Home Bibles ମାଥିଉଲିଖିତ ସୁସମାଚାର 22:18 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 22:18 · ଓଡ଼ିଆ ବାଇବେଲ

କିନ୍ତୁ ଯୀଶୁ ସମାନଙ୍କେ ଦୁଷ୍ଟତା ବୁଝି ପାରିଲେ। ସେ କହିଲେ, ହେ କପଟୀଗଣ! ମାେତେ ଫାନ୍ଦ ରେ ପକାଇବାକୁ କାହିଁକି ଚେ଼ଷ୍ଟା କରୁଛ?

Cross references

ମାଥିଉଲିଖିତ ସୁସମାଚାର 16:1

ଫାରୂଶୀ ଓ ସାଦ୍ଦୂକୀମାନେ ଯୀଶୁଙ୍କ ନିକଟକୁ ଆସିଲେ। ସମାନେେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଚାହୁଁଥିଲେ। ତେଣୁ ସମାନେେ ଯୀଶୁଙ୍କ କୌଣସି ଆଶ୍ଚର୍ୟ୍ଯ କାର୍ୟ୍ଯ ଦଖାଇବୋକୁ କହିଲେ, କାରଣ ଯୀଶୁ ଆଶ୍ଚର୍ୟ୍ଯ କାର୍ୟ୍ଯ ଦଖାଇବୋ ଫଳ ରେ ପ୍ରମାଣିତ ହାଇେ ପାରିବ ଯେ ସେ ପରମେଶ୍ବରଙ୍କ ପାଖରୁ ଆସିଛନ୍ତି।

ମାଥିଉଲିଖିତ ସୁସମାଚାର 19:3

କେତକେ ଫାରୂଶୀ ପରୀକ୍ଷା କରିବା ପାଇଁ ତାହାଙ୍କ ପାଖକୁ ଆସିଲେ। ସମାନେେ ପଚ଼ାରିଲେ, ଜଣେ ପୁରୁଷ କୌଣସି କାରଣରୁ ତାର ସ୍ତ୍ରୀକୁ ଛାଡି ଦବୋ ନ୍ଯାୟସଙ୍ଗତ କି?

ମାର୍କଲିଖିତ ସୁସମାଚାର 2:8

ଧର୍ମଶାସ୍ତ୍ରୀମାନେ ତାହାଙ୍କ ବିଷୟ ରେ ସେସବୁ ଭାବୁଛନ୍ତି ବୋଲି ଯୀଶୁ ସଙ୍ଗେ ସଙ୍ଗେ ଜାଣି ପାରିଲେ। ତେଣୁ ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ମନ ରେ ଏସବୁ କଥା କାହିଁକି ଭାବୁଛ।

ମାର୍କଲିଖିତ ସୁସମାଚାର 12:5

ତା'ପରେ ସେ ଆଉ ଜଣେ ଚାକରକୁ ପଠାଇଲା। କୃଷକମାନେ ଏହି ଚାକରଟିକୁ ଜୀବନ ରେ ମାରି ଦେଲେ। ସେ ଲୋକଟି ଆଉ ଅଧିକ ଚାକରଙ୍କୁ ପଠାଇଲା, କିନ୍ତୁ କୃଷକମାନେ କେତକଙ୍କେୁ ପିଟିଲେ ଓ ଅନ୍ୟ କେତଙ୍କେୁ ଜୀବନ ରେ ମାରି ଦେଲେ।

ଲୂକଲିଖିତ ସୁସମାଚାର 5:22

କିନ୍ତୁ ଯୀଶୁ ଜାଣପାରିଲେ ଯେ ସମାନେେ କ'ଣ ଭାବୁଛନ୍ତି। ସେ କହିଲେ, ତୁମ୍ଭମାନେେ ମନ ଭିତ ରେ ଏଭଳି ବିଚାର କାହିଁକି ଆଣୁଛ?

ଲୂକଲିଖିତ ସୁସମାଚାର 9:47

ଯୀଶୁ ସମାନଙ୍କେର ମନଭାବ ଜାଣିଗଲେ। ତେଣୁ ସେ ଗୋଟିଏ େଛାଟ ପିଲାକୁ ନିଜ ପାଖ ରେ ଠିଆ କରାଇଲେ।

ଲୂକଲିଖିତ ସୁସମାଚାର 10:25

ତା'ପରେ ଜଣେ ଧର୍ମଶାସ୍ତ୍ରୀ ଠିଆ ହେଲେ। ସେ ଯୀଶୁଙ୍କୁ ପରୀକ୍ଷା କରିବା ପାଇଁ ତାହାଙ୍କୁ ପଚାରିଲେ, ଗୁରୁ, ଅନନ୍ତ ଜୀବନ ଲାଭ କରିବା ପାଇଁ ମୁଁ କ'ଣ କରିବି?

ଲୂକଲିଖିତ ସୁସମାଚାର 20:23

କିନ୍ତୁ ଯୀଶୁ ଜାଣିଥିଲେ ଯେ ଏହି ଲୋକମାନେ ତାହାଙ୍କୁ ଫାନ୍ଦ ରେ ପକାଇବାକୁ ଚାହୁଁଛନ୍ତି। ତେଣୁ ଯୀଶୁ ସମାନଙ୍କେୁ କହିଲେ,

ଯୋହନଲିଖିତ ସୁସମାଚାର 2:25

ମନୁଷ୍ଯର ମନ ଭିତ ରେ କ'ଣ ଅଛି, ତାହା ସେ ଭଲ ଭାବରେ ଜାଣିଥିଲେ। ତେଣୁ ତାହାଙ୍କୁ ଲୋକମାନଙ୍କ ବିଷୟ ରେ ବୁଝଇବୋ କାହାରି ଦରକାର ନଥିଲା।

ଯୋହନଲିଖିତ ସୁସମାଚାର 8:6

ଯିହୂଦୀୟମାନେ ଯୀଶୁଙ୍କୁ ହଇରାଣ କରିବା ପାଇଁ ଏଭଳି ପ୍ରଶ୍ନ ପଚାରୁଥିଲେ। ସମାନେେ ଯୀଶୁଙ୍କର ଭୁଲ ଧରିବାକୁ ଚାହୁଁଥିଲେ। ତାହାହେଲେ ସମାନେେ ତାହାଙ୍କ ବିରୁଦ୍ଧ ରେ ଅଭିଯୋଗ ଆଣିପାରିବେ। କିନ୍ତୁ ଯୀଶୁ ଆଣ୍ଠଇେ ଆଙ୍ଗୁଳି ସାହାୟ୍ଯ ରେ ଭୂମି ଉପରେ କିଛି ଲେଖିବା ରେ ଲାଗିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:9

ତା'ପରେ ପିତର କହିଲେ, ତୁମ୍ଭମାନେେ ଦୁ ହେଁ ପ୍ରଭୁଙ୍କ ଆତ୍ମାକୁ ପରୀକ୍ଷା କରିବା ପାଇଁ କାହିଁକି ଏକମତ ହେଲ? ଦେଖ, ଯେଉଁମାନେ ତୁମ୍ଭର ସ୍ବାମୀକୁ କବର ଦଇେଛନ୍ତି, ସମାନେେ ଦ୍ବାର ପାଖ ରେ ପହଞ୍ଚିଗଲଣେି। ତୁମ୍ଭକୁ ମଧ୍ଯ ସମାନେେ ବାହାରକୁ ଟାଣି ନଇେଯିବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:23

ମୁଁ ତା'ର ସନ୍ତାନମାନଙ୍କୁ ମଧ୍ଯ ମହାମାରୀ ଦ୍ବାରା ବଧ କରିବି। ସେତବେେଳେ ସମସ୍ତ ମଣ୍ଡଳୀବର୍ଗ ଜାଣିବେ ଯେ, ମୁଁ, ଲୋକମାନଙ୍କର ଭାବନା ଓ ବିଚାରଗୁଡ଼ିକ ଜାଣେ ଓ ତାହାର ପରୀକ୍ଷା କରେ। ମୁଁ ତୁମ୍ଭ ପ୍ରେତ୍ୟକକଙ୍କୁ ତୁମ୍ଭର କର୍ମ ଅନୁସାରେ ଫଳ ଦବେି।

Interlinear

Choose Theme