Home Bibles ଯୋହନଲିଖିତ ସୁସମାଚାର 7:40 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 7:40 · ଓଡ଼ିଆ ବାଇବେଲ

ଯୀଶୁଙ୍କ ଏହି କଥା ଲୋକମାନେ ଶୁଣିଲେ। କେତକେ ଲୋକ କହିଲେ, ଏହି ଲୋକ ପ୍ରକୃତ ରେ ସହେି ଭବିଷ୍ଯଦ୍ବକ୍ତା।

Cross references

ମାଥିଉଲିଖିତ ସୁସମାଚାର 21:11

ଯୀଶୁଙ୍କୁ ଅନୁସରଣ କରୁଥିବା ଲୋକେ କହିଲେ, ଏ ହେଉଛନ୍ତି ଭବିଷ୍ଯଦ୍ବକ୍ତା ଯୀଶୁ। ସେ ଗାଲିଲୀ ପ୍ରଦେଶ ରେ ନାଜରିତ ସହରରୁ ଆସିଛନ୍ତି।

ଯୋହନଲିଖିତ ସୁସମାଚାର 1:21

ଯିହୂଦୀମାନେ ଯୋହନଙ୍କୁ ପଚାରିଲେ, ତାହାହେଲେ ତୁମ୍ଭେ କିଏ? ତୁମ୍ଭେ କ'ଣ ଏଲିୟ?

ଯୋହନଲିଖିତ ସୁସମାଚାର 6:14

ଲୋକମାନେ ଯୀଶୁଙ୍କର ଏହି ଆଶ୍ଚର୍ୟ୍ଯକାର୍ୟ୍ଯ ଦେଖି କହିଲେ, ସେ ନିଶ୍ଚୟ ଜଣେ ଭବିଷ୍ଯଦ୍ବକ୍ତା, ୟିଏ କି ଏହି ଜଗତକୁ ଆସିଛନ୍ତ।

ରେରିତମାନଙ୍କ କାର୍ଯ୍ୟର ବିବରଣ 28:29

ସମାନେେ ତାହାକୁ ଶୁଣିବେ, ପୁଣି ଗ୍ରହଣ କରିବେ।

Interlinear

Choose Theme