Home Bibles ମାର୍କଲିଖିତ ସୁସମାଚାର 15:4 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 15:4 · ଓଡ଼ିଆ ବାଇବେଲ

ପୀଲାତ ପୁଣି ଯୀଶୁଙ୍କୁ ପଚାରିଲେ, ତୁମ୍ଭର କ'ଣ କିଛି କହିବାର ନାହିଁ? ଦେଖ, ସମାନେେ ତୁମ୍ଭକୁ ଅନକେ ବିଷୟ ରେ ଅଭିୟୁକ୍ତ କରୁଛନ୍ତି।

Cross references

ମାଥିଉଲିଖିତ ସୁସମାଚାର 26:62

ତା'ପରେ ମହାୟାଜକ ଠିଆ ହେଲେ ଓ ଯୀଶୁଙ୍କୁ ପଚ଼ାରିଲେ, ଏ ଲୋକମାନେ ତୁମ୍ଭ ବିରୁଦ୍ଧ ରେ ଯାହା ଅଭି ଯୋଗ କଲେ ତାର ତୁମ୍ଭେ କିଛି ଉତ୍ତର ଦବେ କି? ଏ ଲୋକମାନେ କ'ଣ ସତ୍ଯ କହୁଛନ୍ତି?

ମାଥିଉଲିଖିତ ସୁସମାଚାର 27:13

ତେଣୁ ପୀଲାତ ଯୀଶୁଙ୍କୁ ପଚାରିଲେ, ସମାନେେ ତୁମ୍ଭ ବିରୁଦ୍ଧ ରେ ଯେଉଁ ସବୁ ଅଭିଯୋଗ କରୁଛନ୍ତି ତାହା ତୁମ୍ଭେ ଶୁଣିଛ। କାହିଁକି ଉତ୍ତର ଦେଉନାହଁ?

ଯୋହନଲିଖିତ ସୁସମାଚାର 19:10

ପୀଲାତ କହିଲେ, ତୁମ୍ଭେ କ'ଣ ମାେ ସହିତ କଥା କହିବ ନାହିଁ? ମନରେଖ, ତୁମ୍ଭକୁ ମୁକ୍ତି ଦବୋକୁ କି କୃଶ ରେ ଚଢାଇବାକୁ ମଧ୍ଯ ଆମ୍ଭର କ୍ଷମତା ଅଛି।

Interlinear

Choose Theme