ଏ ବିଷୟ ରେ ତୁମ୍ଭ ମତାମତ କ'ଣ ଆମ୍ଭକୁ କୁହ। କାଇସରଙ୍କୁ କର ଦବୋ ଉଚ଼ିତ ହବେ, ନା ନାହିଁ?
Cross references
ତୁମ୍ଭମାନେେ ଯେତବେେଳେ ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ବରଙ୍କ ଦତ୍ତ ଦେଶମଧ୍ଯକକ୍ସ୍ଟ ପ୍ରବେଶ କରିବ। ତୁମ୍ଭମାନେେ ସଠାେରେ ବାସ କରିବ। ଏହାପରେ ତୁମ୍ଭମାନେେ ଏପରି କହିବ ଯେ, 'ଅନ୍ୟ ଗୋଷ୍ଠୀଯମାନଙ୍କ ପରି ଆମ୍ଭେ ମଧ୍ଯ ଆମ୍ଭମାନଙ୍କ ଉପରେ ଏକ ରାଜା ନିୟକ୍ସ୍ଟକ୍ତି କରିବା।'
ଆମ୍ଭମାନେେ ରାଜାଙ୍କୁ କହିବା ପାଇଁ ଗ୍ଭହୁଁ ଯେ, ଯେତବେେଳେ ଏହି ନଗର ନିର୍ମିତ ଓ ପ୍ରାଚୀର କାର୍ୟ୍ଯ ସମାପ୍ତ ହବେ, ସେତବେେଳେ ସହେି ଲୋକମାନେ କର, ରାଜସ୍ବ ବା ମାଶୁଲ ଦବେେ ନାହିଁ। ପୁଣି ଶଷେ ରେ ତାହା ରାଜାଙ୍କ ପାଇଁ କ୍ଷତିକାରକ ହବେ।
ଆହୁରି ଯାଜକମାନଙ୍କର, ଲବେୀୟମାନଙ୍କର, ଗାଯକମାଙ୍କର, ଦ୍ବାରପାଳମାନଙ୍କର ନାଥୀନୀଯମାନଙ୍କର ଓ ପରମେଶ୍ବରଙ୍କ ଏହି ମନ୍ଦିରର ସବେକମାନଙ୍କର କାହାରି ଉପରେ କର, ରାଜସ୍ବ ବା ମାସୁଲ ବସାଇବା ବ୍ଯବସ୍ଥା ବିରୁଦ୍ଧ ହବେ ବୋଲି ଆମ୍ଭମାନେେ ତୁମ୍ଭକୁ ଜଣାଉ ଅଛୁ।
ଆହୁରି ଅନ୍ୟ ଲୋକମାନେେ କହିଲେ, ଆମ୍ଭମାନେେ ରାଜକର ପାଇଁ ଆମ୍ଭମାନଙ୍କର ଶସ୍ଯକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ବନ୍ଧକ ରଖି ମୁଦ୍ରାଋଣ କରିଛୁ।
ଆଉ ଆମ୍ଭମାନଙ୍କ ପାପ ହତେୁ ତୁମ୍ଭେ ଯେଉଁ ରାଜଗଣଙ୍କୁ ଆମ୍ଭମାନଙ୍କ ଉପରେ ସ୍ଥାପନ କରିଅଛ, ସମାନଙ୍କେ ପ୍ରତି ସହେି ଦେଶ ପ୍ରଚୁର ଫଳ ଉତ୍ସର୍ଗ କରୁଅଛି। ଆମ୍ଭମାନଙ୍କ ଶରୀର ଉପରେ ଓ ଆମ୍ଭମାନଙ୍କ ପଶୁଗଣ ଉପରେ ସମାନଙ୍କେର ସ୍ବଚ୍ଛାମତ କ୍ଷମତା ଅଛି। ଆଉ ଆମ୍ଭମାନେେ ମହା କ୍ଲେଶ ରେ ଅଛୁ।
ସେ ସମସ୍ତ ଲୋକ ତାଙ୍କୁ କହିଲେ, ହେ ଯିରିମିୟ, ଆମ୍ଭମାନେେ ତୁମ୍ଭକୁ ନିବଦନେ କରୁଛୁ, ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ଅର୍ଥାତ୍ ଯିହୁଦାର ଏହି ଅବଶିଷ୍ଟ ଲୋକଙ୍କ ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କର। କାରଣ ତୁମ୍ଭେ ସ୍ବଚକ୍ଷୁ ରେ ଆମ୍ଭମାନଙ୍କୁ ଦେଖୁଅଛ। ଆମ୍ଭମାନେେ ଅନକେ ଥିଲୁ, ଏବେ ଆମ୍ଭେ ଅଳ୍ପମାତ୍ର ଅଛୁ।
ପୁଣି ତୁମ୍ଭମାନେେ ନିଜ ନିଜ ପ୍ରାଣ ବିରୁଦ୍ଧ ରେ ପ୍ରବଞ୍ଚନା କରିଅଛ। କାରଣ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କ ନିକଟକୁ ମାେତେ ପଠାଇ କହିଲ, 'ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ନିକଟରେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର ଓ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର ଯାହା ଯାହା କହିବେ, ତଦନୁସା ରେ ଆମ୍ଭମାନଙ୍କୁ ଜଣାଅ, ଆମ୍ଭମାନେେ ତାହା ପାଳନ କରିବୁ।'
ପିତର ଉତ୍ତର ଦେଲେ, ହଁ, ସେ ଦିଅନ୍ତି।
ସହେି ସମୟରେ ରୋମୀୟ ଶାସନ ଅନ୍ତର୍ଗତ ସମସ୍ତ ଦେଖର ଲୋକମାନଙ୍କ ଉଦ୍ଦେଶ୍ଯ ରେ କାଇସର ଅଗଷ୍ଟଙ୍କର ଗୋଟିଏ ଆଜ୍ଞା ଘାଷେଣା କରାଗଲା। ଆଜ୍ଞାଟି କୁ ହେ ଯେ ସମସ୍ତେ ଜନଗଣନା ପାଇଁ ନିଜନିଜ ନାମର ପଞ୍ଜୀକରଣ କରିବେ।
ତିବିରିଅ କାଇସରଙ୍କ ରାଜ୍ବତର ପନ୍ଦରତମ ବର୍ଷ ସମୟର କଥା।
ଏହାପରେ ପୀଲାତ ଯୀଶୁଙ୍କୁ ମୁକ୍ତି ଦବୋକୁ ଚେଷ୍ଟା କଲେ। କିନ୍ତୁ ଯିହୂଦୀମାନେ ଚିତ୍କାର କରି କହିଲେ, ଆପଣ ଯଦି ଏ ବ୍ଯକ୍ତିକୁ ମୁକ୍ତ କରି ଦିଅନ୍ତି, ତବେେ ଆପଣ କାଇସରଙ୍କର ବନ୍ଧୁ ନୁହଁନ୍ତି। ୟିଏ ନିଜକୁ ରାଜା ବୋଲି ଦାବୀ କରୁଛି, ସେ କାଇସରଙ୍କ ବିରୋଧୀ।
ତାହାଙ୍କ ପରେ ଜନଗଣନା ସମୟରେ ଗାଲିଲୀ ଦେଶର ୟିହୂଦା ନାମକ ଜଣେ ବ୍ଯକ୍ତି ବାହାରିଲେ। ସେ ମଧ୍ଯ କେତକେ ଲୋକଙ୍କୁ ନିଜର ଶିଷ୍ଯ କଲେ। କିନ୍ତୁ ତାହାଙ୍କୁ ମଧ୍ଯ ହତ୍ଯା କରାଗଲା। ତାହାଙ୍କରୁ ସମସ୍ତ ଅନୁଗାମୀମାନେ ଛିନ୍ନଭିନ୍ନ ହାଇେ ପଳାଇଗଲେ।
ଯାସୋନ ସହେିମାନଙ୍କୁ ଆଣି ନିଜ ଘ ରେ ରଖିଛି। ଯୀଶୁ ନାମ ରେ ଯେ ଆଉ ଜଣେ ରାଜା ଅଛି, ଏହା କହି ସମାନେେ ସମସ୍ତେ ଦାବୀ କରି କାଇସରଙ୍କ ନିୟମର ବିରୁଦ୍ଧାଚ଼ରଣ କରୁଛନ୍ତି।