Home Bibles ☰ Books ଲୂକଲିଖିତ ସୁସମାଚାର 9:8 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 9:8 · ଓଡ଼ିଆ ବାଇବେଲ

ଆଉ କେତକେ କହୁଥିଲେ, ଏଲିୟ ଆମ୍ଭ ପାଖ ରେ ପ୍ରକଟିତ ହାଇେଛନ୍ତି। ଅନ୍ୟମାନେ ମଧ୍ଯ କହୁଥିଲେ, ଆଗ କାଳର କୌଣସି ଭବିଷ୍ଯଦ୍ବକ୍ତା ଜୀବନ ରେ ଉଠିଛନ୍ତି।

Cross references

ମାଥିଉଲିଖିତ ସୁସମାଚାର 17:10

ଯୀଶୁଙ୍କୁ ଶିଷ୍ଯମାନେ ପଚାରିଲେ, ତବେେ ଧର୍ମଶାସ୍ତ୍ରୀମାନେ କାହିଁକି କହୁଛନ୍ତି ଯେ ଖ୍ରୀଷ୍ଟଙ୍କ ପୂର୍ବରୁ ପ୍ରଥମେ ଏଲିୟ ନିଶ୍ଚୟ ଆସିବେ?

ମାର୍କଲିଖିତ ସୁସମାଚାର 6:15

ଅନ୍ୟମାନେ କହୁଥିଲେ, ସେ ହେଉଛନ୍ତି ଏଲିୟ।

ମାର୍କଲିଖିତ ସୁସମାଚାର 8:28

ସମାନେେ କହିଲେ, କେତକେ ଲୋକ କହୁଛନ୍ତି, ଆପଣ ବାପ୍ତିଜକ ଯୋହନ; ଆନ୍ଯମାନେ କହୁଛନ୍ତି ଆପଣ ଏଲିୟ; ଏବଂ ଆଉ କେତକେ କହୁଛନ୍ତି ଆପଣ ଭାବବାଦୀମାନଙ୍କ ମଧ୍ଯରୁ ଜଣେ।

ଲୂକଲିଖିତ ସୁସମାଚାର 9:19

ସମାନେେ ଉତ୍ତର ଦେଲେ, କେତକେ କହୁଛନ୍ତି ଯେ ଆପଣ ବାପ୍ତିଜକ ଯୋହନ। କେତକେ କହୁଛନ୍ତି ଯେ ଆପଣ ଏଲିୟ। ଏବଂ ଅନ୍ୟ କେତକେ କହୁଛନ୍ତି ଯେ ଆପଣ କାଳ ପୂର୍ବେ ଥିବା ଭବିଷ୍ଯଦ୍ବକ୍ତାମାନଙ୍କ ମଧ୍ଯରୁ ପୁନର୍ବାର ବଞ୍ଚି ଉଠିଥିବା କୌଣସି ଏକ ଭବିଷ୍ଯଦ୍ବକ୍ତା।

ଯୋହନଲିଖିତ ସୁସମାଚାର 1:21

ଯିହୂଦୀମାନେ ଯୋହନଙ୍କୁ ପଚାରିଲେ, ତାହାହେଲେ ତୁମ୍ଭେ କିଏ? ତୁମ୍ଭେ କ'ଣ ଏଲିୟ?

Interlinear

Choose Theme