Home Bibles ମାର୍କଲିଖିତ ସୁସମାଚାର 5:24 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 5:24 · ଓଡ଼ିଆ ବାଇବେଲ

ଯୀଶୁ ଯାଈରସଙ୍କ ସାଥୀ ରେ ବାହାରିଲେ। ଅନକେ ଲୋକ ଯୀଶୁଙ୍କ ପେଛ ପେଛ ଗଲେ। ଭିଡ ହାଇେଥିବା ୟୋଗୁ ଲୋକେ ଯୀଶୁଙ୍କ ଆଡକୁ ମାଡି ଆସୁ ଥିଲେ।

Cross references

ମାର୍କଲିଖିତ ସୁସମାଚାର 3:9

ଯୀଶୁ ଅନକେ ଲୋକଙ୍କୁ ଦେଖିଲେ, ଭିଡ ହାଇେ ୟିବାରୁ ଲୋକମାନେ ଯେପରି ତାହାଙ୍କ ଆଡକୁ ମାଡି ନ ଆସନ୍ତି ସେଥିପାଇଁ ସେ ନିଜ ଶିଷ୍ଯମାନଙ୍କୁ ଗୋଟିଏ େଛାଟ ଡଙ୍ଗା ତାହାଙ୍କ ପାଇଁ ପ୍ରସ୍ତୁତ କରିବାକୁ କହିଲେ।

ମାର୍କଲିଖିତ ସୁସମାଚାର 3:20

ତା'ପରେ ଯୀଶୁ ଘରକୁ ଫରେିଗଲେ। ସଠାେରେ ମଧ୍ଯ ଅନକେ ଲୋକ ଜମା ହାଇଗେଲେ। ସଠାେରେ ଏତେ ଲୋକ ଥିଲେ ଯେ ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ଖାଇ ମଧ୍ଯ ପାରିଲନୋହିଁ।

ମାର୍କଲିଖିତ ସୁସମାଚାର 5:31

ଶିଷ୍ଯମାନେ ଯୀଶୁଙ୍କୁ କହିଲେ, ଏଠା ରେ ତ ଅନକେ ଲୋକ ଆପଣଙ୍କ ଆଡକୁ ଠଲେି ହାଇେ ଯାଉଛନ୍ତି। ପୁଣି ଆପଣ ପଗ୍ଭରୁଛନ୍ତି, ମାେତେ କିଏ ଛୁଇଁଲା?

ଲୂକଲିଖିତ ସୁସମାଚାର 7:6

ତେଣୁ ଯୀଶୁ ସମାନଙ୍କେ ସହିତ ୟିବାପାଇଁ ବାହାରି ପଡିଲେ। ଯୀଶୁ ଶତ ସନୋପତି ଘର ପାଖାପାଖି ଆସି ପହଞ୍ଚି ଯାଇଥବା ସମୟରେ ଶତ ସନୋପତି ଜଣକ ନିଜ ବନ୍ଧୁମାନଙ୍କୁ ଯୀଶୁଙ୍କ ପାଖକୁ ଏହି କଥା କହିବା ପାଇଁ ପଠାଇଲେ, ପ୍ରଭୁ, ନିଜକୁ ଆଉ କଷ୍ଟ ଦିଅନ୍ତୁ ନାହିଁ। କାରଣ ମୁଁ ଏତେ ଭଲ ନୁହେଁ ଯେ ଆପଣ ମାେ ଘରକୁ ଆସିବେ।

ଲୂକଲିଖିତ ସୁସମାଚାର 8:42

ଯାଈରସଙ୍କର ଗୋଟିଏ ବୋଲି ଝିଅ ଥିଲା। ତାହାକୁ ବାର ବର୍ଷ ବୟସ ହାଇେଥିଲା। ସେ ମରିୟିବା ଅବସ୍ଥା ରେ ପଡିଥିଲା। ଯୀଶୁ ଯେତବେେଳେ ଯାଈରସର ଘରକୁ ଯାଉଥିଲେ, ସେତବେେଳେ ବହୁ ସଂଖ୍ଯା ରେ ଲୋକ ତାହାଙ୍କ ଘର ଚାରିପାଖକୁ ଆସିଗଲେ।

ଲୂକଲିଖିତ ସୁସମାଚାର 8:45

ସେତବେେଳେ ଯୀଶୁ ପଚାରିଲେ, ମାେତେ କିଏ ଛୁଇଁଲା?

ଲୂକଲିଖିତ ସୁସମାଚାର 12:1

ହଜାର ହଜାର ଲୋକ ଆସି ଜମା ହାଇଗେଲେ। ଲୋକେ ଜଣେ ଜଣକୁ ମାଡି ପକାଉ ଥିଲେ। ଲୋକମାନଙ୍କୁ କହିବା ପୂର୍ବରୁ ଯୀଶୁ ପ୍ରଥମେ ନିଜ ଶିଷ୍ଯମାନଙ୍କୁ କହିଲେ, ଫାରୂଶୀମାନଙ୍କ ଖମୀରଠାରୁ ଦୂର ରେ ରୁହ। ମାେ କହିବାର ଅଭିପ୍ରାୟ ହେଉଛି ଯେ, ସମାନେେ କପଟୀ।

ଲୂକଲିଖିତ ସୁସମାଚାର 19:3

ସେ ଯୀଶୁଙ୍କୁ ଦେଖିବାକୁ ଚାହୁଁଥିଲେ। ଆହୁରି ମଧ୍ଯ ଅନକେ ଲୋକ ଯୀଶୁଙ୍କୁ ଦେଖିବାକୁ ଚାହୁଁଥିଲେ। ଜଖିୟ ଏତେ ବାଙ୍ଗରା ଥିଲେ ଯେ, ଲୋକଙ୍କ ଭିତ ରେ ଥାଇ ଯୀଶୁଙ୍କୁ ଦେଖି ପାରିବା ସମ୍ଭବ ନଥିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:38

ତୁମ୍ଭମାନେେ ନାଜରିତୀୟ ଯୀଶୁଙ୍କ ବିଷୟ ରେ ମଧ୍ଯ ଜାଣିଛ। ପରମେଶ୍ବର ତାହାଙ୍କୁ ପବିତ୍ର ଆତ୍ମା ଓ ଶକ୍ତି ରେ ପୂର୍ଣ୍ଣକରି ଖ୍ରୀଷ୍ଟରୂପେ ଅଭିଷିକ୍ତ କରିଥିଲେ। ଯୀଶୁ ଚତୁର୍ଦ୍ଦିଗକୁ ଯାଇ ଲୋକଙ୍କ ଉପକାର କରୁଥିଲେ। ଶୟତାନର ଅତ୍ଯାଚ଼ାର ଅଧୀନ ରେ ରହୁଥିବା ଲୋକଙ୍କୁ ସେ ସୁସ୍ଥ କରି ଦେଉଥିଲେ। ଏହିସବୁ ଦ୍ବାରା ପ୍ରମାଣିତ ହେଉଥିଲା ଯେ, ପରମେଶ୍ବର ତାହାଙ୍କ ସହିତ ଥିଲେ।

Interlinear

Choose Theme