Home Bibles ମାଥିଉଲିଖିତ ସୁସମାଚାର 21:33 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 21:33 · ଓଡ଼ିଆ ବାଇବେଲ

ଆଉ ଗୋଟିଏ କାହାଣୀ ଶୁଣ। ଜଣେ ଜମିମାଲିକ ଥିଲେ। ତାହାଙ୍କ ଜମି ରେ ସେ ଦ୍ରାକ୍ଷା ଲଗାଇଲେ। ସେ ତା ଚ଼ାରିପଟେ ବାଡ଼ ଲଗାଇଲେ। ସେ ଦ୍ରାକ୍ଷାରସ ବାହାର କରିବା ପାଇଁ ସେଥି ରେ ଦ୍ରାକ୍ଷାକୁଣ୍ଡଟିଏ ଖାେଳିଲେ। ସେ ସଠାେରେ ପ୍ରହରୀଗୃହଟିଏ ନିର୍ମାଣ କଲେ ଓ କେତକେ କୃଷକଙ୍କୁ ଜମିଟି ଭାଗ ଦଇେ ଦେଲେ। ତା'ପରେ ସେ ବିଦେଶ ଯାତ୍ରା ରେ ବାହାରି ଗଲେ।

Cross references

ଦିତୀୟ ବିବରଣ 1:15

ତେଣୁ ମୁ ତୁମ୍ଭମାନଙ୍କ ଗୋଷ୍ଠୀ ସମୂହ ମଧ୍ଯରକ୍ସ୍ଟ ଜ୍ଞାନି ଓ ଅଭିଜ୍ଞ ଲୋକମାନଙ୍କୁ ତୁମ୍ଭମାନଙ୍କ ଉପରେ ନେତାରୂପେ ନିୟକ୍ସ୍ଟକ୍ତି କଲି। ଏହିରୂପେ ତୁମ୍ଭମାନଙ୍କ ଉପରେ ସହସ୍ରପତି, ଶତପତି, ପଞ୍ଚାଶତପତି, ଦଶପତିମାନଙ୍କୁ ନିୟକ୍ସ୍ଟକ୍ତି କଲି, ଏବଂ ପ୍ରେତ୍ୟକକ ଗୋଷ୍ଠୀ ପାଇଁ ଅଧ୍ଯକ୍ଷମାନଙ୍କୁ ମଧ୍ଯ ନିୟକ୍ସ୍ଟକ୍ତି ଦଲେି।

ଦିତୀୟ ବିବରଣ 16:18

ସଦାପ୍ରଭୁ ତୁମ୍ଭମାନଙ୍କର ଦ୍ବାରା ଦତ୍ତ ସମସ୍ତ ସହର ପାଇଁ ବିଚାରକର୍ତ୍ତା ଓ ଅଧିକାରୀମାନଙ୍କୁ ବାଛିବା ଉଚିତ୍। ପ୍ରେତ୍ୟକକ ଗୋଷ୍ଠୀଯ ଏପରି କରିବା ଉଚିତ୍। ଏବଂ ସହେି ଲୋକମାନେ ସମାନଙ୍କେୁ ଶାସନ କରିବେ ଓ ନ୍ଯାଯ ସକ୍ସ୍ଟରକ୍ଷିତ କରିବେ।

ଦିତୀୟ ବିବରଣ 17:9

ତୁମ୍ଭେ ଲବେୀ ପରିବାରବର୍ଗର ଯାଜକମାନଙ୍କ ପାଖକକ୍ସ୍ଟ ଓ ବିଗ୍ଭରକର୍ତ୍ତା ନିକଟକକ୍ସ୍ଟ ୟିବା ଉଚିତ୍, ଯେଉଁମାନେ ସେସମୟରେ ଉପସ୍ଥିତ ଥିଲେ। ଆଉ ତୁମ୍ଭମାନେେ ବକ୍ସ୍ଟଝିବ ତହିଁରେ ସମାନେେ ତୁମ୍ଭକୁ ବିଗ୍ଭରର ନିଷ୍ପତ୍ତି ଜଣାଇବେ।

ଦିତୀୟ ବିବରଣ 33:8

ମାଶାେ ଲବେୀଙ୍କ ବିଷଯ ରେ ଏହି କଥା କହିଲେ, ଲବେୀ ତୁମ୍ଭର ଅନକ୍ସ୍ଟସରଣକାରୀ ଲୋକ। ସଦାପ୍ରଭୁ, ତୁମ୍ଭର ତକ୍ସ୍ଟମ୍ମୀମ୍ ଓ ଊରୀମ୍ ତକ୍ସ୍ଟମ୍ଭ ଆର୍ମୀକ ପୁରୁଷ ସହିତ ଅଛନ୍ତି। ତୁମ୍ଭେ ମଃସା ରେ ତାହାର ପରୀକ୍ଷା କଲ। ମରୀବାଃ ଜଳ ନିକଟରେ ତୁମ୍ଭେ ତାଙ୍କୁ ବି ରୋଧ କଲ ଏବଂ ତୁମ୍ଭେ ସଠାେରେ ଜାଣିଲ, ଯେ ସେ ତୁମ୍ଭର ଲୋକ।

ପ୍ରଥମ ରାଜାବଳୀ 22:19

ପୁଣି ମୀଖାଯ କହିଲେ, ତୁମ୍ଭେ ସଦାପ୍ରଭୁଙ୍କ ବାକ୍ଯ ଶୁଣ, ମୁଁ ଦେଖିଲି ସଦାପ୍ରଭୁ ତାଙ୍କ ସିଂହାସନ ରେ ଉପବିଷ୍ଟ ଓ ତାଙ୍କର ଦକ୍ଷିଣ ଓ ବାମ ହସ୍ତ ରେ ତାହାଙ୍କ ନିକଟରେ ସ୍ବର୍ଗୀଯ ଦୂତମାନେ ଉଭା ହାଇେଛନ୍ତି।

ଗୀତସଂହିତା 80:8

ତୁମ୍ଭେ ମିଶରରୁ ଗୋଟିଏ ପ୍ପଦ୍ରାକ୍ଷାଲତାଗ୍ଦଗ୍ଦ ଆଣିଲ। ତୁମ୍ଭେ ଅନ୍ୟ ଜାତିମାନଙ୍କୁ ସହେି ସ୍ଥାନରୁ ତଡ଼ି ଦଇେ ତୁମ୍ଭେ ସହେି ଭୂମିରେ ଦ୍ରାକ୍ଷାଲତା ରୋପଣ କର।

ପରମଗୀତ 8:11

ବାଲ-ହାମାନେ ରେ ଶଲୋମନଙ୍କର ଏକ ଦ୍ରାକ୍ଷାକ୍ଷେତ୍ର ଥିଲା। ସେ ଦ୍ରାକ୍ଷାକ୍ଷେତ୍ରଟିକୁ ରକ୍ଷକମାନଙ୍କ ହାତ ରେ ନ୍ଯସ୍ତ କଲେ। ପ୍ରେତ୍ୟକକ ରକ୍ଷକକୁ ତହିଁର ଫଳ ପାଇଁ 1,000 ରୂପାମୁଦ୍ରା ଦବୋକୁ ପଡ଼ିଲା।

ଯିଶାଇୟ 1:10

ହେ ସଦୋମର ପ୍ରାଚୀନଗଣ, ତୁମ୍ଭମାନେେ ସଦାପ୍ରଭୁଙ୍କର ବାର୍ତ୍ତା ଶୁଣ। ହେ ହ ମାରୋର ଲୋକମାନେ ପରମେଶ୍ବରଙ୍କ ଶିକ୍ଷାସମୂହ ପ୍ରତି ଧ୍ଯାନ ଦିଅ।

ଯିଶାଇୟ 5:1

ବର୍ତ୍ତମାନସମାରପ୍ରିଯତମ ପରଲମଶ୍ବରଙ୍କ ଉଦ୍ଦଲଶ୍ଯସର ଏକ ସଙ୍ଗୀତ ଗାନ କରିବି। ଏହି ସଙ୍ଗୀତଟିସମାର ପ୍ରିଯତମ ପ୍ରଭୁ ଓ ଇଶ୍ରାଲୟଲର ଦ୍ରାକ୍ଷାକ୍ଷଲତ୍ର ବିଷଯସର ଅଲଟ।ସମାରପ୍ରିଯତମ ପ୍ରଭୁଙ୍କର ଉର୍ବର ପର୍ବତ ଉପସର ଏକ ଦ୍ରାକ୍ଷାକ୍ଷଲତ୍ର ଥିଲା।

ଯିରିମିୟ 2:21

ହେ ଯିହୁଦା, ମୁଁ ତୁମ୍ଭକୁ ସ୍ବତନ୍ତ୍ର ବୀଜରୁ ଉତ୍ପନ୍ନ ଏକ ଦ୍ରାକ୍ଷାଲତା କରି ରୋପଣ କରିଥିଲି। ତବେେ ତୁମ୍ଭେ କାହିଁକି ବନ୍ଯ ଦ୍ରାକ୍ଷାଲତା ହେଲ ?

ଯିରିମିୟ 19:3

ଆଉ କୁହ, ' ହେ ଯିହୁଦାର ରାଜାଗଣ ଓ ୟିରୁଶାଲମ ନିବାସୀମାନେ, ତୁମ୍ଭମାନେେ ସଦାପ୍ରଭୁଙ୍କ ବାକ୍ଯ ଶୁଣ। ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ସ୍ଥାନକୁ ଦୁର୍ଦ୍ଦଶା ଆଣୁଅଛୁ। ତାହା ୟିଏ ଶୁଣିବ ସେ ଭୟ ରେ ଶିହିରି ଉଠିବ।

ହୋଶେୟ 4:1

ଇଶ୍ରାୟେଲର ଲୋକମାନେ ସଦାପ୍ରଭୁଙ୍କର ବାର୍ତ୍ତା ଶୁଣ। ଏହି ରାଜ୍ଯର ଲୋକମାନଙ୍କ ବିରୁଦ୍ଧ ରେ ସଦାପ୍ରଭୁ ତାଙ୍କର ଆରୋପ ଦର୍ଶାଇବେ। ଏହି ଦେଶର ଲୋକମାନେ ପ୍ରକୃତ ରେ ପରମେଶ୍ବରଙ୍କୁ ଜାଣନ୍ତି ନାହିଁ। ଏହି ଲୋକମାନେ ପ୍ରକୃତ ରେ ପରମେଶ୍ବରଙ୍କ ପ୍ରତି ସତ୍ ଓ ବିଶ୍ବସ୍ତ ନୁହଁନ୍ତି।

ମଲାଖୀ 2:4

ତାହା ହେଲେ ତୁମ୍ଭମାନେେ ଜାଣିବ ଯେ, ଆମ୍ଭେ ଏହି ଆଜ୍ଞା ତୁମ୍ଭମାନଙ୍କୁ ପଠାଇଲୁ। ଆମ୍ଭେ ଏହା କଲୁ ଯାହାଦ୍ବରା ଲବେୀମାନଙ୍କ ସହିତ ଆମ୍ଭର ନିଯମ ଗ୍ଭଲୁ ରହିବ। ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କହିଥିଲେ।

ମାଥିଉଲିଖିତ ସୁସମାଚାର 13:18

ତବେେ କୃଷକ ସମ୍ବନ୍ଧୀୟ ଦୃଷ୍ଟାନ୍ତର ଅର୍ଥ ଶୁଣ।

ମାଥିଉଲିଖିତ ସୁସମାଚାର 21:28

କୁହତ ଦେଖି, ତୁମ୍ଭେ ଏବିଷୟ ରେ କ'ଣ ଭାବୁଛ? ଜଣେ ଲୋକର ଦୁଇଟି ପୁଅ ଥିଲେ। ସେ ପ୍ରଥମ ପୁଅ ପାଖକୁ ଯାଇ କହିଲା, 'ପୁଅ ଆଜି ଯା ଓ ଅଙ୍ଗୁର ବଗିଚ଼ା ରେ କାମ କର।'

ମାଥିଉଲିଖିତ ସୁସମାଚାର 23:2

ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ ମାଶାଙ୍କେ ବ୍ଯବସ୍ଥାର ବ୍ଯାଖ୍ଯା କରିବାର ଅଧିକାର ପାଇଛନ୍ତି।

ମାଥିଉଲିଖିତ ସୁସମାଚାର 25:14

ସ୍ବର୍ଗରାଜ୍ଯ ଘର ଛାଡ଼ି ବିଦେଶକୁ ବୁଲିବାକୁ ଯାଉଥିବା ଲୋକଟିଏ ଭଳି। ସହେି ଲୋକ ୟିବା ପୂର୍ବରୁ ତା'ର ଚ଼ାକରମାନଙ୍କୁ ଡ଼ାକି ତାର ଅନୁପସ୍ଥିତି ରେ ସମସ୍ତ ସମ୍ପତ୍ତିର ଯତ୍ନ ନବୋକୁ କହିଲେ।

ମାର୍କଲିଖିତ ସୁସମାଚାର 12:1

ଯୀଶୁ ଦୃଷ୍ଟାନ୍ତ ମାଧ୍ଯମ ରେ ଲୋକମାନଙ୍କୁ ଶିକ୍ଷା ଦେଲେ; ସେ କହିଲେ, ଜଣେ ଲୋକ ଗୋଟିଏ ଦ୍ରାକ୍ଷାକ୍ଷେତ୍ର ଲଗାଇଲା। ତାହାର ଚାରିପଟେ ପାଚରେୀ କରି ଦଲୋ। ଦ୍ରାକ୍ଷାରସ ସଂଗ୍ରହ କରିବା ପାଇଁ ଗୋଟିଏ କୁଣ୍ଡ ତିଆରି କଲା। ସେ ପ୍ରହରୀ ଗୃହଟି ମଧ୍ଯ ତିଆରି କଲା। ସେ କେତକେ କୃଷକଙ୍କୁ ସହେି ବଗିଚାକୁ ଭାଗ ରେ ଦଲୋ, ତା'ପରେ ସେ ପରିଭ୍ରମଣ ଉଦ୍ଦେଶ୍ଯ ରେ ସେ ସ୍ଥାନ ଛାଡି ଚାଲିଗଲା।

ମାର୍କଲିଖିତ ସୁସମାଚାର 13:34

ଏହା ଏହିଭଳି ଘଟଣା, ଯେପରି ଜଣେ ବ୍ଯକ୍ତି କୌଣସି ସ୍ଥାନକୁ ଯାତ୍ରା କଲା ବେଳେ ଚାକରମାନଙ୍କ ଉପରେ ନିଜ ଘରର ଦାଯିତ୍ବ ଛାଡି ଦଇଯୋଏ ଓ ପ୍ରେତ୍ୟକକ ଚାକରକୁ ତାର ନିର୍ଦ୍ଦିଷ୍ଟ କାମ ଦଇେଥାଏ ଏବଂ ଦ୍ବାରପାଳକକୁ ସଦା ବେଳେ ପ୍ରସ୍ତୁତ ହାଇେ ରହିବାକୁ ଅଦେଶ ଦଇେଥାଏ।

ଲୂକଲିଖିତ ସୁସମାଚାର 19:12

ଲୋକମାନେ ଏହି କଥା ଭାବୁଥିବା ଯୀଶୁ ଜାଣି ପାରିଲେ। ତେଣୁ ସେ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତଟି କହିଲେ: ଜଣେ ଅତି ମାନ୍ଯଗଣ୍ଯ ବ୍ଯକ୍ତି ରାଜା ହବୋ ପାଇଁ କୌଣସି ଏକ ଦ୍ବର ରାଜ୍ଯକୁ ୟିବାକୁ ପ୍ରସ୍ତୁତ ହେଉଥିଲେ। ତା'ପରେ ସେ ଫରେିଆସି ନିଜ ଲୋକମାନଙ୍କ ଉପରେ ଶାସନ କରିବାକୁ ଯୋଜନା କଲେ।

ଲୂକଲିଖିତ ସୁସମାଚାର 20:9

ତା'ପରେ ଯୀଶୁ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତଟି କହିଲେ, ଗୋଟିଏ ଲୋକ କିଛି ଜମି ରେ ଅଙ୍ଗୁର ଚାଷ କଲା। ସେ ଏହି ଜମିଟି କେତେ ଜଣ କୃଷକଙ୍କୁ ଭାଗ ଦଇେ ଦଲୋ। ତା'ପରେ ସେ ଦୀର୍ଘ ସମୟ ପର୍ୟ୍ଯନ୍ତ ସଠାରୁେ ଚାଲିଗଲା।

ଯୋହନଲିଖିତ ସୁସମାଚାର 15:1

ଯୀଶୁ କହିଲେ, ମୁଁ ହେଉଛ ପ୍ରକୃତ ଦ୍ରାକ୍ଷାଲତା ଓ ମାରେ ପରମପିତା କୃଷକ ଅଟନ୍ତି।

Interlinear

Choose Theme