ନିହିମିୟା 3:11 · ଓଡ଼ିଆ ବାଇବେଲ
ହାରିମର ପୁତ୍ର ମଲ୍କିଯ ଓ ପହତ୍ ମାୟୋବର ପୁତ୍ର ହଶୂବ୍ ଅନ୍ୟ ଏକ ଅଂଶ ଓ ତୁନ୍ଦୁରୁ ଦୁର୍ଗ ଗଠନ କଲା।
Cross references
ଏଜ୍ରା 2:6
ଯଶୂେଯ ଓ ଯୋୟାବର ପରିବାର ମଧ୍ଯରୁ ପହତ୍ ମାୟୋବର ବଂଶଧର 2,812 ଜଣ।
ଏଜ୍ରା 8:4
ପହତ୍ ମାୟୋବର ବଂଶଧରମାନଙ୍କ ମଧ୍ଯରୁ ସରହିଯର ପୁତ୍ର ଇଲୀହୋଐନଯ ଓ ତାହା ସଙ୍ଗେ 200 ପୁରୁଷ।
ନିହିମିୟା 7:11
ଯଶୂେଯ ଓ ଯୋୟାବର ପରିବାର ମଧ୍ଯରୁ ପହତ୍ ମାୟୋବର ବଂଶଧର 2,818 ଜଣ।
ନିହିମିୟା 7:35
ହାରୀମ ସହରରୁ 320 ଜଣ।
ନିହିମିୟା 10:5
ହାରିମ୍, ମରମୋେତ୍ ଓବଦେିଯ,
ନିହିମିୟା 10:14
ଏହି ଲୋକମାନଙ୍କର ପ୍ରଧାନ ବର୍ଗମାନେ, ପରିଯୋଶ୍, ପହତ୍- ମାୟୋବ,ଏଲମ୍, ସତ୍ତୁ, ବାନି,
ନିହିମିୟା 12:38
ତାପରେ ଅନ୍ୟ ଦଳ ଧନ୍ଯବାଦ ଉତ୍ସର୍ଗ କରିବାକୁ ବାମ ପାଶର୍ବକୁ ଗଲେ। ଲୋକମାନଙ୍କର ଅର୍ଦ୍ଧକେ ଓ ମୁଁ ସମାନଙ୍କେ ପେଛ ପେଛ ପ୍ରାଚୀର ଉପରେ ତୁନ୍ଦୁରୁ ଦୁର୍ଗଦଇେ ପ୍ରଶସ୍ତ ପ୍ରାଚୀର ପର୍ୟ୍ଯନ୍ତ ଗଲୁ।