କୁହତ ଦେଖି, ତୁମ୍ଭେ ଏବିଷୟ ରେ କ'ଣ ଭାବୁଛ? ଜଣେ ଲୋକର ଦୁଇଟି ପୁଅ ଥିଲେ। ସେ ପ୍ରଥମ ପୁଅ ପାଖକୁ ଯାଇ କହିଲା, 'ପୁଅ ଆଜି ଯା ଓ ଅଙ୍ଗୁର ବଗିଚ଼ା ରେ କାମ କର।'
Cross references
ପିତର ଉତ୍ତର ଦେଲେ, ହଁ, ସେ ଦିଅନ୍ତି।
ସ୍ବର୍ଗରାଜ୍ଯ ଜଣେ ଜମିଦାରଙ୍କ ଭଳି। ଜମିଦାରଙ୍କର କେତକେ ଦ୍ରାକ୍ଷା ବଗିଚ଼ା ଥିଲା। ଦିନେ ବଡ଼ି ସକାଳୁ ସେ ତାହାଙ୍କ ଦ୍ରାକ୍ଷା ବଗିଚ଼ା ରେ କାମ କରିବା ପାଇଁ ଅନ୍ୟ କେତକେ ଶ୍ରମାକ ଆଣିବାକୁ ବାହାରିଗଲେ।
ତେଣୁ ସମାନେେ ମଧ୍ଯ ଦ୍ରାକ୍ଷା ବଗିଚ଼ାକୁ କାମ କରିବାକୁ ଗଲେ।
ଆଉ ଗୋଟିଏ କାହାଣୀ ଶୁଣ। ଜଣେ ଜମିମାଲିକ ଥିଲେ। ତାହାଙ୍କ ଜମି ରେ ସେ ଦ୍ରାକ୍ଷା ଲଗାଇଲେ। ସେ ତା ଚ଼ାରିପଟେ ବାଡ଼ ଲଗାଇଲେ। ସେ ଦ୍ରାକ୍ଷାରସ ବାହାର କରିବା ପାଇଁ ସେଥି ରେ ଦ୍ରାକ୍ଷାକୁଣ୍ଡଟିଏ ଖାେଳିଲେ। ସେ ସଠାେରେ ପ୍ରହରୀଗୃହଟିଏ ନିର୍ମାଣ କଲେ ଓ କେତକେ କୃଷକଙ୍କୁ ଜମିଟି ଭାଗ ଦଇେ ଦେଲେ। ତା'ପରେ ସେ ବିଦେଶ ଯାତ୍ରା ରେ ବାହାରି ଗଲେ।
ଏ ବିଷୟ ରେ ତୁମ୍ଭ ମତାମତ କ'ଣ ଆମ୍ଭକୁ କୁହ। କାଇସରଙ୍କୁ କର ଦବୋ ଉଚ଼ିତ ହବେ, ନା ନାହିଁ?
ଏହା ଏହିଭଳି ଘଟଣା, ଯେପରି ଜଣେ ବ୍ଯକ୍ତି କୌଣସି ସ୍ଥାନକୁ ଯାତ୍ରା କଲା ବେଳେ ଚାକରମାନଙ୍କ ଉପରେ ନିଜ ଘରର ଦାଯିତ୍ବ ଛାଡି ଦଇଯୋଏ ଓ ପ୍ରେତ୍ୟକକ ଚାକରକୁ ତାର ନିର୍ଦ୍ଦିଷ୍ଟ କାମ ଦଇେଥାଏ ଏବଂ ଦ୍ବାରପାଳକକୁ ସଦା ବେଳେ ପ୍ରସ୍ତୁତ ହାଇେ ରହିବାକୁ ଅଦେଶ ଦଇେଥାଏ।
ଶୀଲୋହ ରେ ସହେି ଯେଉଁ ଅଠର ଜଣଙ୍କ ଉପରେ ପ୍ରହରୀଗୃହ ଭାଙ୍ଗି ପଡିଲା, ତୁମ୍ଭମାନେେ କ'ଣ ଭାବୁଛ ଯେ ସମାନେେ ୟିରୂଶାଲମ ରେ ରହୁଥିବା ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ ପାପୀ ଥିଲେ?
ଯୀଶୁ କହିଲେ, ଜଣେ ଲୋକର ଦୁଇ ପୁଅ ଥିଲେ।
ତୁମ୍ଭମାନେେ ବୁଦ୍ଧିମାନ, ତେଣୁ ମୁଁ ଏହ କହୁଛି। ମୁଁ ଯାହା କହୁଛି, ତୁମ୍ଭମାନେେ ନିଜେ ପରୀକ୍ଷା କରି ଦେଖ।
ଏହା ଜାଣି ପ୍ରଭୁଙ୍କ କାର୍ୟ୍ଯ ରେ ସର୍ବଦା ନିଜକୁ ନିଯୋଜିତ କର।