Home Bibles ☰ Books ଦିତୀୟ ଶାମୁୟେଲ 12:15 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 12:15 · ଓଡ଼ିଆ ବାଇବେଲ

ତା'ପରେ ନାଥନ ଗୃହକକ୍ସ୍ଟ ଫରେିଗଲେ। ସଦାପ୍ରଭୁ ଊରିଯର ସ୍ତ୍ରୀଠାରକ୍ସ୍ଟ ଜନ୍ମ ଦାଉଦର ସନ୍ତାନକକ୍ସ୍ଟ ଅତ୍ଯନ୍ତ ପୀଡିତ କରି ଦେଲେ।

Cross references

ଦିତୀୟ ବିବରଣ 32:39

'ଏବେ ଦେଖ ଆମ୍ଭେ କବଳେ ପରମେଶ୍ବର ଅଟକ୍ସ୍ଟ। ଆଉ କୌଣସି ଅନ୍ୟ ଦବେତା ନାହିଁ। ଆମ୍ଭେ ମରଣ ଦେଉ, ଆମ୍ଭେ ଜୀବଦାନ କରୁ। ଆମ୍ଭେ ଲୋକମାନଙ୍କୁ ଆରୋଗ୍ୟ କରିପାରକ୍ସ୍ଟ। କୌଣସି ବ୍ଯକ୍ତି ଆମ୍ଭ ଶକ୍ତିଠାରକ୍ସ୍ଟ ରକ୍ଷା କରିପାରିବ ନାହିଁ

ପ୍ରଥମ ଶାମୁୟେଲ 25:38

ଦଶଦିନ ପରେ ସଦାପ୍ରଭୁ ନାବଲର ମୃତକ୍ସ୍ଟ୍ଯର କାରଣ ହେଲେ।

ପ୍ରଥମ ଶାମୁୟେଲ 26:10

ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ, ସଦାପ୍ରଭୁ ଶାଉଲଙ୍କକ୍ସ୍ଟ ଦଣ୍ତ ଦବେେ। ଶାଉଲ ସାଧାରଣ ମୃତକ୍ସ୍ଟ୍ଯବରଣ କରି ପାରନ୍ତି କିମ୍ବା ସେ ୟକ୍ସ୍ଟଦ୍ଧକକ୍ସ୍ଟ ୟାଇ ମରିବେ।

ଦିତୀୟ ରାଜାବଳୀ 15:5

ପୁଣି ସଦାପ୍ରଭୁ ଅସରିଯଙ୍କୁ ମରଣ ପର୍ୟ୍ଯନ୍ତ କୁଷ୍ଠୀ କରି ଦେଲେ ଓ ସେ ଏକ ପୃଥକ ଗୃହ ରେ ବାସ କଲେ। ଆଉ ରାଜାଙ୍କର ପୁତ୍ର ଯୋଥମ ଗୃହର କର୍ତ୍ତା ହାଇେ ଦେଶସ୍ଥ ଲୋକମାନଙ୍କର ବିଗ୍ଭର କଲେ।

ଦିତୀୟ ବଂଶାବଳୀ 13:20

ଅବିଯ ଜୀବିତ ଥିବା ପର୍ୟ୍ଯନ୍ତ ୟାରବିଯାମ୍ ଆଉ କଦାପି ପରାକ୍ରମୀ ହାଇପୋରିଲେ ନାହିଁ। ସଦାପ୍ରଭୁ ୟାରବିଯାମ୍ଙ୍କୁ ବଧ କଲେ।

ଗୀତସଂହିତା 104:29

ଏବଂ ତୁମ୍ଭେ ଯେତବେେଳେ ସମାନଙ୍କେର ବିମୁଖ ହୁଅ ସମାନେେ ଭୟଭୀତ ହୁଅନ୍ତି। ଯେତବେେଳେ ତୁମ୍ଭେ ସମାନଙ୍କେର ନିଃଶ୍ବାସ ପ୍ରଶ୍ବାସ ନଇୟୋଅ, ସମାନେେ ଦୁର୍ବଳ ଓ ମୃତ୍ଯୁ ହାଇେ ୟାଆନ୍ତି, ପୁଣି ସମାନଙ୍କେ ଶରୀର ଧୂଳିରେ ପରିଣତ ହୁଏ।

ରେରିତମାନଙ୍କ କାର୍ଯ୍ୟର ବିବରଣ 12:23

େ ହରୋଦ ନିଜର ଏହି ପ୍ରଶଂସା ଶୁଣିଲେ, କିନ୍ତୁ ସେ ପରମେଶ୍ବରଙ୍କୁ ତାହାଙ୍କର ସମ୍ମାନ ଜଣାଇଲେ ନାହିଁ। ତେଣୁ ପ୍ରଭୁଙ୍କର ଜଣେ ଦୂତ ହଠାତ୍ ତାହାଙ୍କୁ ଆଘାତ କଲେ ଓ ତାହାଙ୍କ ଶରୀରକୁ କୀଟମାନେ ଖାଇଲେ। ଶଷେ ରେ ସେ ମୃତ୍ଯୁବରଣ କଲେ।

Interlinear

Choose Theme