ହେ ସଦାପ୍ରଭୁ ! ଆମ୍ଭମାନଙ୍କ ପ୍ରତି ଯାହା ଘଟିଗଲା, ତାହା ସ୍ମରଣ କର। ଆମ୍ଭମାନଙ୍କ ପ୍ରତି ହାଇେଥିବା ଅପମାନକୁ ଅବଲୋକନ କର।
Cross references
ସେତବେେଳେ ସମାନେେ ମାେତେ କହିଲେ, ଯେଉଁମାନେ ବନ୍ଦୀତ୍ବରୁ ଫରେି ଆସିଥିଲେ ସହେି ପ୍ରଦେଶସ୍ଥ ଅବଶିଷ୍ଟ ଲୋକେ ମହା ଦୁଃଖ ଓ ଅପମାନ ରେ ଅଛନ୍ତି, କାରଣ ୟିରୁଶାଲମର ପ୍ରାଚୀର ଭାଙ୍ଗି ଅଛି ଏବଂ ଏହାର ଫାଟକକୁ ପୋଡି଼ ଦିଆୟାଇଛି।
ତୁମ୍ଭେ ଯାହା ସବୁ କହିଛ ତାହା ମନେ ପକାଇବା ପାଇଁ ମୁଁ ତୁମ୍ଭକୁ ପଗ୍ଭରୁଛି, ତୁମ୍ଭେ ଆଦେଶ କରିଛ ଏବଂ ତୁମ୍ଭର ଦାସ ମାଶାଙ୍କେୁ କହିଥିଲ, ଯଦି ତୁମ୍ଭମାନେେ ପାପ କର ଆମ୍ଭେ ତୁମ୍ଭମାନଙ୍କୁ ନାନା ଗୋଷ୍ଠୀ ମଧିଅରେ ଛିନ୍ନଭିନ୍ନ କରିବା।
ମୁଁ ପ୍ରାର୍ଥନା କଲି, ହେ ଆମ୍ଭର ପରମେଶ୍ବର, ଆମ୍ଭର ପ୍ରାର୍ଥନା ଗ୍ରହଣ କର, ସହେି ଲୋକମାନେ ଆମ୍ଭକୁ ଘୃଣା କରୁଛନ୍ତି। ସମାନଙ୍କେର ପରିହାସ ସମାନଙ୍କେ ପାଖକୁ ଫରୋଇ ଦିଅ। ସମାନଙ୍କେୁ ବିଦେଶ ରେ ବନ୍ଦୀକରି ସମାନଙ୍କେର ଧନ ଲୁଣ୍ଠିତ କରାଗଲା।
ପରମେଶ୍ବର, ମନକରେ ମାରେ ଜୀବନ କବଳେ ଗୋଟିଏ ପ୍ରଶ୍ବାସ। ମୁଁ କବେେ ଆଉ କୌଣସି ଭଲ ବିଷଯ ଦେଖିବି ନାହିଁ।
ହେ ପରମେଶ୍ବର, ତୁମ୍ଭେ ମନରେଖ ତୁମ୍ଭେ ମାେତେ ମାଟି ତୁଲ୍ଯ ତିଆରି କରିଥିଲ। ପୁଣି ମାେତେ ଧୂଳି ରେ ମିଶାଇ ଦବେ କି ?
ତୁମ୍ଭେ ଆମ୍ଭମାନଙ୍କୁ ଆମ୍ଭର ପଡ଼ୋଶୀମାନଙ୍କ ନିକଟରେ ପରିହାସର ପାତ୍ର କରିଛ। ସମାନେେ ଆମ୍ଭକୁ ଦେଖି ହସନ୍ତି ଓ ଥଟ୍ଟା କରନ୍ତି।
ହେ ପରମେଶ୍ବର, ଶତ୍ରୁମାନେ କେତକୋଳ ତୁମ୍ଭର ନିନ୍ଦା କରିବେ ? ତୁମ୍ଭେ ଚିରଦିନ କ'ଣ ତୁମ୍ଭର ଶତ୍ରୁମାନଙ୍କୁ ଅପମାନ କରିବା ପାଇଁ ସୁଯୋଗ ଦବେ ?
ଅନନ୍ତର ସଦାପ୍ରଭୁ, ଶତ୍ରୁମାନେ ତୁମ୍ଭର ନାମକୁ ଅପମାନିତ କରିଥିବା କଥାଗୁଡ଼ିକ ମନେ ପକାଅ ୟେ, କିପରି ସହେି ମୂର୍ଖ ଲୋକମାନେ ତୁମ୍ଭରି ନାମକୁ ଅପମାନିତ କଲେ।
ଆମ୍ଭ ପଡ଼ୋଶୀ ଦବଗେଣ ଆମ୍ଭମାନଙ୍କୁ ଅପମାନିତ କଲେ। ଆମ୍ଭର ସବୁ ଚତୁପାଶର୍ବରେ ଥିବା ଲୋକମାନେ ଆମ୍ଭମାନଙ୍କୁ ପରିହାସ କଲେ।
ହେ ପରମେଶ୍ବର, ଆମ୍ଭମାନଙ୍କ ପ୍ରତିବାସୀଗଣ ତୁମ୍ଭଙ୍କୁ ଯେଉଁ ନିନ୍ଦା କରିଛନ୍ତି, ସମାନଙ୍କେୁ ସାତଗୁଣ ପ୍ରତିଫଳ ଦଣ୍ଡ ଦିଅ।
ହେ ପ୍ରଭୁ, ସ୍ମରଣ କର କିପରି ସମସ୍ତ ଜାତିଗଣ, ତୁମ୍ଭର ଦାସ ମାେତେ ଅପମାନିତ ଦେଉଛନ୍ତି।
ଠିକ୍ ସହେିପରି, ଆମ୍ଭେ ଆପଣା ସଦାପ୍ରଭୁ ପରମେଶ୍ବରଙ୍କଠାରେ ନିର୍ଭର କରୁ। ଆମ୍ଭେ ପରମେଶ୍ବରଙ୍କ ପାଇଁ ଅପେକ୍ଷା କରୁ, ଆମ୍ଭକୁ ଦୟା ଦଖାେଅ।
ହେ ସଦାପ୍ରଭୁ, ତୁମ୍ଭେ ମାେତେ ଜାଣୁଛ ; ମାେତେ ସ୍ମରଣ କର ଓ ମାରେ ତତ୍ତ୍ବ ନିଅ। ଆଉ ମାରେ ତାଡ଼ନାକାରୀଙ୍କୁ ଦଣ୍ଡ ଦିଅ। ତୁମ୍ଭେ ଅତ୍ଯନ୍ତ ର୍ଧୈୟ୍ଯଶୀଳ ଓ ସହିଷ୍ଣୁ। ତେଣୁ ମାେତେ ସଂହାର କର ନାହିଁ। ମୁଁ ତୁମ୍ଭ ପାଇଁ କଷ୍ଟ ପାଇଛି, ଏହା ତୁମ୍ଭେ ଜ୍ଞାତ ହୁଅ।
ଆମ୍ଭେ ଯିହୁଦାବାସୀ ନିନ୍ଦା କଥା ଶୁଣିବାରୁ ଲଜ୍ଜିତ ହାଇେଅଛୁ, ଆମ୍ଭମାନେେ ଅପମାନିତ ହାଇେଅଛୁ। କାରଣ ବିଦେଶୀମାନେ ସଦାପ୍ରଭୁଙ୍କର ମନ୍ଦିର ସକଳ ପବିତ୍ର ସ୍ଥାନ ରେ ପ୍ରବେଶ କରିଅଛନ୍ତି।
ୟିରୁଶାଲମର ଅପରିଷ୍କାର ସହଳୀ ତାଙ୍କ ଜାମାଗୁଡ଼ିକରେ ଦୃଶିତ କରିଥିଲା। ସେଥିପାଇଁ ତାହାର ପତନ ଅନିବାର୍ୟ୍ଯ ଜଣାପଡ଼ୁଥିଲା। ସଠାେ ରେ ତାକୁ ସାନ୍ତ୍ବନା ଦବୋକୁ କହେି ନ ଥିଲେ। ସେ କହୁଛି, ହେ ସଦାପ୍ରଭୁ, ମାରେ ସମସ୍ଯା ଦେଖ, ମାରେ ଶତ୍ରୁଗଣ ନିଜକୁ କିପରି ମହାନ୍ ମନେ କରୁଛନ୍ତି।
ତାହାର ସମସ୍ତ ଲୋକ ବିଳାପ କରି ଆହାର ଖୋଜୁଛନ୍ତି। ସମାନେେ ବଞ୍ଚିବା ଉଦ୍ଦେଶ୍ଯ ରେ ଖାଦ୍ୟ ପାଇଁ ସମାନଙ୍କେର ମ ନୋହର ସାମଗ୍ରୀସବୁ ଦେଉଛନ୍ତି। ୟିରୁଶାଲମ କ ହେ, ହେ ସଦାପ୍ରଭୁ, ଦେଖ, ମାେତେ ନିରୀକ୍ଷଣ କର, ଆଉ ଦେଖ ଲୋକମାନେ ମାେତେ ଘୃଣା କରୁଛନ୍ତି।
ହେ ସଦାପ୍ରଭୁ, ଦେଖ, ମୁଁ କିପରି ବିପଦଗ୍ରସ୍ତା। ମାରେ ଅନ୍ତର ବ୍ଯଥିତ ହେଉଛି, କାରଣ ମୁଁ ବିଦ୍ରୋହୀ ଥିଲି। ବାହା ରେ ଖଡ଼ଗ ବଧ କରୁଅଛି ଓ ଗୃହ ଭିତ ରେ ମୃତ୍ଯୁ ରହିଅଛି। ହେ ସଦାପ୍ରଭୁ ଦେଖ, ମାରେ ଅନ୍ତର କିପରି ଦହି ମାହେିଁବା ଭଳି ହେଉଛି।