ସେ ସମସ୍ତ ଲୋକ ତାଙ୍କୁ କହିଲେ, ହେ ଯିରିମିୟ, ଆମ୍ଭମାନେେ ତୁମ୍ଭକୁ ନିବଦନେ କରୁଛୁ, ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ଅର୍ଥାତ୍ ଯିହୁଦାର ଏହି ଅବଶିଷ୍ଟ ଲୋକଙ୍କ ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କର। କାରଣ ତୁମ୍ଭେ ସ୍ବଚକ୍ଷୁ ରେ ଆମ୍ଭମାନଙ୍କୁ ଦେଖୁଅଛ। ଆମ୍ଭମାନେେ ଅନକେ ଥିଲୁ, ଏବେ ଆମ୍ଭେ ଅଳ୍ପମାତ୍ର ଅଛୁ।
Cross references
ତେଣୁ ଫାରୋ କହିଲେ, ତେଣୁ ମୁଁ ତୁମ୍ଭମାନଙ୍କୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ବଳିଦାନ କରିବାକୁ ମରୁଭୂମିକୁ ୟିବାକୁ ଅନୁମତି ଦବେି। କିନ୍ତୁ ତୁମ୍ଭମାନେେ ବେଶୀଦୂର ୟିବା ଉଚିତ୍ ନୁହେଁ। ବର୍ତ୍ତମାନ ୟାଅ ଏବଂ ମାେ ପାଇଁ ପ୍ରାର୍ଥନା କର।
ଏହି ଶିଳାବୃଷ୍ଟି ୟଥେଷ୍ଟ ହେଲା! ସଦାପ୍ରଭୁଙ୍କୁ କୁହ ଏହି ବୃଷ୍ଟି ବନ୍ଦ କରିବା ପାଇଁ ଏବଂ ମୁଁ ତୁମ୍ଭର ଲୋକମାନଙ୍କୁ ଛାଡି ଦବେି। ତୁମ୍ଭମାନଙ୍କର ଆଉ ଏଠା ରେ ରହିବା ଦରକାର ନାହିଁ।
ତୁମ୍ଭମାନଙ୍କ ପ୍ରତିକୂଳ ରେ ମୁଁ ବନ୍ଯପଶୁମାନଙ୍କୁ ପଠାଇବି, ତହିଁରେ ସମାନେେ ତୁମ୍ଭମାନଙ୍କୁ ସନ୍ତାନ ବିହୀନ କରିବେ ଓ ତୁମ୍ଭମାନଙ୍କର ଗୃହପାଳିତ ପଶୁମାନଙ୍କୁ କରିବେ, ସମାନେେ ତୁମ୍ଭମାନଙ୍କୁ ଅଳ୍ପ ସଂଖ୍ଯକ କରିବେ, ଆଉ ତୁମ୍ଭମାନଙ୍କ ରାଜପଥ ସକଳ ଶୂନ୍ଯ ହବେ।
ସଦାପ୍ରଭୁ ତୁମ୍ଭମାନଙ୍କୁ ଅନ୍ୟ ଦେଶୀଯ ଲୋକମାନଙ୍କ ମଧିଅରେ ଛିନ୍ନ ବିଛିନ୍ନ କରିବେ। ଯେଉଁ ସ୍ଥାନକକ୍ସ୍ଟ ସଦାପ୍ରଭୁ ତୁମ୍ଭମାନଙ୍କୁ ନଇେଯିବେ, ସହେି ଅନ୍ୟ ଦେଶୀଯ ଲୋକମାନଙ୍କ ମଧିଅରେ, ତୁମ୍ଭମାନେେ ଅଳ୍ପ ସଂଖ୍ଯକ ହାଇେ ଅବଶିଷ୍ଟ ରହିବ।
ତୁମ୍ଭମାନଙ୍କର ସଂଖ୍ଯା ତାରାମାନଙ୍କ ପରି ବହକ୍ସ୍ଟତ ହାଇେଥିବା କିନ୍ତୁ ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ ଖକ୍ସ୍ଟବ୍ କମ ସଂଖ୍ଯକ ରହିଯିବେ। କାରଣ ତୁମ୍ଭମାନେେ ତୁମ୍ଭର ସଦାପ୍ରଭୁ ପରମେଶ୍ବରଙ୍କର ବାକ୍ଯପ୍ରତି ଧ୍ଯାନ ଦଲେ ନାହିଁ।
ସଦାପ୍ରଭୁ ଦିନେ ଆନନ୍ଦ ଥିଲେ, ତୁମ୍ଭମାନଙ୍କୁ ଖକ୍ସ୍ଟସି କରି ଓ ତୁମ୍ଭମାନଙ୍କର ସଂଖ୍ଯା ବଢାଇ। ଠିକ୍ ସହେିପରି ସଦାପ୍ରଭୁ ଆନନ୍ଦ ଖକ୍ସ୍ଟସି ଦବେେ ତୁମ୍ଭମାନଙ୍କୁ ହ୍ରସକରି ଓ ବିନାଶ କରି। ତୁମ୍ଭମାନେେ ଅଧିକାର କରିବାକୁ ଯାଉଥିବା ଦେଶକକ୍ସ୍ଟ ଅନ୍ୟମାନେ ଅଧିକାର କରି ନବେେ।
ଇଶ୍ରାୟେଲୀୟମାନେ ଶାମୁୟେଲଙ୍କୁ କହିଲେ, ଆମ୍ଭମାନଙ୍କ ପାଇଁ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ନିକଟରେ ପ୍ରାର୍ଥନା ବନ୍ଦ କର ନାହିଁ, ପଲେଷ୍ଟୀୟଙ୍କ କବଳରକ୍ସ୍ଟ ଆମକକ୍ସ୍ଟ ରକ୍ଷା କରିବାକୁ ପରମେଶଓରଙ୍କୁ ଗକ୍ସ୍ଟହାରି କର।
ସମସ୍ତ ଲୋକ ଶାମୁୟେଲଙ୍କୁ କହିଲେ, ଆମ୍ଭମାନେେ ଯେପରି ନ ମରକ୍ସ୍ଟ ସେଥିପାଇଁ ତୁମ୍ଭେ ଆପଣା ଦାସମାନଙ୍କ ନିମନ୍ତେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କର, କାରଣ ଆମ୍ଭମାନେେ ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧ ରେ ଅନକେ ଥର ପାପ କରିଅଛକ୍ସ୍ଟ ଏବଂ ବର୍ତ୍ତମାନ ଆମ୍ଭମାନେେ ରାଜାଙ୍କକ୍ସ୍ଟ ମାଗି ପାପକକ୍ସ୍ଟ ବଢଇେ ଦେଉଛକ୍ସ୍ଟ।
ମାେ ପକ୍ଷ ରେ, ମୁ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରିବାରକ୍ସ୍ଟ ନିବୃତ ହବେି ନାହିଁ। ଯଦି ମୁ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରିବା ବନ୍ଦ କରି ଦବେି, ତବେେ ମୁ ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧ ରେ ପାପ କରିବି। ମୁ ତୁମ୍ଭମାନଙ୍କୁ ଉତ୍ତମ ଓ ସତ୍ ଶିକ୍ଷା ଦବୋ ଗ୍ଭଲକ୍ସ୍ଟ ରଖିବି।
ତା'ପରେ ରାଜା ୟାରବିଯାମ ପରମେଶ୍ବରଙ୍କ ଲୋକକୁ ନିବଦନେ କରି କହିଲେ, ତୁମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କୁ ମାରେବାହୁର ଆରୋଗ୍ୟ ପାଇଁ ପ୍ରାର୍ଥନା କର।
ସଦାପ୍ରଭୁ ମାରେ ପ୍ରାର୍ଥନା ଶୁଣ। ତୁମ୍ଭର ପ୍ରତିଜ୍ଞା ଅନୁସାରେ ମାେତେ ରକ୍ଷା କର।
ଏହା ସତ୍ଯ ଅଟେ। ମାତ୍ର ସଦାପ୍ରଭୁ ସର୍ବଶକ୍ତିମାନ ଅବଶିଷ୍ଟ ଅଳ୍ପ ଲୋକଙ୍କୁ ବଞ୍ଚିବାକୁ ଦେଲେ। ତା ନ ହାଇେଥିଲେ ଆମ୍ଭମାନେେ ସଦୋମ ଓ ହ ମାରୋର ପରି ସମ୍ପୂର୍ଣ୍ଣରୂପେ ଧ୍ବଂସ ପାଇଥାନ୍ତୁ।
ତୁମ୍ଭମାନେେ ସବୁ ହସ୍ତ ପ୍ରସାରଣ କରି ମାେତେ ପ୍ରାର୍ଥନା କରିବ, ମାତ୍ର ମୁଁ ବିମୁଖ ହାଇେ ଚକ୍ଷୁ ଆଚ୍ଛାଦିତ କରିବି। ତୁମ୍ଭମାନେେ ସବୁ ଅନକେ ପ୍ରାର୍ଥନା କରିବ, ମାତ୍ର ମୁଁ ତାହା ଶୁଣିବି ନାହିଁ। କାରଣ ତୁମ୍ଭମାନଙ୍କର ହସ୍ତ ରକ୍ତ ରେ ପରିପୂର୍ଣ୍ଣ।
ହାଇପୋ ରେ ଜୀବନ୍ତ ପରମେଶ୍ବରଙ୍କୁ ଧିକ୍କାର କରିବା ପାଇଁ ଆପଣା ପ୍ରଭୁ ଅଶୂରୀଯ ରାଜା ଦ୍ବାରା ପ୍ ରରେିତ ରବଶାକିର ସମସ୍ତ କଥା ସଦାପ୍ରଭୁ ତୁମ୍ଭ ପରମେଶ୍ବର ଯେଉଁ କଥା ଶୁଣି ଅଛନ୍ତି, ତାହାପାଇଁ ଅନୁୟୋଗ କରିବେ। ଏଣୁ ଯେଉଁ ଅବଶିଷ୍ଟାଂଶ ଅଛନ୍ତି, ସମାନଙ୍କେ ପାଇଁ ତୁମ୍ଭେ ପ୍ରାର୍ଥନା କର।'
ମାରେ ଦାସ ଯଦିଓ ସବୁ ଦେଖୁଅଛି, ତଥାପି ସେ ମନୋୟୋଗ କରୁ ନାହିଁ। ତା'ର କର୍ଣ୍ଣ ମୁକ୍ତ ଅଛି, ମାତ୍ର ସେ ଶୁଣୁ ନାହିଁ।'
ସମାନେେ ଏକ କାଠ ମୁଣ୍ଡାକୁ କହନ୍ତି, ତୁମ୍ଭେ ଆମ୍ଭର ପିତା' ଓ ଖଣ୍ଡେ ପଥରକୁ କହନ୍ତି, 'ତୁମ୍ଭେ ଆମ୍ଭକୁ ଜନ୍ମ କରିଅଛ।' ସମାନେେ ସେଥିପାଇଁ ଲଜ୍ଜିତ ହବେେ। ପୁଣି ସମାନେେ ଆମ୍ଭ ଆଡ଼କୁ ମୁଖ ନ କରି, ଆମ୍ଭ ଆଡ଼କୁ ପଛପଟ କରିଅଛନ୍ତି। ମାତ୍ର ବିପଦ ସମୟରେ ଯିହୁଦାର ଲୋକମାନେ କହିବେ, 'ତୁମ୍ଭେ ଆସ, ଆମ୍ଭମାନଙ୍କୁ ଉଦ୍ଧାର କର।'
ସମାନେେ ମାେତେ କୁହନ୍ତି, ହେ ଯିରିମିୟ, ସଦାପ୍ରଭୁଙ୍କର ବାକ୍ଯ କାହିଁ ? ତାହା ଏବେ ଉପସ୍ଥିତ ହେଉ।
ପଶ୍ହୂର ଓ ସଫନିଯ ଯିରିମିୟଙ୍କୁ କହିଲେ, ତୁମ୍ଭେ ଆମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କର, କାରଣ ବାବିଲର ରାଜା ନବୂଖଦନିତ୍ସର ଆମ୍ଭମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରୁଅଛି। ସଦାପ୍ରଭୁ ଆମ୍ଭମାନଙ୍କ ସପକ୍ଷ ରେ ସମସ୍ତ ଆଶ୍ଚର୍ୟ୍ଯ କ୍ରିଯା କରିପାରନ୍ତି, ଯେପରି ସେ ଅତୀତ ରେ କରିଥିଲେ। ଆଉ ମଧ୍ଯ ସଦାପ୍ରଭୁ ତାଙ୍କୁ ଆକ୍ରମଣରୁ ବିରତ କରାଇବେ ଓ ସେ ପ୍ରସ୍ଥାନ କରିବ।
ସମାନେେ ହୁଏତ ସଦାପ୍ରଭୁଙ୍କ ସାକ୍ଷାତ ରେ ନିଜ ନିଜର ବୀନତି ଜଣାଇବେ ଓ ପ୍ରେତ୍ୟକକ ଆପଣା ଆପଣା କୁପଥରୁ ଫରେିବେ ; କାରଣ ସଦାପ୍ରଭୁ ଏହି ଲୋକମାନଙ୍କ ବିରୁଦ୍ଧ ରେ ଭୟଙ୍କର କୋରଧ ଓ ପ୍ରଚଣ୍ଡ କୋପ କଥା କହିଛନ୍ତି।
ପୁଣି ସିଦିକିଯ ରାଜା ଶଲେିମିଯର ପୁତ୍ର ୟିହୁଖଲକୁ ଓ ମା ସଯରେ ପୁତ୍ର ସଫନିଯ ଯାଜକକୁ ଯିରିମିୟ ଭବିଷ୍ଯଦବକ୍ତା ନିକଟକୁ ଏକ ବାର୍ତ୍ତା ଦଇେ ପଠାଇଲେ। ସମାନେେ ଯିରିମିୟଙ୍କୁ ବିନଯ କରି କହିଲେ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ନିକଟରେ ତୁମ୍ଭେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର।
କିନ୍ତୁ ବର୍ତ୍ତମାନ ହେ ମାରେ ପ୍ରଭୁ, ମହାରାଜ, ମାରେ ଅନୁ ରୋଧ ରକ୍ଷାକରି ମାରେ କଥା ଶ୍ରବଣ କରନ୍ତୁ, ଆପଣ ୟୋନାଥନ୍ ଲେଖକର ଗୃହକୁ ମାେତେ ପୁନର୍ବାର ପଠାନ୍ତୁ ନାହିଁ। ତାହା ହେଲେ ସଠାେ ରେ ମୁଁ ମରିୟିବି। ମୁଁ ନିବଦନେ କରୁଛି, ମାରେ ଏହି ଅନୁରୋଧ ଆପଣଙ୍କ ଛାମୁ ରେ ଗ୍ରାହ୍ଯ ହେଉ।
ପୁଣି ତୁମ୍ଭମାନେେ ନିଜ ନିଜ ପ୍ରାଣ ବିରୁଦ୍ଧ ରେ ପ୍ରବଞ୍ଚନା କରିଅଛ। କାରଣ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କ ନିକଟକୁ ମାେତେ ପଠାଇ କହିଲ, 'ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ନିକଟରେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର ଓ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର ଯାହା ଯାହା କହିବେ, ତଦନୁସା ରେ ଆମ୍ଭମାନଙ୍କୁ ଜଣାଅ, ଆମ୍ଭମାନେେ ତାହା ପାଳନ କରିବୁ।'
ଏହା କିପରି ଯେ, ସେ ଏକାକୀ ନ ଜାଣି ବସିଛନ୍ତି, ଏକଦା ସହେି ସହର ଲୋକପୂର୍ଣ୍ଣ ଥିଲା, ୟିରୁଶାଲମ ପୃଥିବୀର ମହାନ୍ ନଗରୀମାନଙ୍କ ମଧିଅରେ ଅନ୍ୟତମ ଥିଲା, କିନ୍ତୁ ବର୍ତ୍ତମାନ ବିଧବା ତୁଲ୍ଯ ଅଛି। ସେ ୟିଏକି ଜଣେ ରାଜକୁମାରୀ ପରି ଥିଲା, ବର୍ତ୍ତମାନ ସେ କିପରି କରଦାଯିନୀ ଦାସୀପରି ହାଇେଅଛି।
ପୁଣି ତୁମ୍ଭେ ଅଳ୍ପ ପରିମାଣର କେଶ ନଇେ ଆପଣା ବସ୍ତ୍ରାଞ୍ଚଳ ରେ ବାନ୍ଧିବ।
କିନ୍ତୁ ମୁଁ ସମାନଙ୍କେ ମଧ୍ଯରୁ ଅଳ୍ପ କେତକଙ୍କେୁ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀରୁ ରକ୍ଷା କରିବ। ତହିଁରେ ସମାନେେ ଯେଉଁ ରାଷ୍ଟ୍ରମାନଙ୍କ ମଧିଅରେ ନିର୍ବାସିର ରୂପେ ବାସ କରିବେ, ସମାନଙ୍କେ ନିକଟରେ ନିଜର ଘୃଣ୍ଯ କର୍ମସବୁ ପ୍ରକାଶ କରିବେ। ଏବଂ ତା'ପ ରେ ସମାନେେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।
ଦେଶର ଦୁଇ ତୃତୀଯାଂଶ ଲୋକ ଚ୍ଛଦନେ ହବେେ ଓ ମୃତ୍ଯୁବରଣ କରିବେ। ମାତ୍ର ଏକ ତୃତୀଯାଂଶ ଜୀବିତ ରହିବେ।
ପରମେଶ୍ବର ଏହି ବିପଦପୂର୍ଣ୍ଣ ସମୟକୁ କମଇେ ଦବୋକୁ ସ୍ଥିର କରିଛନ୍ତି। ନ ହେଲେ କହେି ବଞ୍ଚି ରହି ପାରିବେ ନାହିଁ। କିନ୍ତୁ ପରମେଶ୍ବର ଯେଉଁମାନଙ୍କୁ ବାଛିଛନ୍ତି, କବଳେ ସହେିମାନଙ୍କ ପାଇଁ ସହେି ସମୟକୁ କମଇେ ଦଇେଛନ୍ତି।
ଶିମାନେ ଉତ୍ତର ଦଲୋ, ତୁମ୍ଭେ କହିଥିବା କୌଣସି କଥା ଯେପରି ମାେ ପ୍ରତି ଘଟିବ ନାହିଁ, ସେଥିପାଇଁ ତୁମ୍ଭେ ଦୁ ହେଁ ମାେ ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର।
ତୁମ୍ଭେ କରିଥିବା ପାପଗୁଡ଼ିକୁ ପରସ୍ପର ନିକଟରେ ସ୍ବୀକାର କର। ତା'ପରେ ପରସ୍ପର ପାଇଁ ପ୍ରାର୍ଥନା କର। ପରମେଶ୍ବର ଯେପରି ତୁମ୍ଭକୁ ସୁସ୍ଥ କରିଦିଅନ୍ତି, ସେଥିନିମନ୍ତେ ଏପରି କର। ଜଣେ ଧାର୍ମିକ ଲୋକ ଯେତବେେଳେ ନିରନ୍ତର ପ୍ରାର୍ଥନା କରେ, ସେତବେେଳେ ମହାନ ଘଟଣାମାନ ଘଟିଥାଏ।