ମାର୍କଲିଖିତ ସୁସମାଚାର 7:32 · ଓଡ଼ିଆ ବାଇବେଲ
ସଠାେରେ କେତକେ ଲୋକ ଯୀଶୁଙ୍କ ପାଖକୁ ଗୋଟିଏ ଲୋକକୁ ଆଣିଲେ। ସେ ଲୋକଟି ମୂକ ଓ ବଧିର ଥିଲା। ଲୋକମାନେ ଯୀଶୁଙ୍କୁ ଆନୁ ରୋଧ କଲେ ଯେ ସେ ତାହାଙ୍କ ହାତ ଲୋକଟି ଉପରେ ରଖି ତାକୁ ଭଲ କରି ଦିଅନ୍ତୁ।
Cross references
ମାଥିଉଲିଖିତ ସୁସମାଚାର 9:32
ସେ ଅନ୍ଧ ଦୁଇଜଣ ଗଲାପରେ କେତକେ ଲୋକ ଯୀଶୁଙ୍କ ପାଖକୁ ଆଉ ଜଣେ ଲୋକକୁ ଆଣିଲେ। ସେ କଥା କହି ପିରୁ ନଥିଲା। କାରଣ ତା ଦହେ ରେ ଭୂତ ପ୍ରବେଶ କରି ରହିଥିଲା।
ମାର୍କଲିଖିତ ସୁସମାଚାର 5:23
ସେ କାକୁତି ମିନତି ହାଇେ ଯୀଶୁଙ୍କୁ ଭିକ୍ଷା ମାଗିଲେ, ମାରେ େଛାଟ ଝିଅ ମରିବା ଉପରେ। ଦୟା କରି ଆପଣ ଆସି ତା' ଉପରେ ହାତ ରଖନ୍ତୁ, ତା ହେଲେ ସେ ସୁସ୍ଥ ହାଇଯେିବ ଓ ଜୀବନ ପାଇବ।
ଲୂକଲିଖିତ ସୁସମାଚାର 11:14
ଥରେ ଯୀଶୁ କଥା କହି ପାରୁନଥିବା ଗୋଟିଏ ଲୋକ ଦହରେୁ ଭୂତକୁ ତଡି ଦେଉଥିଲେ। ଭୂତଟି ମୂକ ଲୋକ ଦହରେୁ ବାହାରି ଆସିବା ମାତ୍ ରେ, ଲୋକଟି ପୁଣି କଥା କହିବାକୁ ଲାଗିଲା। ଜମା ହାଇେଥିବା ଲୋକମାନେ ଆଶ୍ଚର୍ୟ୍ଯ ହାଇଗେଲେ।