Home Bibles ଗୀତସଂହିତା 44:11 · ଓଡ଼ିଆ ବାଇବେଲ
ଗୀତସଂହିତା 44:11 · ଓଡ଼ିଆ ବାଇବେଲ

ତୁମ୍ଭେ ଆମ୍ଭକୁ ମେଣ୍ଢା ତୁଲ୍ଯ ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟ ନିମନ୍ତେ ସମର୍ପଣ କରିଅଛ। ତୁମ୍ଭେ ଆମ୍ଭକୁ ବିଦେଶୀମାନଙ୍କ ମଧ୍ୟରେ ଛିନ୍ନଭିନ୍ନ କରିଛ।

Cross references

ଦିତୀୟ ବିବରଣ 4:27

ସଦାପ୍ରଭୁ ତୁମ୍ଭମାନଙ୍କୁ ଅନ୍ୟ ଦେଶୀଯ ଲୋକମାନଙ୍କ ମଧିଅରେ ଛିନ୍ନ ବିଛିନ୍ନ କରିବେ। ଯେଉଁ ସ୍ଥାନକକ୍ସ୍ଟ ସଦାପ୍ରଭୁ ତୁମ୍ଭମାନଙ୍କୁ ନଇେଯିବେ, ସହେି ଅନ୍ୟ ଦେଶୀଯ ଲୋକମାନଙ୍କ ମଧିଅରେ, ତୁମ୍ଭମାନେେ ଅଳ୍ପ ସଂଖ୍ଯକ ହାଇେ ଅବଶିଷ୍ଟ ରହିବ।

ଦିତୀୟ ବିବରଣ 28:64

ସଦାପ୍ରଭୁ ପୃଥିବୀର ଏକ ସୀମାରକ୍ସ୍ଟ ଅନ୍ୟସୀମା ପର୍ୟ୍ଯନ୍ତ ସମସ୍ତ ଗୋଷ୍ଠୀ ମଧିଅରେ ତୁମ୍ଭକୁ ଛିନ୍ନ ଭିନ୍ନ କରିବେ। ଆଉ ସଠାେରେ ତୁମ୍ଭେ ଆପଣାର ଓ ଆପଣା ପୂର୍ବ ପୁରୁଷଗଣର ଅଜ୍ଞାତ କାଷ୍ଠ, ପାଷାଣର ମୂର୍ତ୍ତୀ ପୂଜା କରିବ।

ବିଚାରକର୍ତାମାନଙ୍କ ବିବରଣ 2:14

ସଦାପ୍ରଭୁ ଇଶ୍ରାୟେଲ ଉପରେ କୋପଦୃଷ୍ଟି ପକାଇଲେ। ପରମେଶ୍ବର ଲକ୍ସ୍ଟସ୍ଖନକାରୀମାନଙ୍କୁ ସମାନଙ୍କେ ଆକ୍ରମଣ ପାଇଁ ଆଦେଶ ଦେଲେ। ତେଣୁ ସମାନେେ ଇଶ୍ରାୟେଲର ଲୋକମାନଙ୍କୁ ଲକ୍ସ୍ଟସ୍ଖନ କଲେ। ସଦାପ୍ରଭୁ ସମାନଙ୍କେର ଚତକ୍ସ୍ଟଃପାଶର୍‌ବ ରେ ଥିବା ଶତୃମାନଙ୍କୁ ସାହାୟ୍ଯ କଲେ, ସମାନଙ୍କେୁ ହରାଇବାକକ୍ସ୍ଟ। ତେଣୁ ଇଶ୍ରାୟେଲର ଲୋକମାନେ ସମାନଙ୍କେର ଶତୃମାନଙ୍କ ବିରକ୍ସ୍ଟଦ୍ଧରକ୍ସ୍ଟ ନିଜକକ୍ସ୍ଟ ରକ୍ଷା କରିପାରିଲେ ନାହିଁ।

ଦିତୀୟ ରାଜାବଳୀ 17:6

ହାେେଶୟ ରାଜତ୍ବର ନବମ ବର୍ଷ ରେ ଅଶୂରର ରାଜା ଶମରିଯା ଅଧିକାର କଲେ। ସେ ଇଶ୍ରାୟେଲୀୟମାନଙ୍କୁ ବନ୍ଦୀ କରି ଅଶୂରକୁ ନଇଗେଲା ଓ ସମାନଙ୍କେୁ ଓ ଗୋଶୋନ ନଗର ହାବୋର ନଦୀର ହଲହ ରେ ଓ ମାଦୀଯମାନଙ୍କ ନାନା ଦେଶ ରେ ରଖିଲେ।

ଗୀତସଂହିତା 14:4

ଦୁଷ୍ଟ ଲୋକମାନେ ମାରେ ଅନକେ ଲୋକଙ୍କୁ ନଷ୍ଟ କରିଛନ୍ତି ଓ ସହେି ଦୁଷ୍ଟ ଲୋକମାନେ ପରମେଶ୍ବରଙ୍କୁ ଜାଣନ୍ତି ନାହିଁ ଏବଂ ସଦାପ୍ରଭୁଙ୍କ ସମ୍ମୁଖୀନ ହାଇେ ପାରନ୍ତି ନାହିଁ।

ଗୀତସଂହିତା 60:1

ପରମେଶ୍ବର, ତୁମ୍ଭେ ଆମ୍ଭମାନଙ୍କୁ ପ୍ରତ୍ଯାଖ୍ଯାନ କରି ପରାଜିତ କରିଅଛ। ତୁମ୍ଭେ ଆମ୍ଭମାନଙ୍କ ସହିତ ରାଗିଛ। କିନ୍ତୁ ଦୟାକରି ତୁମ୍ଭେ ଆମ୍ଭମାନଙ୍କୁ ପୁନଃସ୍ଥାପନ କର।

ଗୀତସଂହିତା 106:27

ପରମେଶ୍ବର ପ୍ରତିଜ୍ଞା କଲେ ୟେ, ଅନ୍ୟ ଦେଶରେ ସହେି ଲୋକମାନଙ୍କର ଭବିଷ୍ଯତ୍ ବଂଶଧରଙ୍କୁ ପରାସ୍ତ କରିବେ। ସହେି ଅନ୍ୟ ଦେଶ ମଧ୍ୟରେ ସେ ସମାନଙ୍କେ ପୂର୍ବପୁରୁଷଗଣଙ୍କୁ ଛିନ୍ନଛତ୍ର କଲେ।

ଯିଶାଇୟ 11:11

ସହେି ସମୟରେ ମାରେ ପ୍ରିଯ ପ୍ରଭୁ ପୁନର୍ବାର ଆସିବେ ଓ ଅବଶିଷ୍ଟାଂଶ ଲୋକଙ୍କୁ ନବେେ। ଏହା ଦ୍ବିତୀୟ ଥର ଆପଣା ହସ୍ତ ସ୍ଥାପନ କରିବେ। ଏହି ପରମେଶ୍ବରଙ୍କ ଲୋକମାନେ ଅଶୂର, ଉତ୍ତର ମିଶର, ଦକ୍ଷିଣ ମିଶର, ଇଥିଓପିଆ, ଏଲମ୍, ବାବିଲୋନୀଯ, ହମାଥରୁ ଏବଂ ପୃଥିବୀର ସମସ୍ତ ଦୁର ଦେଶରୁ ଆସିବେ।

ଯିରିମିୟ 12:3

ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ମାେତେ ଜାଣୁଅଛ। ତୁମ୍ଭେ ମାେତେ ଦେଖୁଅଛ ଓ ମାରେ ହୃଦଯ ପରୀକ୍ଷା କରି ମାରେ ମନ କିପରି, ଜାଣୁଅଛ। ସହେି ମନ୍ଦ ଲୋକମାନଙ୍କୁ ହତ୍ଯା ନିମନ୍ତେ ମଷଗେଣ ତୁଲ୍ଯ ଟାଣି ନିଅ ଓ ହତ୍ଯା ଦିନ ରେ ସମାନଙ୍କେୁ ହତ୍ଯା ପାଇଁ ପ୍ରସ୍ତୁତ ରଖ।

ଯିରିମିୟ 32:37

'ଆଉ ଦେଖ, ଆମ୍ଭେ ଆପଣା କୋରଧ ଓ ପ୍ରଚଣ୍ଡ କୋପ ରେ ଯେଉଁସବୁ ଦେଶ ରେ ସମାନଙ୍କେୁ ଚ୍ଛିନ୍ନଭିନ୍ନ କରିଦଇେଥିଲୁ, ସହେି ସହସ୍ର ଦେଶରୁ ପୁନର୍ବାର ସମାନଙ୍କେୁ ସଂଗ୍ରହ କରିବା। ସମାନଙ୍କେୁ ପୁନର୍ବାର ଏହି ସ୍ଥାନକୁ ଆଣିବା ଓ ସମାନଙ୍କେୁ ଶାନ୍ତି ଏବଂ ନିରାପଦ ରେ ଏହି ସ୍ଥାନ ରେ ବାସ କରାଇବା।

ଯିହିଜିକଲ 34:12

ଯେପରି ଜଣେ ମଷେପାଳକ ନିଜର ଛିନ୍ନଭିନ୍ନ ମଷେମାନଙ୍କର ଅନୁସନ୍ଧାନ କରେ, ସହେିପରି ମୁଁ ମାରେ ମଷେମାନଙ୍କର ତତ୍ତ୍ବାବଧାନ କରିବି। ଆଉ ମଘାେଚ୍ଛନ୍ନ ଓ ଅନ୍ଧକାର ଦିନ ରେ ସମାନେେ ଯେଉଁ ଯେଉଁ ସ୍ଥାନ ରେ ଛିନ୍ନଭିନ୍ନ ହାଇେଅଛନ୍ତି, ସେସବୁ ସ୍ଥାନରୁ ସମାନଙ୍କେୁ ଉଦ୍ଧାର କରିବି।

ଲୂକଲିଖିତ ସୁସମାଚାର 21:24

କେତକେ ଲୋକଙ୍କୁ ସୈନ୍ଯମାନେ ମାରି ଦବେେ। ଅନ୍ୟ କେତକଙ୍କେୁ ବନ୍ଦୀ କରି ଅନ୍ୟ ସବୁ ଦେଶକୁ ପଠାଇ ଦିଆୟିବ। ଅଣଯିହୂଦୀଲୋକ ସମାନଙ୍କେର ସମୟ ଶଷେ ନ ହବୋ ପର୍ୟ୍ଯନ୍ତ ପବିତ୍ର ନଗର ୟିରୁଶାଲମକୁ ପଦଦଳିତ କରିବେ।

ରୋମୀୟଙ୍କ ପ୍ରତି ପତ୍ର 8:36

ଶାସ୍ତ୍ର ରେ ଏହିପରି ଲଖାେ ଅଛି:

Interlinear

Choose Theme