ଶିଷ୍ଯମାନେ ଉତ୍ତର ଦେଲେ, କେତକେ ଆପଣଙ୍କୁ ବାପ୍ତିଜକ ଯୋହନ ବୋଲି କହୁଛନ୍ତି ତ କେତକେ ଏଲିୟ ବୋଲି କହୁଛନ୍ତି। ଅନ୍ୟମାନେ ଆପଣଙ୍କୁ ୟିରିମିୟ ବା ଭବିଷ୍ଯଦ୍ବକ୍ତା ମାନଙ୍କ ମଧ୍ଯରୁ ଜଣେ ବୋଲି କହୁଛନ୍ତି।
Cross references
ସଦାପ୍ରଭୁ କହିଲେ, ଦେଖ, ଭବିଷ୍ଯଦ୍ବକ୍ତା ଏଲିଯଙ୍କୁ ଆମ୍ଭେ ତୁମ୍ଭ ନିକଟକୁ ପଠାଇବା। ସଦାପ୍ରଭୁଙ୍କଠାରୁ ମହାନ୍ ଓ ଭୟଙ୍କର ବିଗ୍ଭର ଦିନ ଆସିବା ପୂର୍ବରୁ ସେ ଆସିବେ।
ସେ ତାହାଙ୍କ ଚାକରମାନଙ୍କୁ କହିଲେ, ଏହି ବ୍ଯକ୍ତି ପ୍ରକୃତ ରେ ବାପ୍ତିଜକ ଯୋହନ। ସେ ନିଶ୍ଚୟ ମୃତ୍ଯୁରୁ ପୁଣି ବଞ୍ଚି ଉଠିଛି, ସେଥିପାଇଁ ଏହି ଶକ୍ତି ଏହା ପାଖ ରେ କାମ କରୁଛି ଓ ସେ ଆଶ୍ଚର୍ୟ୍ଯ କାର୍ୟ୍ଯ କରିବାକୁ ସକ୍ଷମ ହେଉଛି।
ଯୀଶୁଙ୍କୁ ଶିଷ୍ଯମାନେ ପଚାରିଲେ, ତବେେ ଧର୍ମଶାସ୍ତ୍ରୀମାନେ କାହିଁକି କହୁଛନ୍ତି ଯେ ଖ୍ରୀଷ୍ଟଙ୍କ ପୂର୍ବରୁ ପ୍ରଥମେ ଏଲିୟ ନିଶ୍ଚୟ ଆସିବେ?
ଅନ୍ୟମାନେ କହୁଥିଲେ, ସେ ହେଉଛନ୍ତି ଏଲିୟ।
ସମାନେେ କହିଲେ, କେତକେ ଲୋକ କହୁଛନ୍ତି, ଆପଣ ବାପ୍ତିଜକ ଯୋହନ; ଆନ୍ଯମାନେ କହୁଛନ୍ତି ଆପଣ ଏଲିୟ; ଏବଂ ଆଉ କେତକେ କହୁଛନ୍ତି ଆପଣ ଭାବବାଦୀମାନଙ୍କ ମଧ୍ଯରୁ ଜଣେ।
ଆଉ କେତକେ କହୁଥିଲେ, ଏଲିୟ ଆମ୍ଭ ପାଖ ରେ ପ୍ରକଟିତ ହାଇେଛନ୍ତି। ଅନ୍ୟମାନେ ମଧ୍ଯ କହୁଥିଲେ, ଆଗ କାଳର କୌଣସି ଭବିଷ୍ଯଦ୍ବକ୍ତା ଜୀବନ ରେ ଉଠିଛନ୍ତି।
ଥରେ ଯୀଶୁ ଏକୁଟିଆ ପ୍ରାର୍ଥନା କରୁଥିଲେ। ତାହାଙ୍କ ଶିଷ୍ଯମାନେ ଏକାଠି ମିଳି ସହେିସ୍ଥାନକୁ ଆସିଲେ। ଯୀଶୁ ସମାନଙ୍କେୁ ପଚାରିଲେ, ମୁଁ କିଏ ବୋଲି ଲୋକେ କ'ଣ ସବୁ କହୁଛନ୍ତି?
ଯିହୂଦୀମାନେ ଯୋହନଙ୍କୁ ପଚାରିଲେ, ତାହାହେଲେ ତୁମ୍ଭେ କିଏ? ତୁମ୍ଭେ କ'ଣ ଏଲିୟ?
ସଠାେରେ ବହୁତ ଲୋକ ଥିଲେ। ସମାନଙ୍କେ ମଧ୍ଯରୁ ଅନକେେ ଗୋପନ ରେ ନିଜ ନିଜ ଭିତ ରେ ଯୀଶୁଙ୍କ ବିଷୟ ରେ କଥାବାର୍ତ୍ତା ହେଉଥିଲେ। କେତକେ ଲୋକ କହିଲେ, ସେ ଜଣେ ଉତ୍ତମ ଲୋକ। କିନ୍ତୁ ଅନ୍ୟମାନେ କହୁଥିଲେ, ନା, ସେ ଲୋକମାନଙ୍କୁ ପ୍ରତାରଣା କରୁଛି।
ଯୀଶୁଙ୍କ ଏହି କଥା ଲୋକମାନେ ଶୁଣିଲେ। କେତକେ ଲୋକ କହିଲେ, ଏହି ଲୋକ ପ୍ରକୃତ ରେ ସହେି ଭବିଷ୍ଯଦ୍ବକ୍ତା।
ଯିହୂଦୀମାନେ ସହେି ଲୋକକୁ ଆଉଥରେ ପଚାରିଲେ, ଏହି ଲୋକ (ଯୀଶୁ) ତୁମକୁ ସୁସ୍ଥ କଲା ଓ ତୁମେ ଦେଖି ପାରିଲ। ତୁମ୍ଭେ ତା' ବିଷୟ ରେ କ'ଣ କହୁଛ?