Home Bibles ଦିତୀୟ ବିବରଣ 17:14 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 17:14 · ଓଡ଼ିଆ ବାଇବେଲ

ତୁମ୍ଭମାନେେ ଯେତବେେଳେ ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ବରଙ୍କ ଦତ୍ତ ଦେଶମଧ୍ଯକକ୍ସ୍ଟ ପ୍ରବେଶ କରିବ। ତୁମ୍ଭମାନେେ ସଠାେରେ ବାସ କରିବ। ଏହାପରେ ତୁମ୍ଭମାନେେ ଏପରି କହିବ ଯେ, 'ଅନ୍ୟ ଗୋଷ୍ଠୀଯମାନଙ୍କ ପରି ଆମ୍ଭେ ମଧ୍ଯ ଆମ୍ଭମାନଙ୍କ ଉପରେ ଏକ ରାଜା ନିୟକ୍ସ୍ଟକ୍ତି କରିବା।'

Cross references

ଲେବୀୟ ପୁସ୍ତକ 14:34

'ଆମ୍ଭେ ଯେଉଁ ଦେଶ ତୁମ୍ଭମାନଙ୍କ ଅଧିକାର ନିମନ୍ତେ ଦବୋ, ସହେି କିଣାନ ଦେଶ ରେ, ତୁମ୍ଭମାନେେ ପ୍ରବେଶ କଲେ ଯଦି ଆମ୍ଭେ ତୁମ୍ଭମାନଙ୍କ ଅଧିକୃତ ଦେଶ ରେ କୌଣସି ଗୃହ ରେ କୁଷ୍ଠ ରୋଗର ଦାଗ ଉତ୍ପନ୍ନ କରୁ,

ଦିତୀୟ ବିବରଣ 7:1

ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ ସହେି ଦେଶ ରେ ଯେତବେେଳେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭକୁ ପ୍ରବେଶ କରାଇବେ ଓ ତକ୍ସ୍ଟମ୍ଭ ସାକ୍ଷାତରକ୍ସ୍ଟ ନାନା ଗୋଷ୍ଠୀଯ ଲୋକମାନଙ୍କୁ ହିତ୍ତୀଯ ଓ ଗିର୍ଗାଶୀଯ ଓ ଇ ମାରେୀଯ ଓ କିଣାନୀଯ ଓ ପରିଷୀଯ ଓ ହିଦ୍ଦୀଯ ଓ ୟିବକ୍ସ୍ଟଷୀଯ ତକ୍ସ୍ଟମ୍ଭଠାରକ୍ସ୍ଟ ମହାନ୍ ଓ ବଳବାନ୍ ଏହି ସାତ ଗୋଷ୍ଠୀଙ୍କକ୍ସ୍ଟ ଦୂର କରିବେ।

ଦିତୀୟ ବିବରଣ 11:31

କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଉ ଅଛନ୍ତି, ତହିଁରେ ପ୍ରବେଶ କରି ତାହା ଅଧିକାର କରିବା ନିମନ୍ତେ ତୁମ୍ଭମାନେେ ୟର୍ଦ୍ଦନ ପାର ହାଇଯେିବ। ପକ୍ସ୍ଟଣି ତୁମ୍ଭମାନେେ ତାହା ଅଧିକାର କରିବ ଓ ତହିଁରେ ବାସ କରିବ।

ଦିତୀୟ ବିବରଣ 12:9

କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭକୁ ଯେଉଁ ବିଶ୍ରାମ ଓ ଅଧିକାର ଦବେେ, ତହିଁରେ ତୁମ୍ଭମାନେେ ଏପର୍ୟ୍ଯନ୍ତ ଉପସ୍ଥିତ ହାଇନୋହିଁ।

ଦିତୀୟ ବିବରଣ 18:9

ତୁମ୍ଭମାନେେ ଯେତବେେଳେ ତକ୍ସ୍ଟମ୍ଭ ସଦାପ୍ରଭୁ ପରମେଶ୍ବରଙ୍କ ଦତ୍ତ ଦେଶ ରେ ପ୍ରବେଶ କରି ବାସ କରିବ, ସେ ଲୋକମାନଙ୍କ ତକ୍ସ୍ଟଲ୍ଯ ଘୃଣ୍ଯ କାର୍ଯଗୁଡିକ କରିବାକୁ ତୁମ୍ଭମାନେେ ଶିଖିବା ଉଚିତ୍ ନକ୍ସ୍ଟ ହେଁ।

ଦିତୀୟ ବିବରଣ 26:1

ତୁମ୍ଭମାନେେ ଖକ୍ସ୍ଟବ୍ଶିଘ୍ର ପ୍ରବେଶ କରିବ, ସହେି ଦେଶ ରେ ଯାହା ତୁମ୍ଭର ସଦାପ୍ରଭୁ ପରମେଶ୍ବର ତକ୍ସ୍ଟମ୍ଭଙ୍କକ୍ସ୍ଟ ଦବେେ। ତୁମ୍ଭମାନେେ ସଠାେରେ ବାସ କରିବ।

ଦିତୀୟ ବିବରଣ 26:9

ଏହାପରେ ସେ ଆମ୍ଭମାନଙ୍କୁ ଏହି ସ୍ଥାନକକ୍ସ୍ଟ ଆଣିଛନ୍ତି ଓ ଏହି ଦେଶ ଦିଗ୍ଧମଧକ୍ସ୍ଟ ପ୍ରବାହୀ ଦେଶ ଆମ୍ଭମାନଙ୍କୁ ଦଇେଛନ୍ତି।

ଯିହୋଶୂୟ 1:13

ମନରେଖ, ସଦାପ୍ରଭୁଙ୍କର ସବେକ ମାଶାେ ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦଇେଥିଲେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଏକ ବିଶ୍ରାମ ସ୍ଥାନ ଦବେେ। ସେ ତୁମ୍ଭମାନଙ୍କୁ ଏହି ଦେଶ ଦବେେ।

ପ୍ରଥମ ଶାମୁୟେଲ 8:5

ଇଶ୍ରାୟେଲର ପ୍ରାଚୀନଗଣ ଶାମୁୟେଲଙ୍କୁ କହିଲେ, ତୁମ୍ଭେ ବୃଦ୍ଧ ହାଇୟୋଇଛ ଏବଂ ତୁମ୍ଭର ପକ୍ସ୍ଟଅମାନେ ତକ୍ସ୍ଟମ୍ଭପରି ଜୀବନୟାପନ କରୁନାହାନ୍ତି। ତେଣୁ ଆପଣ ଆମ୍ଭମାନଙ୍କୁ ଗୋଟିଏ ଶାସକ ଦିଅନ୍ତକ୍ସ୍ଟ। ଆମ୍ଭମାନଙ୍କୁ ଶାସନ କଲାଭଳି ଯାହା ଅନ୍ୟ ଜାତିମାନଙ୍କର ଅଛି।

ପ୍ରଥମ ଶାମୁୟେଲ 8:19

କିନ୍ତୁ ଲୋକମାନେ ଶାମୁୟେଲଙ୍କ କଥାକକ୍ସ୍ଟ ଭୃକ୍ଷପେ କଲେ ନାହିଁ। ସମାନେେ କହିଲେ, ନା, ଆମକକ୍ସ୍ଟ ଶାସନ କରିବା ପାଇଁ ରାଜା ଦରକାର।

ପ୍ରଥମ ଶାମୁୟେଲ 10:25

ଶାମକ୍ସ୍ଟଯଲେ ଲୋକମାନଙ୍କୁ ବନ୍ଧକ୍ସ୍ଟତାର ନିଯମ ଜଣାଇଲେ ଏବଂ ତାହା ଖଣ୍ଡେ ପୁସ୍ତକକରେ ଲେଖି ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ରଖିଲେ। ତା'ପରେ ଶାମକ୍ସ୍ଟଯଲେ ଲୋକମାନଙ୍କୁ ନିଜ ନିଜ ଘରକକ୍ସ୍ଟ ୟିବାକକ୍ସ୍ଟ କହିଲେ।

ପ୍ରଥମ ଶାମୁୟେଲ 12:19

ସମସ୍ତ ଲୋକ ଶାମୁୟେଲଙ୍କୁ କହିଲେ, ଆମ୍ଭମାନେେ ଯେପରି ନ ମରକ୍ସ୍ଟ ସେଥିପାଇଁ ତୁମ୍ଭେ ଆପଣା ଦାସମାନଙ୍କ ନିମନ୍ତେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କର, କାରଣ ଆମ୍ଭମାନେେ ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧ ରେ ଅନକେ ଥର ପାପ କରିଅଛକ୍ସ୍ଟ ଏବଂ ବର୍ତ୍ତମାନ ଆମ୍ଭମାନେେ ରାଜାଙ୍କକ୍ସ୍ଟ ମାଗି ପାପକକ୍ସ୍ଟ ବଢଇେ ଦେଉଛକ୍ସ୍ଟ।

Interlinear

Choose Theme