ସେ କାକୁତି ମିନତି ହାଇେ ଯୀଶୁଙ୍କୁ ଭିକ୍ଷା ମାଗିଲେ, ମାରେ େଛାଟ ଝିଅ ମରିବା ଉପରେ। ଦୟା କରି ଆପଣ ଆସି ତା' ଉପରେ ହାତ ରଖନ୍ତୁ, ତା ହେଲେ ସେ ସୁସ୍ଥ ହାଇଯେିବ ଓ ଜୀବନ ପାଇବ।
Cross references
ତା'ପରେ ନାଥନ ଗୃହକକ୍ସ୍ଟ ଫରେିଗଲେ। ସଦାପ୍ରଭୁ ଊରିଯର ସ୍ତ୍ରୀଠାରକ୍ସ୍ଟ ଜନ୍ମ ଦାଉଦର ସନ୍ତାନକକ୍ସ୍ଟ ଅତ୍ଯନ୍ତ ପୀଡିତ କରି ଦେଲେ।
ମାତ୍ର ନାମାନ୍ କ୍ରୁଦ୍ଧ ହାଇେ ଗ୍ଭଲିଗଲେ। ସେ କହିଲେ ମୁଁ ଭାବିଥିଲି ସେ ବାହାରି ଆସି ଥାଆନ୍ତା ଏବଂ ତାଙ୍କ ସଦାପ୍ରଭୁଙ୍କ ନାମ ରେ ଡାକି ଥାଆନ୍ତା ଏବଂ ସଂକ୍ରମିତ ଚର୍ମ ଉପରେ ତାଙ୍କ ହାତ ରଖି ମାେତେ ଆରୋଗ୍ୟ କରିଥାଆନ୍ତା।
ପରମେଶ୍ବର କହନ୍ତି, ତୁମ୍ଭେ ବିପଦରେ ପଡ଼ିଥିବା ବେଳେ ଆମ୍ଭକୁ ଡ଼ାକ, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବୁ ଓ ତା'ପରେ ତୁମ୍ଭେ ଆମ୍ଭର ମହିମା କରିବ।
ସମାନେେ ବିପଦରେ ଥିଲେ, ତଣେୁ ସମାନେେ ସଦାପ୍ରଭୁଙ୍କ ନିକଟରେ ସହାୟତା ପାଇଁ କାକୁକ୍ତି କଲେ ଏବଂ ସେ ସମାନଙ୍କେ ଦୁର୍ଦ୍ଦଶାରୁ ସମାନଙ୍କେୁ ମୁକ୍ତ କଲେ।
ତାପରେ ଯୀଶୁ ହାତ ବଢଇେ କୁଷ୍ଠ ରୋଗୀଟିକୁ ଛୁଇଁ ଦେଲେ। ସେ କହିଲେ, ମୁଁ ଚାହୁଁଛି ତୁମ୍ଭେ ସୁସ୍ଥ ହୁଅ।' ଏବଂ ସଙ୍ଗେ ସଙ୍ଗେ ତାର କୁଷ୍ଠରୋଗ ଭଲ ହାଇଗେଲା।
ଅତଏବ ସଠାେରେ ଯୀଶୁ କୌଣସି ଆଶ୍ଚର୍ୟ୍ଯକାର୍ୟ୍ଯ ପ୍ରଦର୍ଶନ କରି ପାରିଲେ ନାହିଁ। କବଳେ କେତକେ ରୋଗୀଙ୍କ ଉପରେ ହାତ ରଖି ସେ ସମାନଙ୍କେୁ ସୁସ୍ଥ କରିଲେ।
ସମାନେେ ଲୋକଙ୍କ ଦହରେୁ ଅନକେ ଭୂତଙ୍କୁ ତଡି ଦେଲେ। ସମାନେେ ଅନକେ ରୋଗୀଙ୍କୁ ତୈଳ ଲଗାଇ ସୁସ୍ଥ କରି ଦେଲେ।
ଜଣେ ସ୍ତ୍ରୀଲୋକ ଯୀଶୁ ଆସିଥିବା ଖବର ଶୁଣି ପାରିଲା। ତା'ର ଝିଅ ଦହେ ରେ ଦୁଷ୍ଟାତ୍ମା ପ୍ରବେଶ କରି ରହିଥିଲା। ତେଣୁ ସେ ସଙ୍ଗେ ସଙ୍ଗେ ଯୀଶୁଙ୍କ ପାଖକୁ ଆସି ତାହାଙ୍କ ପାଦ ତଳେ ପଡିଗଲା।
ସଠାେରେ କେତକେ ଲୋକ ଯୀଶୁଙ୍କ ପାଖକୁ ଗୋଟିଏ ଲୋକକୁ ଆଣିଲେ। ସେ ଲୋକଟି ମୂକ ଓ ବଧିର ଥିଲା। ଲୋକମାନେ ଯୀଶୁଙ୍କୁ ଆନୁ ରୋଧ କଲେ ଯେ ସେ ତାହାଙ୍କ ହାତ ଲୋକଟି ଉପରେ ରଖି ତାକୁ ଭଲ କରି ଦିଅନ୍ତୁ।
ଯୀଶୁ ଅନ୍ଧ ଲୋକଟିର ହାତ ଧରି ତାକୁ ଗାଁ ବାହାରକୁ କଢାଇ ନଇଗେଲେ। ସେ ଅନ୍ଧଟିର ଆଖି ରେ ଛପେ ପକାଇଲେ। ତା ଉପରେ ହାତ ରଖି ତାକୁ ପଚାରିଲେ, ତୁମ୍ଭେ କିଛି ଦେଖି ପାରୁଛ କି?
ଯୀଶୁ ପିଲାର ବାପାକୁ ପଚାରିଲେ, କେତେ ଦିନ ହେଲା ପିଲାର ଏମିତି ହେଉଛି?
ସମାନେେ ନିଜ ହାତ ରେ ସାପକୁ ଧରିବେ କିନ୍ତୁ ସମାନଙ୍କେର କିଛି ହେଲେ କ୍ଷତି ହବେ ନାହିଁ। ସମାନେେ ବିଷ ମଧ୍ଯ ପିଇ ଦବେେ, କିନ୍ତୁ ସମାନଙ୍କେର କିଛି ହେଲେ କ୍ଷତି ହବେ ନାହିଁ। ଏ ଲୋକମାନେ ରୋଗୀମାନଙ୍କ ଉପରେ ହାତ ରଖିବେ ଏବଂ ରୋଗୀମାନେ ଭଲ ହାଇଯେିବେ।
ଯୀଶୁ ସମାଜଗୃହ ଛାଡି ଶିମାନଙ୍କେ ଘରକୁ ଗଲେ। ଶିମାନଙ୍କେ ଶାଶୁଙ୍କୁ ଭୟଙ୍କର ଜ୍ବର ହାଇେଥିଲା। ସମାନେେ ଯୀଶୁଙ୍କୁ, ତାହାଙ୍କୁ ସାହାୟ୍ଯ କରିବା ପାଇଁ କହିଲେ।
ସୂର୍ୟ୍ଯ ଅସ୍ତ ହାଇଯେିବା ପରେ ଲୋକମାନେ ସମାନଙ୍କେର ରୋଗୀ ଲୋକମାନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ। ସମାନଙ୍କେଠା ରେ ବିଭିନ୍ନ ପ୍ରକାରର ରୋଗ ଥିଲା। ଯୀଶୁ ନିଜ ହାତ ରୋଗୀମାନଙ୍କ ଉପରେ ରଖି ସମାନଙ୍କେୁ ସୁସ୍ଥ କରି ଦେଲେ।
ସେ ସମୟରେ କଫର୍ନାହୂମ ରେ ଜଣେ ଶତ ସନୋପତି ଥିଲେ। ତାହାଙ୍କର ଗୋଟିଏ ଚାକର ଏତେ ବମାରେ ଥିଲା ଯେ ସେ ପ୍ରାୟ ମରିୟିବା ଅବସ୍ଥା ରେ ଥିଲା। ଶତ ସନୋପତି ଚାକରଟିକୁ ଖୁବ୍ ଭଲ ପାଉଥିଲେ।
ଯୀଶୁ ଯେତବେେଳେ ନଗରଦ୍ବାର ନିକଟରେ ପହନ୍ଚିଲେ ସେତବେେଳେ ଗୋଟିଏ ଶବ ନିଆ ଯାଉଥିବାର ସେ ଦେଖିଲେ। ସେ ତା' ବିଧବା ମାଆର ଏକମାତ୍ର ସନ୍ତାନ ଥିଲା। ପୁଅକୁ ନିଆ ଯାଉଥିବା ସମୟରେ ସଠାେରେ ତା ମାଆ ସହିତ ମଧ୍ଯ ନଗରର ବହୁ ସଂଖ୍ଯକ ଲୋକ ଥିଲେ।
ଯୀଶୁ ନିଜ ହାତ ସ୍ତ୍ରୀ ଲୋକଟି ଉପରେ ରଖିଲେ। ତା'ପରେ ସ୍ତ୍ରୀ ଲୋକଟି ସିଧା ଠିଆ ହବୋକୁ ସକ୍ଷମ ହେଲା। ସେ ପରମେଶ୍ବରଙ୍କ ସ୍ତୁତି କଲା।
ଯୀଶୁ ଗାଲୀଲର କାନା ନଗରକୁ ପୁଣି ଥରେ ଗଲେ। କାନ୍ନା ରେ ସେ ଜଳକୁ ଦ୍ରାକ୍ଷାରସ ରେ ପରିଣତ କରିଥିଲେ। ରାଜାଙ୍କର ଜଣେ ମୁଖ୍ଯକର୍ମଚାରୀ କଫର୍ନାହୂମ ନଗର ରେ ବାସ କରୁଥିଲେ। ଏହି ବ୍ଯକ୍ତିଙ୍କର ପୁତ୍ର ଅସୁସ୍ଥ ଥିଲା।
ତେଣୁ ମରିୟମ ଓ ମାର୍ଥା ଯୀଶୁଙ୍କୁ ଜଣାଇବା ପାଇଁ ଗୋଟିଏ ଲୋକ ପଠାଇଲେ। ସମାନେେ କହି ପଠାଇଲେ, ପ୍ରଭୁ, ତୁମ୍ଭର ପ୍ରିୟ ବନ୍ଧୁ ଲାଜାର ପୀଡିତ ଅଛନ୍ତି।
ସମାନେେ ଏହି ଲୋକମାନଙ୍କୁ ପ୍ ରରେିତମାନଙ୍କ ପାଖ ରେ ଉପସ୍ଥିତ କରାଇଲେ। ପ୍ ରରେିତମାନେ ପ୍ରାର୍ଥନା କରି ସମାନଙ୍କେ ଉପରେ ହାତ ରଖିଲେ।
ଏହି ଶାଉଲ ଗୋଟିଏ ଦର୍ଶନ ଦେଖିଅଛି ଯେ, ହନନିୟ ନାମକ ଜଣେ ଲୋକ ତା' ନିକଟକୁ ଆସି, ତା' ଉପରେ ହାତ ଥୋଇ ପ୍ରାର୍ଥନା କରୁଅଛି ଓ ତାହାଦ୍ବାରା ସେ ପୁଣି ଦେଖି ପାରୁଛି।
ତେଣୁ ହନନିୟ ୟିହୂଦାଙ୍କ ଘରକୁ ଯାଇ ଶାଉଲଙ୍କ ଉପରେ ହାତ ରଖିଲେ ଓ କହିଲେ, ଭାଇ ଶାଉଲ! ପ୍ରଭୁ ଯୀଶୁ ମାେତେ ପଠାଇଛନ୍ତି, ସେ ତୁମ୍ଭର ଆସିବା ବାଟରେ ତୁମ୍ଭକୁ ଦର୍ଶନ ଦଇେଥିଲେ, ଯେପରି ତୁମ୍ଭେ ପୁଣି ଥରେ ଦେଖିପାରିବ ଓ ପବିତ୍ର ଆତ୍ମା ରେ ପରିପୂର୍ଣ୍ଣ ହାଇପୋରିବ।
ସହେି ସମୟରେ ପୁବ୍ଲିୟଙ୍କ ପିତା ଜ୍ବର ଓ ଝାଡ଼ା ରେ ଶୟ୍ଯାଶାଯୀ ଥିଲେ। ପାଉଲ ତାହାଙ୍କ ପାଖକୁ ଯାଇ ପ୍ରାର୍ଥନା କଲେ। ପ୍ରାର୍ଥନା ପରେ ସେ ତାହାଙ୍କ ଉପରେ ହାତ ରଖି ତାହାଙ୍କୁ ସୁସ୍ଥ କରି ଦେଲେ।
ଯଦି ତୁମ୍ଭ ମଧ୍ଯରୁ କହେି ଜଣେ ଅସୁସ୍ଥ ଅଛି, ତବେେ ସେ ମଣ୍ଡଳୀର ପ୍ରାଚୀନମାନଙ୍କୁ337 ଡ଼ାକିବା ଦରକାର। ସମାନେେ ପ୍ରଭୁଙ୍କ ନାମ ରେ ତାହାଙ୍କୁ ତଲେ ମଖାଇବେ ଓ ତାହାଙ୍କ ପାଇଁ ପ୍ରାର୍ଥନା କରିବେ।