Home Bibles ☰ Books ନିହିମିୟା 12:31 · ଓଡ଼ିଆ ବାଇବେଲ
ନିହିମିୟା 12:31 · ଓଡ଼ିଆ ବାଇବେଲ

ଏହାପରେ ମୁଁ ଯିହୁଦାର ଅଧିପତିମାନଙ୍କୁ ପ୍ରାଚୀର ଉପରକୁ ଆଣିଲି। ଧନ୍ଯବାଦ ଓ ସଂକୀର୍ତ୍ତନ କରିବା ପାଇଁ ଦୁଇ ମହାଦଳ ନିୟୁକ୍ତି କଲି। ତହିଁରେ ଏକଦଳ ଦକ୍ଷିଣ ପାଶର୍‌ବ ରେ ପ୍ରାଚୀର ଉପରଦଇେ ଖତଦ୍ବାର ଆଡକୁ ଗଲେ।

Cross references

ପ୍ରଥମ ବଂଶାବଳୀ 13:1

ଦାଉଦ ତାଙ୍କ ସୈନ୍ଯଦଳର ସମସ୍ତ ସନୋଧ୍ଯକ୍ଷମାନଙ୍କ ସହିତ କଥାବାର୍ତ୍ତା ହେଲେ।

ପ୍ରଥମ ବଂଶାବଳୀ 28:1

ଦାଉଦ ଇଶ୍ରାୟେଲ ଲୋକମାନଙ୍କର ସମସ୍ତ ନେତାଗଣଙ୍କୁ ଏକତ୍ର କଲେ। ସେ ସହେି ନେତାଗଣଙ୍କୁ ୟିରୁଶାଲମକୁ ଆସିବା ନିମନ୍ତେ ଆଦେଶ ଦେଲେ। ଦାଉଦ ସବୁ ଗୋଷ୍ଠୀର ନେତାଗଣ, ରାଜାଙ୍କ ସୈନ୍ଯଦଳର ସନୋଧ୍ଯକ୍ଷଗଣ, ଅଧ୍ଯକ୍ଷଗଣ, ସନୋପତିଗଣ, ରାଜା ଓ ତାହାଙ୍କ ପୁତ୍ରମାନଙ୍କର ସମ୍ପତ୍ତି ଓ ପଶୁପଲର ଯତ୍ନ ନେଉଥିବା କାର୍ୟ୍ଯକାରୀଗଣ, ରାଜାଙ୍କର ବିଶଷେ କର୍ମଚାରୀଗଣ, ପରାକ୍ରମୀ ବୀରଗଣ, ଓ ସମସ୍ତ ସାହସୀ ସୈନ୍ଯଗଣଙ୍କୁ ଡ଼ାକି ପଠାଇଲେ।

ଦିତୀୟ ବଂଶାବଳୀ 5:2

ଇଶ୍ରାୟେଲର ସମସ୍ତ ପ୍ରାଚୀନ ଏବଂ ପ୍ରେତ୍ୟକକ ପରିବାରବର୍ଗର ମୁଖିଆମାନଙ୍କୁ ୟିରୁଶାଲମ ରେ ସମ୍ମିଳିତ ହବୋ ନିମନ୍ତେ ଶଲୋମନ ଆଜ୍ଞା ଦେଲେ। ଏହି ଲୋକମାନେ ଇଶ୍ରାୟେଲର ପରିବାରଗୁଡ଼ିକର ମୁଖିଆ ଥିଲେ। ସଦାପ୍ରଭୁଙ୍କର ନିଯମ-ସିନ୍ଦୁକ ସିୟୋନ ବାହାରକୁ ଦାଉଦଙ୍କର ନଗରକୁ ଆଣିବା ନିମନ୍ତେ ଶଲୋମନ ଏପରି କଲେ।

ନିହିମିୟା 2:13

ଅନ୍ଧାର ହବୋ ମାତ୍ ରେ ମୁଁ ଉପତ୍ୟକାର ଧାରଦଇେ ନାଗକୂପ ଓ ଖତଦ୍ବାର ପର୍ୟ୍ଯନ୍ତ ଗଲି ଓ ୟିରୁଶାଲମର ଭଗ୍ନ ପ୍ରାଚୀର ଓ ତହିଁର ଅଗ୍ନିଦଗ୍ଧ ଦ୍ବାରସବୁ ଦେଖିଲି।

ନିହିମିୟା 3:13

ହାନୂନ୍ ଓ ସାନୋହର ନିବାସୀମାନେ ଉପତ୍ୟକା ଦ୍ବାରର ଭଗ୍ନାଂଶ ଗଠନ କଲେ। ସମାନେେ ତାହା ଗଢି ତାର କବାଟ, କବ୍ଜା, ଅର୍ଗଳ ସବୁ ଲଗାଇଲେ। ଆଉ ଖତଦ୍ବାର ପର୍ୟ୍ଯନ୍ତ ପ୍ରାଚୀର ଏକ ହଜାର ହାତ ଦୃଢ କଲେ।

ନିହିମିୟା 12:38

ତାପରେ ଅନ୍ୟ ଦଳ ଧନ୍ଯବାଦ ଉତ୍ସର୍ଗ କରିବାକୁ ବାମ ପାଶର୍‌ବକୁ ଗଲେ। ଲୋକମାନଙ୍କର ଅର୍ଦ୍ଧକେ ଓ ମୁଁ ସମାନଙ୍କେ ପେଛ ପେଛ ପ୍ରାଚୀର ଉପରେ ତୁନ୍ଦୁରୁ ଦୁର୍ଗଦଇେ ପ୍ରଶସ୍ତ ପ୍ରାଚୀର ପର୍ୟ୍ଯନ୍ତ ଗଲୁ।

ନିହିମିୟା 12:40

ଦୁଇ ଦଳ ଯେଉଁମାନେ ପରମେଶ୍ବରଙ୍କୁ ପ୍ରଶଂସା କରୁଥିଲପରେମେଶ୍ବରଙ୍କ ମନ୍ଦିର ରେ ଛିଡା ହେଲେ। ଅର୍ଦ୍ଧକେ ପଦାଧିକାରୀ ସହିତ ମୁଁ ମଧ୍ଯ ସପରେି କଲି।

Interlinear

Choose Theme