Cross references
ପ୍ରଥମ ଶାମୁୟେଲ 17:25
ଜଣେ ଇଶ୍ରାୟେଲର ଲୋକ କହିଲା, ତୁମ୍ଭମାନେେ ସହେି ବ୍ଯକ୍ତିକକ୍ସ୍ଟ ଦେଖିଲକି ୟିଏ ଇଶ୍ରାୟେଲକକ୍ସ୍ଟ ଅବମାନନା କରିବାକୁ ଆସିଥିଲା? ଏହାକକ୍ସ୍ଟ ଯେଉଁଲୋକ ହତ୍ଯା କରିବ, ରାଜା ତାହାଙ୍କକ୍ସ୍ଟ ବହକ୍ସ୍ଟତ ଧନ ରେ ଧନବାନ କରିବେ ଓ ତାହାକକ୍ସ୍ଟ ଆପଣା କନ୍ଯା ଦବେେ। ଆଉ ଇଶ୍ରାୟେଲ ମଧିଅରେ ତା'ର ପିତୃ ଗୃହକକ୍ସ୍ଟ ନିଷ୍କର କରିବେ।
ମାଥିଉଲିଖିତ ସୁସମାଚାର 3:15
ଉତ୍ତର ରେ ଯୀଶୁ ତାହାଙ୍କୁ କହିଲେ, ବହିଭଳି ହେଉ। ଆମ୍ଭେ ସମସ୍ତ ବିଷୟ କରିବା ଉଚିତ, ଯାହା ଉତ୍ତମ ଅଟେ। ତେଣୁ ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦବୋପାଇଁ ରାଜି ହେଲେ।
ମାଥିଉଲିଖିତ ସୁସମାଚାର 22:17
ଏ ବିଷୟ ରେ ତୁମ୍ଭ ମତାମତ କ'ଣ ଆମ୍ଭକୁ କୁହ। କାଇସରଙ୍କୁ କର ଦବୋ ଉଚ଼ିତ ହବେ, ନା ନାହିଁ?
ମାଥିଉଲିଖିତ ସୁସମାଚାର 22:19
କର ଦବୋ ପାଇଁ ବ୍ଯବହୃତ ହେଉଥିବା ଗୋଟେ ମୁଦ୍ର ମାେତେ ଦଖାେଅ। ସମାନେେ ଯୀଶୁଙ୍କୁ ଗୋଟିଏ ରେ ୗପ୍ୟମୁଦ୍ରା ଦଖାଇେଲେ।
ମାଥିଉଲିଖିତ ସୁସମାଚାର 22:21
ଲୋକମାନେ କହିଲେ, କାଇସରଙ୍କର।
ରୋମୀୟଙ୍କ ପ୍ରତି ପତ୍ର 13:6
ଏହି ଦୃଷ୍ଟିରୁ ତୁମ୍ଭମାନେେ ସରକାରକୁ କର ମଧ୍ଯ ଦିଅ। ସମାନେେ ପରମେଶ୍ବରଙ୍କ ସବୋ ରେ ରହିଛନ୍ତି, ଏବଂ ସହେି କାର୍ୟ୍ଯ କରିବା ପାଇଁ ନିଜର ସଂପୂର୍ଣ ସମୟ ଦେଉଛନ୍ତି।