଭାତରୁ ମଧ୍ଯାହ୍ନ ପର୍ୟ୍ଯନ୍ତ ସହେି ବ୍ଯବସ୍ଥା ପୁସ୍ତକରୁ ପାଠ କଲେ। ଆଉ ସମସ୍ତ ଲୋକେ ତାହା ଶ୍ରବଣ କଲେ।

ନିହିମିୟା 8:16

ତହିଁରେ ଲୋକମାନେ ବାହା ରେ ୟାଇ ତାହା ସବୁ ଆଣି ଆପଣା ପାଇଁ ପତ୍ର କୁଟୀର ନିର୍ମାଣ କଲେ। ପ୍ରେତ୍ୟକକ ନିଜ ନିଜ ଗୃହର ଛାତ ଉପରେ ଓ ପ୍ରାଙ୍ଗଣ ରେ ପରମେଶ୍ବରଙ୍କ ଗୃହର ସବୁ ପ୍ରାଙ୍ଗଣ ରେ ଓ ଜଳ ଦ୍ବାର ଛକରେ ଓ ଇଫ୍ରଯିମ ଦ୍ବାର ଛକରେ ଅସ୍ଥାଯୀ କୁଟୀର ନିର୍ମାଣ କଲେ।

Interlinear

Choose Theme