Home Bibles ☰ Books ରେରିତମାନଙ୍କ କାର୍ଯ୍ୟର ବିବରଣ 28:8 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 28:8 · ଓଡ଼ିଆ ବାଇବେଲ

ସହେି ସମୟରେ ପୁବ୍ଲିୟଙ୍କ ପିତା ଜ୍ବର ଓ ଝାଡ଼ା ରେ ଶୟ୍ଯାଶାଯୀ ଥିଲେ। ପାଉଲ ତାହାଙ୍କ ପାଖକୁ ଯାଇ ପ୍ରାର୍ଥନା କଲେ। ପ୍ରାର୍ଥନା ପରେ ସେ ତାହାଙ୍କ ଉପରେ ହାତ ରଖି ତାହାଙ୍କୁ ସୁସ୍ଥ କରି ଦେଲେ।

Cross references

ପ୍ରଥମ ରାଜାବଳୀ 17:20

ତା'ପରେ ଏଲିଯ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, ହେ ସଦାପ୍ରଭୁ ମାରେ ପରମେଶ୍ବର, ଏହି ସ୍ତ୍ରୀ ଲୋକଟି ମାେତେ ତା'ର ଗୃହ ରେ ଆଶ୍ରଯ ଦଇେଛି। ତୁମ୍ଭେ ତା'ର ପୁତ୍ରକୁ ବଧକରି ତା'ପ୍ରତି କାହିଁକି ଅମଙ୍ଗଳ ଘଟାଇଲ?

ମାଥିଉଲିଖିତ ସୁସମାଚାର 9:18

ଯୀଶୁ ଏ ବିଷୟ କହୁଥିବା ସମୟରେ ଯିହୂଦୀ ପ୍ରାର୍ଥନାଗୃହର ଜଣେ ଅଧ୍ଯକ୍ଷ ଆସିଲେ। ସେ ଯୀଶୁଙ୍କ ଆଗ ରେ ଆଣ୍ଠୁମାଡି ବସି ପଡଲେ ଓ କହିଲେ, ମାରେ ଝିଅ ଏବେ ମରୀଗଲା। ତୁମ୍ଭେ ଆସି ତା'ଉପରେ ହାତ ରଖି ଦିଅ। ତା' ହେଲେ ସେ ପୁଣି ବଞ୍ଚି ଉଠିବ।

ମାଥିଉଲିଖିତ ସୁସମାଚାର 10:1

ଯୀଶୁ ତାହାଙ୍କର ବାରଜଣ ଶିଷ୍ଯଙ୍କୁ ପାଖକୁ ଡକାଇଲେ। ସେ ଭୂତମାନଙ୍କୁ ତଡିଦବୋ ପାଇଁ ଓ ସବୁ ପ୍ରକାର ରୋଗ ଏବଂ ଅସୁସ୍ଥତା ଭଲ କରିଦବୋ ପାଇଁ ଶିଷ୍ଯମାନଙ୍କୁ ଶକ୍ତି ପ୍ରଦାନ କଲେ।

ମାଥିଉଲିଖିତ ସୁସମାଚାର 10:8

ତୁମ୍ଭେ ରୋଗୀକୁ ସୁସ୍ଥ କର। ମୃତକୁ ପୁର୍ନଜୀବିତ କର, କୁଷ୍ଠ ରୋଗ ସୁସ୍ଥ କର, ଭୂତମାନଙ୍କୁ ତଡିଦିଅ। ତୁମ୍ଭେ ବିନା ମୂଲ୍ଯ ରେ ଆଶୀର୍ବାଦ ଓ ଶକ୍ତି ପାଇଛ। ତେଣୁ ଅନ୍ୟକୁ ତାହା ବିନା ମୂଲ୍ଯ ରେ ଦାନ କର।

ମାର୍କଲିଖିତ ସୁସମାଚାର 1:30

ଶିମାନଙ୍କେ ଶାଶୁ ଜ୍ବର ରେ ପୀଡିତ ହାଇେ ବିଛଣା ରେ ପଡି ଥିଲେ। ତେଣୁ ସଠାେରେ ଥିବା ଲୋକମାନେ ଯୀଶୁଙ୍କୁ ତାହାଙ୍କ ବିଷୟ ରେ କହିଲେ।

ମାର୍କଲିଖିତ ସୁସମାଚାର 5:23

ସେ କାକୁତି ମିନତି ହାଇେ ଯୀଶୁଙ୍କୁ ଭିକ୍ଷା ମାଗିଲେ, ମାରେ େଛାଟ ଝିଅ ମରିବା ଉପରେ। ଦୟା କରି ଆପଣ ଆସି ତା' ଉପରେ ହାତ ରଖନ୍ତୁ, ତା ହେଲେ ସେ ସୁସ୍ଥ ହାଇଯେିବ ଓ ଜୀବନ ପାଇବ।

ମାର୍କଲିଖିତ ସୁସମାଚାର 6:5

ଅତଏବ ସଠାେରେ ଯୀଶୁ କୌଣସି ଆଶ୍ଚର୍ୟ୍ଯକାର୍ୟ୍ଯ ପ୍ରଦର୍ଶନ କରି ପାରିଲେ ନାହିଁ। କବଳେ କେତକେ ରୋଗୀଙ୍କ ଉପରେ ହାତ ରଖି ସେ ସମାନଙ୍କେୁ ସୁସ୍ଥ କରିଲେ।

ମାର୍କଲିଖିତ ସୁସମାଚାର 7:32

ସଠାେରେ କେତକେ ଲୋକ ଯୀଶୁଙ୍କ ପାଖକୁ ଗୋଟିଏ ଲୋକକୁ ଆଣିଲେ। ସେ ଲୋକଟି ମୂକ ଓ ବଧିର ଥିଲା। ଲୋକମାନେ ଯୀଶୁଙ୍କୁ ଆନୁ ରୋଧ କଲେ ଯେ ସେ ତାହାଙ୍କ ହାତ ଲୋକଟି ଉପରେ ରଖି ତାକୁ ଭଲ କରି ଦିଅନ୍ତୁ।

ମାର୍କଲିଖିତ ସୁସମାଚାର 16:18

ସମାନେେ ନିଜ ହାତ ରେ ସାପକୁ ଧରିବେ କିନ୍ତୁ ସମାନଙ୍କେର କିଛି ହେଲେ କ୍ଷତି ହବେ ନାହିଁ। ସମାନେେ ବିଷ ମଧ୍ଯ ପିଇ ଦବେେ, କିନ୍ତୁ ସମାନଙ୍କେର କିଛି ହେଲେ କ୍ଷତି ହବେ ନାହିଁ। ଏ ଲୋକମାନେ ରୋଗୀମାନଙ୍କ ଉପରେ ହାତ ରଖିବେ ଏବଂ ରୋଗୀମାନେ ଭଲ ହାଇଯେିବେ।

ଲୂକଲିଖିତ ସୁସମାଚାର 4:40

ସୂର୍ୟ୍ଯ ଅସ୍ତ ହାଇଯେିବା ପରେ ଲୋକମାନେ ସମାନଙ୍କେର ରୋଗୀ ଲୋକମାନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ। ସମାନଙ୍କେଠା ରେ ବିଭିନ୍ନ ପ୍ରକାରର ରୋଗ ଥିଲା। ଯୀଶୁ ନିଜ ହାତ ରୋଗୀମାନଙ୍କ ଉପରେ ରଖି ସମାନଙ୍କେୁ ସୁସ୍ଥ କରି ଦେଲେ।

ଲୂକଲିଖିତ ସୁସମାଚାର 9:1

ଯୀଶୁ ବାରଜଣ ପ୍ ରରେିତଙ୍କୁ ଏକାଠି ଡାକିଲେ। ସେ ସମାନଙ୍କେୁ ଭୂତମାନଙ୍କ ଉପରେ କ୍ଷମତା ଓ ଅଧିକାର ପ୍ରଦାନ କଲେ। ସେ ପ୍ ରରେିତମାନଙ୍କୁ ରୋଗ ଭଲ କରିଦବୋ ପାଇଁ ମଧ୍ଯ ଶକ୍ତି ଦେଲେ।

ଲୂକଲିଖିତ ସୁସମାଚାର 10:8

ଯଦି ତୁମ୍ଭମାନେେ ଗୋଟିଏ ନଗରକୁ ଯାଅ ଓ ସଠାେରେ ଯଦି ଲୋକେ ତୁମ୍ଭମାନଙ୍କୁ ସ୍ବାଗତ କରନ୍ତି, ତବେେ ତୁମ୍ଭମାନଙ୍କେୁ ସମାନେେ ଯାହା ଖାଦ୍ୟ ଦିଅନ୍ତି, ତାହା ଖାଅ।

ଲୂକଲିଖିତ ସୁସମାଚାର 13:13

ଯୀଶୁ ନିଜ ହାତ ସ୍ତ୍ରୀ ଲୋକଟି ଉପରେ ରଖିଲେ। ତା'ପରେ ସ୍ତ୍ରୀ ଲୋକଟି ସିଧା ଠିଆ ହବୋକୁ ସକ୍ଷମ ହେଲା। ସେ ପରମେଶ୍ବରଙ୍କ ସ୍ତୁତି କଲା।

Interlinear

Choose Theme