Home Bibles ଲୂକଲିଖିତ ସୁସମାଚାର 9:18 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 9:18 · ଓଡ଼ିଆ ବାଇବେଲ

ଥରେ ଯୀଶୁ ଏକୁଟିଆ ପ୍ରାର୍ଥନା କରୁଥିଲେ। ତାହାଙ୍କ ଶିଷ୍ଯମାନେ ଏକାଠି ମିଳି ସହେିସ୍ଥାନକୁ ଆସିଲେ। ଯୀଶୁ ସମାନଙ୍କେୁ ପଚାରିଲେ, ମୁଁ କିଏ ବୋଲି ଲୋକେ କ'ଣ ସବୁ କହୁଛନ୍ତି?

Cross references

ମାଥିଉଲିଖିତ ସୁସମାଚାର 16:13

ଯୀଶୁ କାଇସରିଯା ଫିଲିପ୍ପୀ ଅଞ୍ଚଳକୁ ଆସିବା ପରେ ଶିଷ୍ଯମାନଙ୍କୁ କହିଲେ, ମୁଁ ହେଉଛି ମନୁଷ୍ଯପୁତ୍ର ମୁଁ କିଏ ବୋଲି ଲୋକେ ମାେ ବିଷୟ ରେ କ'ଣ କହୁଛନ୍ତି?

ମାଥିଉଲିଖିତ ସୁସମାଚାର 26:36

ତା'ପରେ ଯୀଶୁ ଶିଷ୍ଯମାନଙ୍କ ସହିତ ଗେଥ୍ଶିମାନୀ ନାମକ ସ୍ଥାନକୁ ଗଲେ। ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, ସଠାେରେ ଯାଇ ମୁଁ ପ୍ରାର୍ଥନା କରୁଥିବା ପର୍ୟ୍ଯନ୍ତ ତୁମ୍ଭମାନେେ ଏହିଠା ରେ ବସ।

ମାର୍କଲିଖିତ ସୁସମାଚାର 8:27

ତା'ପରେ ଯୀଶୁ ଓ ତାହାଙ୍କ ଶିଷ୍ଯମାନେ କାଇସରୀଆ ଫିଲିପ୍ପୀ ଅଞ୍ଚଳର ଗାଁମାନଙ୍କୁ ଗଲେ। ବାଟରେ ସେ ତାହାଙ୍କ ଶିଷ୍ଯମାନଙ୍କୁ ପଚାରିଲେ, ମୁଁ କିଏ ବୋଲି ଲୋକେ କ'ଣ କହୁଛନ୍ତି?

ଲୂକଲିଖିତ ସୁସମାଚାର 11:1

ଥରେ ଯୀଶୁ ଗୋଟିଏ ସ୍ଥାନ ରେ ପ୍ରାର୍ଥନା କରୁଥିଲେ। ସେ ପ୍ରାର୍ଥନା କରି ସାରିବା ପରେ ତାହାଙ୍କର ଜଣେ ଶିଷ୍ଯ ତାହାଙ୍କୁ କହିଲେ, ପ୍ରାର୍ଥନା କିପରି କରିବାକୁ ହବେ ତାହା ଯୋହନ ତାହାଙ୍କ ଶିଷ୍ଯମାନଙ୍କୁ ଶିଖାଇ ଦଇେଥିଲେ। ପ୍ରଭୁ, ପ୍ରାର୍ଥନା କିପରି କରିବାକୁ ହୁଏ, ତାହା ଆପଣ ମଧ୍ଯ ଆମ୍ଭମାନଙ୍କୁ ବତଇେ ଦିଅନ୍ତୁ।

ଲୂକଲିଖିତ ସୁସମାଚାର 22:39

ଯୀଶୁ ଯୀରୂଶାଲମ ନଗର ଛାଡି ଜୀତପର୍ବତ ଉପରକୁ ଗଲେ। ସେ ଏପରି ଅଧିକାଂଶ ସମୟରେ କରୁଥିଲେ। ତାହାଙ୍କର ଶିଷ୍ଯମାନେ ତାହାଙ୍କ ସହିତ ଗଲେ।

Interlinear

Choose Theme