Home Bibles ଲୂକଲିଖିତ ସୁସମାଚାର 15:11 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 15:11 · ଓଡ଼ିଆ ବାଇବେଲ

ଯୀଶୁ କହିଲେ, ଜଣେ ଲୋକର ଦୁଇ ପୁଅ ଥିଲେ।

Cross references

ଯିରିମିୟ 35:16

ରେଖବର ପୁତ୍ର ଯିହାନୋଦବର ବଂଶଧରଗଣ ସମାନଙ୍କେ ପ୍ରତି ଆବିଷ୍ଟ ହାଇେଥିବା ଆଜ୍ଞା ପ୍ରତିପାଳନ କରି ଆସୁଅଛନ୍ତି। ମାତ୍ର ଯିହୁଦାର ଲୋକମାନେ ଆମ୍ଭ କଥା ରେ ଅବଧାନ କରି ନାହାଁନ୍ତି।

ମାଥିଉଲିଖିତ ସୁସମାଚାର 21:23

ଯୀଶୁ ମନ୍ଦିର ପରିସରକୁ ଗଲେ। ସଠାେରେ ସେ ଉପଦେଶ ଦେଉଥିବା ସମୟରେ ପ୍ରଧାନ ଯାଜକ ଓ ଲୋକମାନଙ୍କର ପ୍ରାଚ଼ୀନ ନେତାମାନେ ତାହାଙ୍କ ପାଖକୁ ଆସିଲେ। ସମାନେେ ଯୀଶୁଙ୍କୁ ପଚ଼ାରିଲେ, ଆମ୍ଭକୁ କୁହ, ଏଭଳି ସବୁ କାମ କେଉଁ ଅଧିକାର ରେ ତୁମ୍ଭେ କରୁଛ? ତୁମ୍ଭକୁ ଏ ଅଧିକାର କିଏ ଦଲୋ?

Interlinear

Choose Theme