Home Bibles ମାଥିଉଲିଖିତ ସୁସମାଚାର 16:15 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 16:15 · ଓଡ଼ିଆ ବାଇବେଲ

ଯୀଶୁ କହିଲେ, ମୁଁ କିଏ ବୋଲି ତୁମ୍ଭେ କ'ଣ କହୁଛ?

Cross references

ମାଥିଉଲିଖିତ ସୁସମାଚାର 13:11

ଯୀଶୁ କହିଲେ, ସ୍ବର୍ଗରାଜ୍ଯର ନିଗୂଢ ସତ୍ଯ ଜାଣିବା ପାଇଁ କବଳେ ତୁମ୍ଭମାନଙ୍କୁ ଅଧିକାର ମିଳିଛି। ଏ ଅଧିକାର ସମାନଙ୍କେୁ ଦିଆଯାଇନାହିଁ।

ମାର୍କଲିଖିତ ସୁସମାଚାର 8:29

ଯୀଶୁ ସମାନଙ୍କେୁ ପଚାରିଲେ, ମୁଁ କିଏ ବୋଲି ତୁମ୍ଭମାନେ କ'ଣ କହୁଛ?

ଲୂକଲିଖିତ ସୁସମାଚାର 9:20

ଯୀଶୁ ସମାନଙ୍କେୁ କହିଲେ, ମୁଁ କିଏ ବୋଲି ତୁମ୍ଭମାନେେ କ'ଣ କହୁଛ?

Interlinear

Choose Theme